ias interview – ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୋଲେ ନାହିଁ ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?

ଦୁନିଆରେ ସବୁ ଠାରୁ ବଡ଼ କଷ୍ଟ ହେଉଛି ଗୋଟେ ସରକାରୀ ଚାକିରୀ କରିବା । ପିଲା ମାନେ ଏହି ଚାକିରୀ ପାଇବା ପାଇଁ ବହୁତ କଷ୍ଟ କରି ଥାନ୍ତି । କାରଣ ସରକାରୀ ଚାକିରୀ ଟିଏ କଲେ ଭଲ ଝିଅ ଗୋଟେ ମିଳିବ । କିନ୍ତୁ ଭାରତରେ ଏତେ ସଂଖ୍ୟକ ବେକାରୀ ଛୁଆ ଅଛନ୍ତି ଯେ ତାହା କହି ହେବନି । ଲକ୍ଷ ଲକ୍ଷ ପିଲାଙ୍କ ଭିତରୁ ଆପଣଂକୁ ଏକ ନମ୍ବର ହେବାକୁ ହେବ । ତାହାଲେ ଯାଇ ଆପଣ ସରକାରୀ ଚାକିରୀ ଟିଏ ପାଇ ପାରିବେ ।

ସେଥି ପାଇଁ ବହୁତ ପିଲା ଚାକିରୀ ଆଶା ଛାଡି ଦେଇ ସାରି ଲେଣି । କିନ୍ତୁ ପ୍ରତେକ ବାପା ମା ମାନେ ଚାହିଁ ଥାନ୍ତି କି ତାଙ୍କ ପିଲା ଭଲ ଚାକିରୀ ଟିଏ କରୁ ବୋଲି । କିନ୍ତୁ ଚାକିରୀ କରିବା କାଠିକର ପାଠ ହୋଇ ଗଲାଣି । ତେବେ ପରୀକ୍ଷା ରେ ଏମିତି କିଛି ପ୍ରଶ୍ନ ପକଉଛି ଯାହା ଆପଣଙ୍କ ସିଲାବସ ରେ ବି ନାହିଁ ।

ତେବେ ଯେଉଁ ପ୍ରଶ୍ନ ସିଲାବସ ରେ ନାହିଁ ତାର ଉତ୍ତର କେମିତି ଜଣେ ପିଲା ଦେଇ ପାରିବ । ଏଇ ଥର ପଡି ଥିଲା IAS ରେ ଗୋଟିଏ ପ୍ରଶ୍ନ ଯାହା 99 ପ୍ରତିଶତ ଲୋକ ଏଥିରେ ଫେଲ ହୋଇ ଯାଇ ଥିଲେ । ଏମିତି କେଉଁ ଜିନିଷ ରହିଛି ଯାହା ଝିଅ ଟି ପିନ୍ଧି ଥାଏ ଏବଂ ତାହାକୁ ମଧ୍ୟ ଖାଇ ଥାଏ । ତେବେ ଆସନ୍ତୁ ତାର ଉତ୍ତର ଜାଣିବା ସହିତ , ଅନ୍ୟ ପ୍ରଶ୍ନ ଗୁଡିକର ଉତ୍ତର ମଧ୍ୟ ଜାଣିବା ।

1, କେଉଁ ପାଞ୍ଚ ଟି ଜିନିଷ ଆମକୁ ଜିବନରେ କେବଳ ଥରେ ମିଳି ଥାଏ ।

ଉ, ତେବେ ଏହାର ଉତ୍ତର ଟି ହେଉଛି , ମତା , ପିତା , ଶୈଶବ , ଯୌବନ ଏବଂ ବାର୍ଦ୍ଧକ୍ଷ ଆମକୁ ଜୀବନ ରେ କେବଳ ଥରେ ମିଳି ଥାଏ ।

2, ଆଲୋ ସୀତା ଫୋଳ ମଧୁବନ ପତର ପିତା , ତାହା କଣ ଅଟେ ।

ଉ, ଏହାର ଉତ୍ତର ହେଉଛି କାକୁଡି ।

3, କାହା ସହିତ ସେ ଝଗଡା କରେ ନାହିଁ ତଥାପି ଲୋକେ ତାକୁ ସବୁ ସମୟ ରେ ମାରି ଥାନ୍ତି । ସେହି ଜିନିଷ ଟି କଣ ?

ଉ, ଏହାର ଉତ୍ତର ହେଉଛି ଢୋଲ , ଢୋଲ କାହାକୁ ମାରେ ନାହିଁ କିନ୍ତୁ ଲୋକେ ତାକୁ ବହୁତ ମାରନ୍ତି ।

4, ଏମିତି କେଉଁ ଜିନିଷ ରହିଛି ଯାହା ସମୁଦ୍ର ରୁ ଆସି ଘରେ ରହି ଥାଏ ।

ଉ, ଏହାର ଉତ୍ତର ହେଉଛି ଲୁଣ । ଯାହା ସମୁଦ୍ର ରୁ ଆସି ଘରେ ରହି ଥାଏ ।

5, ଏମିତି କେଉଁ ଜିନିଷ ରହିଛି ଯାହା ଝିଅ ଟି ପିନ୍ଧି ଥାଏ ଏବଂ ତାହାକୁ ମଧ୍ୟ ଖାଇ ଥାଏ ।

ଉ, ଏହାର ଉତ୍ତର ହେଉଛି lang ଓ ଲଙ୍ଗସ । ତେବେ ଏହି ପ୍ରଶ୍ନ ଟି ଗତ IAS ରେ ଆସି ଥିଲା । ବହୁତ ପିଲା ଏହି ପ୍ରଶ୍ନ ର ଉତ୍ତର ଦେଇ ପାରି ନ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।