IAS ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନ – ଝିଅମାନେ ସବୁ ଲୁଗା କେବେ କାଢିଥାନ୍ତି ? 90% ଲୋକ ଫେଲ ହୋଇଛନ୍ତି ସାହାସ ଅଛି ତ ଉତ୍ତର ଦିଅ

ବର୍ତ୍ତମାନ ଆମର ଯେଉଁ ପ୍ରକାର ପ୍ରଶାସନିକ ପରୀକ୍ଷାର ନିୟମ ହେଲାନି ପରୀକ୍ଷାରେ ପାସ କରିବା କଷ୍ଟକର ହୋଇପଡିବ,ଏଥିପାଇଁ ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ମାନେ ଦିନ ରାତି ବହୁତ ପରିଶ୍ରମ କରି ପାଠ ପଢୁଛନ୍ତି |ଆମକୁ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହେଲେ ପାଠ ପଢିବା ସହିତ ଅନେକ ବାହାରର କଥା ଜାଣିବା ପାଇଁ ହେବା |ବର୍ତ୍ତମାନ IAS ଓ OAS ପରୀକ୍ଷା ପାଇଁ ଯେଉଁ ଛାତ୍ର ଛାତ୍ରୀ ମାନେ ଲାଗିଛନ୍ତି ସେମାନେ ପ୍ରଥମେ ନିଜକୁ ସ୍ଥିର କରିବା ପାଇଁ ପଡିବ, ପରେ ନିଜର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ହେବ |

 

ଏବେ ପରୀକ୍ଷାରେ ବହୁତ କଷ୍ଟକର ପ୍ରଶ୍ନ ଆସୁଛି ତେଣୁ ନିଜ କୁସ୍ଥିର ରଖି ଏକାଗ୍ରତା ସହିତ ପାଠ ପଢି ପରୀକ୍ଷାରେ ଉତୀର୍ଣ୍ଣ ହେବାର ମୋନଭାବ ରଖିବା ଉଚିତ |ଆମ ଆଜି ଆପଣକୁ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବି ଯାହାକି ଆପଣଙ୍କ ଜୀବନରେ ବହୁତ କାମରେ ଆସିବା ସହିତ ଏହା ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେବ |ତେବେ ଆସନ୍ତୁ ଆଲୋଚନା କରିବା ଏହିପରି କିଛି ସହଜ ପ୍ରଶ୍ନ ଗୁଡିକ ବିଷୟରେ |


1-ବଙ୍ଗଳାର ଦୁଃଖ କାହାକୁ କହନ୍ତି ?
ଉତ୍ତର :-ଦାମୋଦର ନଦୀ

2-“ଦାସ କ୍ୟାପିଟାଲ “ପୁସ୍ତକ ର ଲେଖକ କିଏ?
ଉତ୍ତର :-କାଲମାର୍କସ

3-ଏକ ଗ୍ରାମ ୱେଟରେ କେତେ ଡାଇନି ?
ଉତ୍ତର :-981

4-ଡିପଥେରିଆ ରୋଗ ମଣିଷର କେଉଁ ଅଙ୍ଗରେ ହୋଇଥାଏ ?
ଉତ୍ତର :-ଗଳା

 

 

 


5-ଦୂରସ୍ଥ ବସ୍ତୁକୁ ନିକଟରେ ଦେଖିବା ପାଇଁ କେଉଁ ଯନ୍ତ୍ରଣା ବ୍ୟବହାର କରାଯାଏ ?
ଉତ୍ତର :-ବାଇନ କୁଲାର

6-ପ୍ରଥମ 20-20 ବିଶ୍ୱକପ କ୍ରିକେଟ ଚମ୍ପିୟାନ କିଏ ?
ଉତ୍ତର :-ଭାରତ
7-କେନ୍ଦ୍ରୀୟ ଡ୍ରଗସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ କେଉଁଠାରେ ଅବସ୍ଥିତ ?
ଉତ୍ତର :-ଲକ୍ଷ୍ନୌ
8-ଝିଅମାନେ ସବୁ ଲୁଗା କେତେବେଳେ ନିଜ ଦେହରୁ କାଢିଥାନ୍ତି ?
ଉତ୍ତର :- ଗାଧୋଇଲା ସମୟରେ
9- ତାହା କଣ ଅଟେ ଯାହାକୁ ବ୍ୟବହାର କରିବା ପାଇଁ ହେଲେ ତାହାକୁ ପ୍ରଥମେ ଭାଙ୍ଗିବା ପାଇଁ ପଡିଥାଏ?
ଉତ୍ତର :-ଅଣ୍ଡା
10-2011 ଜନ ଗଣନା ଅନୁସାରେ ହିନ୍ଦୀ ଏବଂ ବେଙ୍ଗଲୀ ପରେ ତୃତୀୟ ସର୍ବାଧିକ ବ୍ୟବହୃତ ହେଉଥିବା କଥିତ ଭାଷା ର ନାମ କଣ ଅଟେ?
ଉତ୍ତର :- ମରାଠୀ
11-ପୁରୁଷ ମାନେ କଣ ପିନ୍ଧିଥାନ୍ତି ସେମାନଙ୍କର ପ୍ୟାଣ୍ଟ ତଳେ?
ଉତ୍ତର :-ଚପଲ
12-ଇନ କୀଲାବ ଜିନ୍ଦାବାଦ ସ୍ଲୋଗାନ କେଉଁ ସ୍ୱାଧୀନତା ସଂଗ୍ରାମୀ ଦ୍ଵାରା ପ୍ରଚଳିତ ହୋଇଥିଲା ?
ଉତ୍ତର :-ଭଗତସିଂହ
13-ଚିକିତ୍ସା ବିଜ୍ଞାନରେ କିଏ “କଲେରା “ରୋଗରେ ପ୍ରତିରୋଧକ ଟୀକା ଆବିଷ୍କାର କରିଥିଲେ ?
ଉତ୍ତର :-ଲୁଇପାଶ୍ଚର
14-ଭାରତରେ କେଉଁ ବ୍ୟକ୍ତିଙ୍କୁ ମରଠା କେଶରୀ ଉପାଧି ଦିଆଯାଇଥିଲା ?
ଉତ୍ତର :-ଛାତ୍ରପତି ଶିବାଜୀ
15-ହିନ୍ଦୁ ପୌରାଣିକ କଥା ଅନୁସାରେ ଦେବଗୁରୁ ବୃହସ୍ପତିଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ନାମ କଣ ?
ଉତ୍ତର :-ତାରା
16-ଆକାଶରେ ସପ୍ତର୍ଷି ମଣ୍ଡଳ ସମସ୍ତେ ଦେଖିଛନ୍ତି ଶିଶୁମାରାପୁଞ୍ଜ କେଉଁ ଦିଗରେ ଦେଖାଯାଏ ?
ଉତ୍ତର :-ଉତ୍ତର