ias interview-ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୁଲେ ନାହିଁ ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?
ଆଜି କାଲି ଦୁନିଆରେ ଗୋଟେ ଯେ କୌଣସି ପୋଷ୍ଟ ବାହାରି ଥିଲେ , ବହୁତ ଲୋକ ସେହି ଗୋଟେ ଚାକିରୀ ପାଇଁ ଲକ୍ଷ ଲକ୍ଷ ଲୋକ ପରୀକ୍ଷା ଦେଉ ଛନ୍ତି । ସେଥି ପାଇଁ ପରୀକ୍ଷା ରେ ଏତେ କଡା ପ୍ରଶ୍ନ ପକୋଉଛି ଯେ ତାହାର ଉତର ଦେବା ବହୁତ କଷ୍ଟ କର ହୋଇ ପଡ଼ିଲାଣି । ତେବେ ଆପଣ ମାନେ ମଧ୍ୟ ସେହି ଭଳି ପରିସ୍ଥିତି ରେ ସାମ୍ନା କରି ଥିବେ ।
ଅର୍ଥାତ ଏମିତି ଗୋଟେ ଆପଣ ପରୀକ୍ଷା ଦେଇ ଛନ୍ତି , ଆଉ ସେହି ପରୀକ୍ଷା ର ଫୋଳ ବାହାରିବା ପରେ । ଆପଣ ଜାଣି ପାରିଲେ ଯେ ଆଉ ଏକ ମାର୍କ ପାଇଁ ଆପଣ ସେହି ଚାକିରୀ ଟିଏ ପାଇ ପାରିଲେ ନାହିଁ । ଯାହା ଫୋଳରେ ବହୁତ ସମୟ ଦେଖା ଯାଇଛି , ବହୁତ ପିଲା ଆତ୍ମହତ୍ୟା କରି ଛନ୍ତି । ଏମତି ବହୁତ ପିଲା ମଧ୍ୟ ଅଛନ୍ତି ପାଠ ପଢା ଛାଡି ଦେଇ ଛନ୍ତି ।
ତେବେ ସେହି ପରିସ୍ଥିତି କୁ ଆଖି ଆଗରେ ରଖି ଆମେ ଆପଣଙ୍କ ପାଇଁ ବହୁତ ଗୁଡିଏ ପ୍ରଶ୍ନ ସହିତ ଦେଉଛୁ । ଯାହା ଆପଣ ପଢିବା ଦ୍ୱାରା ବହୁତ ଜ୍ଞାନୀ ହୋଇ ଯିବେ ଆଉ ସବୁ ପରୀକ୍ଷା ରେ ଆପଣ ମାନେ ଉତ୍ତୀର୍ଣ୍ଣ ହୋଇ ଯିବେ । କେବଳ ପାଠ ପଢିଲେ ଜ୍ଞାନ ଆସେନି କିଛି କିଛି ଜିନିଷ ଆମକୁ ସୋସିଆଲ ମିଡିଆରେ ମଧ୍ୟ ଶିଖି ବାକୁ ହୋଇ ଥାଏ । ତେବେ ବନ୍ଧୁ ମାନେ ଚାଲନ୍ତୁ ଏବେ ସେହି ପ୍ରଶ୍ନ ବିଷୟରେ ଜାଣିବା ।
1, ତାହା କେଉଁ ଜିନିଷ ଯାହା ଫ୍ରିଜ ରେ ରହିଲେ ମଧ୍ୟ ଗରମ ହୋଇ ଯାଇ ଥାଏ ।
ଉ, ଗରମ ମସଲା ।
2, ଏମିତି କେଉଁ ଟେବୁଲ ଅଛି ଯାହା ଆମେ ଖାଇ ଥାଉ ।
ଉ, ଭେଜି ଟେବୁଲ ।
3, ତାହା କେଉଁ ଜିନିଷ ଯାହାର ଡେଣା ନ ଥିଲେ ମଧ୍ୟ ସେ ଉଡି ପାରେ ।
ଉ, ଗୁଡି ।
4, କିଏ ପାଣି ପିଇବା ମାତ୍ରେ ମରି ଯାଇ ଥାଏ ।
ଉ, ଶୋଷ ।
5, ତାହା କେଉଁ ଜିନିଷ ଯାହା ଝିଅ ମାନେ ବର୍ଷକେ ଥରେ ମାତ୍ର କିଣି ଥାନ୍ତି ।
ଉ, ରାଖୀ ।
6, ଆଇଲା ଲ ମା ଟକଳି , ଦିଅଁଙ୍କୁ ଖାଇଲା , ଦେବତା କୁ ଖାଇଲା ଆହୁରି ଖାଇବ ଖଟୁଳି ।
ଉ, ନିଆଁ ।
7, ଗଛ ଟି ଲଣ୍ଡା ତା ଉପରେ ବସିଛି ଫକୀର ପଣ୍ଡା ତାହା କଣ ।
ଉ, ଚୁଲି ଉପରେ ହାଣ୍ଡି ।
8, ଏମିତି ଏକ ନାମ କୁହ ଯେଉଁଠି ତାଲା ଏବଂ ଚାବି 2 ଟି ଯାକ ରହିଛି ।
ଉ, ଲକି( lock + key )
9, ଗାଈ କ୍ଷୀର ଦିଏ କୁକୁଡ଼ା ଅଣ୍ଡା ଦିଏ , କିନ୍ତୁ ସିଏ କିଏ ଏହି ଦୁଇଟି ଯାକ ଦେଇ ଥାଏ ।
ଉ, ଦୋକାନୀ
10 , ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ।
ଉ, ରାଣ ଖାଇଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।