viral video – ଯୁବତୀଙ୍କୁ ଦେଖି ଷ୍ଟାଇଲ ମାରିବା ପଡିଲା ମହଙ୍ଗା , ନାମ ନେଲା ରସିକିଆ !! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ରାସ୍ତାରେ ବାଇକ୍‌ ଷ୍ଟଣ୍ଟ କରି ଅନେକ ସମୟ ରେ ଯୁବକ ମାନେ ନିଜର କୌଶଳ ପ୍ରଦର୍ଶନ କରନ୍ତି। କେହି କେହି ଏହାକୁ ପ୍ରଶଂସା କରନ୍ତି ତ, ଆଉ କେହି ସମାଲୋଚନା ବି କରନ୍ତି। କାରଣ ରାସ୍ତା ରେ ଷ୍ଟଣ୍ଟ ଦେଖାଇଲେ ଯଦି କୌଣସି ଅଘଟଣ ଘଟେ ସେଥିରେ ଷ୍ଟଣ୍ଟ ଦେଖାଉଥିବା ବ୍ୟକ୍ତି ଙ୍କ ସହିତ ଅନ୍ୟ ପଥଚାରୀ ମାନେ ବି ସମସ୍ୟା ରେ ପଡ଼ନ୍ତି।

ଭିଡିଓ ଭାଇରାଲ୍‌ କରିବା ପାଇଁ ଦୁଇ ଯୁବକ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଉପରେ ଷ୍ଟଣ୍ଟ କରୁଥିଲେ । ତାହା ପୁଣି ବ୍ୟସ୍ତ ବହୁଳ ର ରାସ୍ତା ରେ । ପଥଚାରୀ ଙ୍କ ସହ ବାଇକ୍‌ ଧକ୍କା ହେବାର ସମ୍ଭାବନା ବି ଥିଲା । ଏହାର ଭିଡିଓକୁ ସେମାନେ ସୋସିଆଲ୍‌ ମିଡିଆ ରେ ସେୟାର କରିଥିଲେ ।

ପରେ ପୋଲିସ ସମ୍ପୃକ୍ତ ଦୁଇ ଯୁବକ ଙ୍କୁ ଗିରଫ କରିଛି । ସେମାନଙ୍କ ନାମରେ ଆଇପିସ ଧାରା ୨୭୯ ଏବଂ ମଟର ଯାନ ନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି । ଏହି ଦୁଇ ଜଣ ଙ୍କ ର ଡ୍ରାଇଭିଂ ଲାଇସେନସ୍‌ ଜବତ କରାଯାଇଥିବା ।

ଏହି ଭିଡିଓ ରେ ଦୁଇ ଜଣ ଯୁବକ ଏକ ବାଇକ୍‌।ରେ ବସି ବିନା ହେଲମେଟ୍‌ରେ ଷ୍ଟଣ୍ଟ କରିବା ସହ ଏକ ଭିଡିଓ ଉତ୍ତୋଳନ କରୁଥିବା ଦେଖିବା ପାଇଁ ମିଳିଛି । ସେମନଙ୍କ ର ସାଙ୍ଗ ମାନେ ଆଉ ଏକ ବାଇକ୍‌ ରେ ଏହାକୁ ସୁଟିଂ କରୁଛନ୍ତି । ବାଇକ୍‌ ରୁ ଏମାନେ ଖସିପଡିବାର ନାଟକ କରୁଛନ୍ତି ।

ଏହାକୁ ଦେଖି ଆଖ ପାଖରେ ଥିବା ଲୋକ ମାନେ ଡରିଯିବା ସହ ଚିତ୍କାର କରିଥିଲେ । ସେମାନେ ଏହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ପରେ ପୋଲିସ୍‌ ଏହି ଭାଇରାଲ୍‌ ଭିଡିଓ ଦେଖି ଏଥିରେ ସମ୍ପୃକ୍ତ ଲୋକ ମାନଙ୍କୁ ସର୍ବ ସାଧାରଣରେ ଏପରି ଭୟଙ୍କର କାର୍ଯ୍ୟ ବିନା ଅନୁମତି ରେ କରିଥିବା ଅଭିଯୋଗ ରେ ଗିରଫ କରିଥିଲା ।ପରେ ସେମାନ ଙ୍କୁ ଏପରି କାର୍ଯ୍ୟ ନ କରିବା ପାଇଁ ଚେତାବନୀ ଦେବା ସହ ବ୍ୟକ୍ତିଗତ ମୁଚାଲିକା ରେ ଛାଡି ଦେଇଛି ।

ସୋସିଆଲ ମିଡିଆ ରେ ଅନେକ ବାଇକ ଷ୍ଟଣ୍ଟ ଭିଡିଓ ଭାଇରାଲ୍‌ ହେଉଛି। ଅନେକ ଥର ପୁଅ ମାନେ ଝିଅ ମାନଙ୍କୁ ପ୍ରଭାବିତ କରିବା ପାଇଁ ବିପଜ୍ଜନକ ଷ୍ଟଣ୍ଟ କରନ୍ତି। ସୋସିଆଲ ମିଡିଆ ରେ ଏପରି ଏକ ହୃଦୟଥରା ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବକ ବାଇକ୍‌ ଷ୍ଟଣ୍ଟ ମାଧ୍ୟମରେ ଦୁଇ ଝିଅଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା ବେଳେ ଏକ ବିପଜ୍ଜନକ ଦୁର୍ଘଟଣା ଘଟିଛି।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଅନେକ ଲୋକ ସ୍ପୋର୍ଟସ ବାଇକ ସହିତ ଠିଆ ହୋଇଛନ୍ତି। ତା’ପରେ ଜଣେ ଯୁବକ ନିଜ ବାଇକ ସହିତ ଆସନ୍ତି। ନିକଟ ରେ ଠିଆ ହୋଇଥିବା ଦୁଇ ଝିଅଙ୍କୁ ମଧ୍ୟ ବାଇକ୍‌ ଆଗରେ ଏବଂ ପଛରେ ବସାନ୍ତି। ଏହା ପରେ ଯୁବକ ଦ୍ରୁତ ଗତିରେ ବାଇକ ଚଳାନ୍ତି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଯୁବକଙ୍କ ବାଇକ୍‌ ଅନିୟନ୍ତ୍ରିତ ହୋଇ ଓଲଟି ପଡେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !