ias interview-ଝିଅ ମାନଙ୍କ ର କେଉଁ ଅଙ୍ଗ କୁ ଚିପିଲେ ତାହା ନରମ ଲାଗେ ? ସାହସ ଅଛି ତ ଉତ୍ତର ଦେଇ ଦେଖନ୍ତୁ। 99% ଲୋକ ହୋଇଛନ୍ତି ଅସଫଳ।

ଆଜି କାଲି ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ବହୁତ ବଢି ବଢି ଚାଲିଛି। ସେଥି ପାଇଁ ଏବେ ଶିକ୍ଷା ଓ ଶିଖିବା ଉପରେ ସମସ୍ତେ ବହୁତ ଗୁରୁତ୍ୱ ଦେଉ ଛନ୍ତି। ବର୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି।

କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି। ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ଆମ ଭାରତ ରେ ସବୁଠାରୁ ବଡ ପରୀକ୍ଷା ହେଉଛି IAS ପରୀକ୍ଷା। ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ କରିବା ଏତେ ସହଜ କଥା ନୁହେଁ। ଯଦିଓ ଆପଣ ଲିଖିତ ପରୀକ୍ଷାରେ ଭଲ ମାର୍କ ରଖୁଛନ୍ତି। ତଥାପି ଆପଣଙ୍କୁ ସାକ୍ଷାତ କାର ରେ ଭଲ କରିବାକୁ ହେବ। ତେଣୁ ଏଥି ପାଇଁ ଆପଣଙ୍କ ର ସାଧାରଣ ଜ୍ଞାନ ନିଶ୍ଚିତ ଭାବରେ ଭଲ ଭାବରେ ପାରଙ୍ଗମ ଥିବା ଦରକାର।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

1. ଆମ ରାଜ୍ୟର ପଶ୍ଚିମ ଦିଗରେ କେଉଁ ରାଜ୍ୟ ଅଛି ?
ଉତ୍ତର – ଛତିଶ ଗଡ଼

2. ଆମ ରାଜ୍ୟର ପୂର୍ବ ଦିଗରେ କେଉଁ ସାଗର ରହିଛି ?
ଉତ୍ତର – ବଙ୍ଗୋପସାଗର

3. କେଉଁ ପଶୁ ଅନୁକରଣ କରିବାକୁ ଭଲ ପାଇ ଥାଏ ?
ଉତ୍ତର – ମାଙ୍କଡ଼

4. ଗୋଡ଼ ହାତ ଝିମ ଝିମ ହେଲେ କେଉଁ ପ୍ରକାର ର ଖାଦ୍ୟ ର ଅଭାବ ରହି ଥାଏ ?
ଉତ୍ତର – ଭିଟାମିନ ସି

5. ଆମ ରାଜ୍ୟର ଦକ୍ଷିଣ ଦିଗରେ କେଉଁ ରାଜ୍ୟ ରହିଛି ?
ଉତ୍ତର – ଆନ୍ଧ୍ରପ୍ରଦେଶ

6. କେଉଁ ପଶୁ ଚୋର ଧରିବା ରେ ସାହାଯ୍ୟ କରେ ?
ଉତ୍ତର – କୁକୁର

7. ଝିଅ ଙ୍କ ର କେଉଁ ଅଙ୍ଗ ଚିପିଲେ ନରମ ଲାଗେ ?
ଉତ୍ତର – ଗାଲ

8. କେଉଁ ଖାଦ୍ୟ ଶରୀର କୁ ଶକ୍ତି ଯୋଗାଏ ଓ ତାପଶକ୍ତି ଦିଏ ?
ଉତ୍ତର- ଶ୍ୱେତ ସାର

9. ଯେଉଁ ପ୍ରାଣୀ ମାନେ ମାଂସ ଖାନ୍ତି ତାଙ୍କୁ କଣ କୁହା ଯାଏ ?
ଉତ୍ତର- ମାଂସସି

10. ବିନ୍ଦୁସାର ଙ୍କ ପୁଅ କିଏ ଥିଲେ ?
ଉତ୍ତର – ଅଶୋକ
11. କେଉଁ ଜୀବ ନିଜର ସମସ୍ତ କାମ ନାକରେ କରିଥାଏ ?
ଉ- ହାତୀ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।