ias interview -ବିବାହ ପରେ ମହିଳା ମାନଙ୍କ ର କେଉଁ ଜିନିଷ ଟି ଛୋଟ ହୋଇ ଯାଇଥାଏ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?

ଆଜିକାଲି ର ଏହି କଂପିଟିଟିଭ ଦୁନିଆଁ ରେ ସମସ୍ତ ଙ୍କୁ ସଙ୍ଘର୍ଷ କରିବାକୁ ହେଇଛି। କିନ୍ତୁ ସଙ୍ଘର୍ଷ ର ରାସ୍ତା ଠିକ ଭାବରେ ନବାଛିବା ରୁ ତାଂକୁ ସଫଳତା ମିଳିବା କଷ୍ଟକର ହୋଇଯାଉଛି।ତେବେ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ହଜାର ହଜାର ଶିକ୍ଷିତ ଯୁବପୀଡି ଚାକିରୀ ପଛ ରେ କେତେ ପରିଶ୍ରମ କରୁଛନ୍ତି ,କିନ୍ତୁ ସେମାନେ ବିଫଳ ହେଉଛନ୍ତି।ଏହାର କାରଣ ସେମାନେ କେବଳ ନିଜ ଜ୍ଞାନ କୁ ବହି ଭିତରେ ଥିବା ଜ୍ଞାନ ରେ ସୀମିତ କରିଦେଉଛନ୍ତି। ଆଉ ବାହାର ଦୁନିଆଁ ର ପାଠ ବିଷୟ ରେ ସେମାନେ କିଛି ବି ଜାଣିନାହାନ୍ତି, ତେଣୁ ପରୀକ୍ଷା ରେ ଫେଲ ହୋଇଯାଉଛନ୍ତି।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ କେତେକ ମଜାଳିଆ ପ୍ରଶ୍ନ ଓ ଏହାର ଉତ୍ତର ବିଷୟ ରେ ଜଣେଇବୁ, ଯାହା ଆପଣ ଆଗରୁ ଜାଣି ନଥିବେ।ଏହି ପ୍ରଶ୍ନ ଓ ଉତ୍ତର ଜାଣିଲେ ଆପଣ ଙ୍କର ଜ୍ଞାନ ବୃଦ୍ଧି ହେବା ସହ ଆପଣ ଙ୍କୁ ମଜାବି ଲାଗିବ।ତେବେ ଆସନ୍ତୁ ଜାଣିବା ସେହିଭଳି କେତେକ ଜିକେ ପ୍ରଶ୍ନ ବିଷୟରେ।

୧.ପ୍ରଶ୍ନ- କେଉଁ ଗଛ ରେ ଫୁଲ ହୋଇନଥାଏ କିନ୍ତୁ ଫଳ ହୋଇଥାଏ ?
ଉତ୍ତର-ପଣସ ଗଛ।

୨.ପ୍ରଶ୍ନ-କେଉଁ ଗଛ ତାହାର ଜୀବନ କାଳ ମଧ୍ୟରେ ମାତ୍ର ଥରେ ଫଳ ଦେଇଥାଏ ମାତ୍ର ସେହି ଫଳ ସମସ୍ତ ଗଛର ଫଳ ଠାରୁ ବଡ଼ ହୋଇଥାଏ?
ଉତ୍ତର- କଦଳୀ ଗଛ ।

୩.ପ୍ରଶ୍ନ -ସେହି ଜୀବ ର ନାମ କଣ ଯିଏକି ତାହାର ଖାଦ୍ୟ ଜିଭ ରେ ଚାଟି ଚାଟି ଖାଏ ?
ଉତ୍ତର- କୁକୁର ।

୪.ପ୍ରଶ୍ନ- କେଉଁ ଗଛ ର ଆୟୁଷ ସବୁଠାରୁ କମ ହୋଇଥାଏ ବା କେଉଁ ଗଛ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚେ ନାହିଁ ?
ଉତ୍ତର- କାକୁଡି ଗଛ।

୫.ପ୍ରଶ୍ନ -କେଉଁ ଗଛ ର କାଣ୍ଡ ବହୁତ ଦୁର୍ବଳ ହୋଇଥାଏ ?
ଉତ୍ତର-ଲତା ଜାତୀୟ ଗଛ।

୬.ପ୍ରଶ୍ନ- କେଉଁ ଜୀବ ର ମାତ୍ର ଗୋଟିଏ ଶିଙ୍ଘ ରହିଥାଏ ମାତ୍ର ତାହା ଶହେ ଶିଙ୍ଘ ସହ ସମାନ ହୋଇଥାଏ ?
ଉତ୍ତର- ଗଣ୍ଡା।

7.ପ୍ରଶ୍ନ – କେଉଁ ତୈଳଜୀବ ଖାଦ୍ୟ ସାମଗ୍ରୀ ରେ ତେଲ ପ୍ରସ୍ତୁତ କରାଯାଏ ନାହିଁ ?
ଉତ୍ତର-ଗହମ ।

୮.ପ୍ରଶ୍ନ- କେଉଁ ଜୀବ ଟି ଉଭୟ ଜଳ ଏବଂ ସ୍ଥଳରେ ବାସ କରିଥାଇ ପାରେ ?
ଉତ୍ତର- ବେଙ୍ଗ।

୯.ପ୍ରଶ୍ନ- ଆମେ ଆଦାର କେଉଁ ଅଂଶ ଟିକୁ ଖାଦ୍ୟ ଭାବରେ ଗ୍ରହଣ କରିଥାଉ ?
ଉତ୍ତର- ଅଦା ର ଚେର।

୧୦.ପ୍ରଶ୍ନ – ଗୋଟିଏ ଗଛ ତାହାର ଖାଦ୍ୟ ପ୍ରସ୍ତୁତି ସମୟ ରେ ଗଛ ଆକାଶ ରୁ କେଉଁ ଗ୍ୟାସ କୁ ଗ୍ରହଣ କରିଥାଏ ?
ଉତ୍ତର- ଅଙ୍ଗାରକାମ୍ଳ ।

୧୧.ପ୍ରଶ୍ନ-ସଦାକୋଟ ସ୍ଥାନ ଟି କାହିଁକି ପ୍ରସିଦ୍ଧ ଅଟେ ?
ଉତ୍ତର-ଏହା ଭାରତ ର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଙ୍କର ଜନ୍ମ ସ୍ଥାନ ଅଟେ।

୧୨.ପ୍ରଶ୍ନ- କେଉଁ ଜୀବନ ଵସ୍ତୁ ର ଚଳନ ଶକ୍ତି ନଥାଏ ?
ଉତ୍ତର- ଉଦ୍ଭିଦ ମାନଙ୍କର।

୧୩.ପ୍ରଶ୍ନ-ମଣିଷ ଶରୀର ରେ ରକ୍ତ ସଞ୍ଚାଳନ କାର୍ଯ୍ୟ କେଉଁ ଅଙ୍ଗ ଦ୍ବାରା ପରିଚାଳିତ ହୋଇଥାଏ ?
ଉତ୍ତର-ହୃଦପିଣ୍ଡ।

୧୪.ପ୍ରଶ୍ନ-ବିଶ୍ଵ ର ପ୍ରଥମ ଇଲେକ୍ଟ୍ରିକାଲ ଟେନ ର ନାମ କଣ ଅଟେ ?
ଉତ୍ତର-ଡେକାନ କୁଇନ।

୧୫.ପ୍ରଶ୍ନ- ସୁରଟ କଣ ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର- ଲୁଗା କଲ ପାଇଁ ।

୧୬.ପ୍ରଶ୍ନ-ଆମେ ବ୍ୟବହାର କରୁଥିବା କମ୍ପାସ ରେ କେଉଁ ଚୁମ୍ବକ ବ୍ୟବହାର କରାଯାଏ ?
ଉତ୍ତର-ସୁଚି ଚୁମ୍ବକ।

୧୭.ପ୍ରଶ୍ନ-ବିବାହ ପରେ ଝିଅ ମାନଙ୍କର କେଉଁ ଜିନିଷ ଟି ଛୋଟ ହୋଇଯାଇ ଥାଏ ?
ଉତ୍ତର-ଆଶା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।