ias interview – ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୋଲେ ନାହିଁ ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?

ମଣିଷର ସବୁ ଠାରୁ ବଡ ଦୁଃଖ ହେଉଛି । ବାପା ମା ଙ୍କର ସ୍ୱପ୍ନକୁ ଶାଖାର କରିବା
ବାପା ଓ ମାଙ୍କ ସ୍ୱପ୍ନ ଶାଖାର କଥା କହିଲେ । ପ୍ରତେକ ବାପା ମା ସେମାନେ ନିଜ ପିଲାକୁ ଗୋଟେ ବଡ଼ ସରକାରୀ ଚାକିରୀ କରିବାର ଦେଖିବା ପାଇଁ ଚାହିଁ ଥାନ୍ତି । କିନ୍ତୁ ଏବେକା ଯୁଗ ରେ ଖଣ୍ଡେ ଚାକିରୀ ପାଇବା କେତେ ଯେ କଷ୍ଟକର ହୋଇ ପଡ଼ିଲାଣି ତାହା କେବଳ ଯିଏ ଚାକିରୀ ପାଇଁ କଷ୍ଟ କରୁ ଥିବ ତାକୁ ହିଁ ଜଣା ଥିବ । ତେବେ ବନ୍ଧୁ ମାନେ ଚାକିରୀ କରିବା ପାଇଁ ଜ୍ଞାନ ନିହାତି ଆବଶ୍ୟକ ।

ତେବେ ଆମ ପାଖରେ ଜ୍ଞାନ ଅଛି କିନ୍ତୁ ଏବେ ଯେଉଁ ପ୍ରଶ୍ନ IAS ରେ ପ୍ରଶ୍ନ ପକଉଛି ତା ପାଇଁ ଆମ ପାଖରେ ଜ୍ଞାନ ନାହିଁ । କିନ୍ତୁ ଆମେ ସେହି IAS ପାଇଁ ବହୁତ କଷ୍ଟ କଲେ ଆମେ ସେହି ବଡ଼ ଚାକିରୀ ଟି ନିଶ୍ଚୟ ବଜେଇ ପରିବା । ସେଥି ପାଇଁ ଆମେ ପ୍ରତେକ ଦିନ ସୋସିଆଲ ମିଡ଼ିଆ ରେ ଆସୁଥିବା କରେଣ୍ଟ ଆଫେଅର ଓ ଜେନେରାଲ ନଲେଜ ଓ ଫେସବୁକ ପେଜ ରେ ଆସୁ ଥିବା କିଛି ପ୍ରଶ୍ନ ର ଉତ୍ତର ଗୁଡିକୁ ପଢିବା ପାଇଁ ପଡିବ । ତାହାଲେ ଯାଇ ଦୁନିଆର ଯେତେ ପରୀକ୍ଷା ଅଛି , ସବୁ ଥିରେ ତମେ ପାସ କରି ପାରିବ । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକୁ ଆଲଚନା କରିବା ।

1, ଝିଅ ମାନଙ୍କର କେଉଁ ଜିନିଷ ଟି ବହୁତ ଜଲ୍ଦି ବାହାରି ପଡି ଥାଏ ।
ଉ, ଝିଅ ମାନଙ୍କର ଲୁହ ବହୁତ ଜଲ୍ଦି ବାହାରି ପଡି ଥାଏ । ଝିଅ ମାନକୁ ଟିକେ ଗାଳି ଦେଲେ ସେମାମେ କାନ୍ଦି ପକାନ୍ତି ।

2, ଏହା କଣ ଯାହା ଖାଇବା ପାଇଁ କିଣା ଯାଇ ଥାଏ । କିନ୍ତୁ ଖିଆ ଯାଇ ନ ଥାଏ ।
ଉ, ଏହାର ଉତ୍ତର ଟି ହେଉଛି ପ୍ଲେଟ । ଏହା ଖାଇବା ପାଇଁ କିଣା ଯାଇ ଥାଏ ହେଲେ ଖିଆ ଯାଇ ନ ଥାଏ ।

3, ମରିବା ପରେ ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ହୋଇ ରହି ଥାଏ ।
ଉ, ଏହାର ଉତ୍ତର ଟି ହେଉଛି , 7 ରୁ 10 ମିନିଟ ପର୍ଯ୍ୟନ୍ତ ରହି ଥାଏ ।

4,ଦୁନିଆରେ ସବୁ ଠାରୁ ଶକ୍ତି ଶାଳୀ ସେନା କେଉଁ ଠାରେ ରହି ଛନ୍ତି ।
ଉ, ଯୁକ୍ତରାଷ୍ଟ୍ର ଆମେରିକା ରେ ରହି ଛନ୍ତି ।

5, କେନ୍ଦ୍ର ସରକାର ନରେନ୍ଦ୍ର ମୋଦି କେଉଁ ସିମ କାର୍ଡ ବ୍ୟବହାର କରୁ ଛନ୍ତି ।
ଉ, ବି ଏସ ଏନ ଏଲ ।

6, ସୁର୍ଯ୍ୟ କିରିଣ ପୃଥିବି ପୃଷ୍ଠ କୁ ଆସିବା ପାଇଁ କେତେ ସମୟ ଲାଗି ଥାଏ ।
ଉ, 8 ମିନିଟ 20 ସେକେଣ୍ଡ ।

7, ତାହା କେଉଁ ଜିନିଷ ବୁଢା ବୁଢ଼ୀ ଙ୍କର ଖସି ଯାଉଛି ଟୋକା ଟୋକି ଙ୍କର ପସି ଯାଉଛି ।

8,ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୋଲେ ନାହିଁ ?

ଉ,ମଙ୍ଗଳସୂତ୍ର
ଉ, ଛୁଞ୍ଚି ରେ ସୂତା ପୁରେଇବା ସମୟରେ ବୁଢା ବୁଢ଼ୀ ଙ୍କର ଖସି ଯାଇ ଥାଏ ଟୋକା ଟୋକି ଙ୍କର ପଶି ଯାଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।