Exclusive ଭିଡ଼ିଓ -ହାଇଦ୍ରାବାଦରେ ୮ ବର୍ଷ ଧରି ଭାଈ ସହ ସମ୍ପର୍କ ରଖିଲେ,ଭାଉଜ ବିନା ବାହାଘରରେ ଭାଇ ସହ ପ୍ରେଗ୍ନେଣ୍ଟ ଥିଲେ, ଏବେ ନୂଆ ପ୍ରେମିକ ସହ ଭାଉଜ ଫେରାର ଦେଖନ୍ତୁ,ଏହି viral ଭିଡ଼ିଓ ଟିକୁ ଟିକୁ ….
ଆଜିକା ଦିନରେ ଆମ ସମାଜରେ ପ୍ରେମ ସମ୍ପର୍କ ଓ ଧୋକାର ବହୁ ଘଟଣା ସାମ୍ନାକୁ ଆସୁଛି। ପ୍ରେମିକକୁ ଛାଡ଼ି ପ୍ରେମିକା ଆଉ କାହା ସହ ଫୋନରେ ବ୍ୟସ୍ତ ରହିଲାନି ତ କିଏ ପ୍ରେମିକଙ୍କୁ ଛାଡି ଆଉ ଜଣଙ୍କ ସହ ଚାଲି ଯାଉଛି। ତେବେ ବର୍ତ୍ତମାନ ଯେଉଁ ସାଙ୍ଘାତିକ ଅଭିଯୋଗ ଆସିଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।
ବିବାହ ନ କରି ରିଲେସନ ରଖିବା ଯୁବକଙ୍କ ପାଇଁ ପଡ଼ିଲା ମହଙ୍ଗା। ଜନ୍ମକଲା ଝିଅ ପାଇଁ ପ୍ରେମିକା ସହ ଲଢେଇ କରୁଛି ବାପା। ହାଇଦ୍ରାବାଦରେ ୭ ରୁ ୮ ବର୍ଷ ଧରି ଲିଭ୍-ଇନ୍ ରେଲେଶନରେ ରହିବା ପରେ ଜନ୍ମ ନେଇଥିଲା ଏକ ଶିଶୁ କନ୍ୟା।
ଆଉ ଏ ବାବଦରେ ଯୁବତୀଙ୍କ ଘର ଲୋକେ ଯେତେବେଳେ ଜାଣିବାକୁ ପାଇଲେ ସେତେବେଳେ ଯୁବତୀଙ୍କ ରଙ୍ଗଢଙ୍ଗ ସମ୍ପୂର୍ଣ୍ଣ ବଦଳି ଗଲା। ଏମିତିକି ଦୁଇ ବର୍ଷର ଶିଶୁ କନ୍ୟାକୁ ଫିଙ୍ଗିଦେବେ ବିଷଦେଇ ମାରିଦେବେ ବୋଳି ଧମକ ଦେଉଛନ୍ତି ଯୁବତୀ।ଆଉ ଏବେ ଶିଶୁ କନ୍ୟାକୁ ଫେରି ପାଇବା ପାଇଁ ବାପା ହୋଇଛନ୍ତି ଥାନାର ଦ୍ୱାରସ୍ଥ।
ତେବେ ନଣନ୍ଦ କହିବା ହାଇଦ୍ରାବାଦରେ ଭାଉଜ ବିନା ବାହାଘରରେ ମୋ ଭାଇ ସହ ସମ୍ପର୍କରେ ରହିଥିଲେ। ଦୁହିଁଙ୍କ ସହମତିରେ ସେମାନେ ରେଲେଶନ ରଖିଥିଲେ। ସବୁ କିଛି ଭଲ ଚାଲିଥିଲା। ଭାଉଜ ଓ ଭାଇଙ୍କ ଭିତରେ ସବୁକିଛି ଠିକ ଠାକ୍ ଚାଲିଥିଲା। ଆଉ ରିଲେସନ ଭିତରେ ଭାଉଜ ଗର୍ଭବତୀ ଥିଲେ ଆଉ ସେ ପିଲାକୁ ଜନ୍ମ ଦେବାପାଇଁ ଚାହୁଁ ଥିଲେ ତାପରେ ସେମାନଙ୍କର ଏକ ଶିଶୁ କନ୍ୟା ଜନ୍ମ ନେଇଥିଲା।
ଜାନୁଆରୀ ୨୨ ରେ ଭାଉଜ୍ ଘରକୁ ଯାଇଥିଲେ ଆଉ ଫେବୃଆରୀ ୧୭ ରେ ଭାଉଜ ନଣନ୍ଦଙ୍କୁ ଫୋନ୍ କରି କହିଲେ ମୁଁ ଆଉ ଆସିବିନି। ଏହାପରେ ଭାଉଜ ସଂପୂର୍ଣ୍ଣ ରୂପେ ବଦଳି ଗଲେ। କହିଲେ ମୋର ସମ୍ପର୍କ ରଖିବାକୁ ଇଚ୍ଛା ନାହିଁ।
ଏହା ପରେ ଭାଉଜଙ୍କ ବାପା ଲୋକ ଲଗାଇ ଧମକ ଚମକ ଦେଉଛନ୍ତି.. ତୋ ଭାଇକୁ ତୁ ସମ୍ଭାଳ ନହେଲେ ତୋ ଭାଇର ଗୋଡ଼ ଭାଙ୍ଗି ଦେବୁ ଜୀବନରୁ ମାରିଦେବୁ ତତେ ବାଟ ଚଲେଇ ଦେବୁନି।ତେବେ ଏ ନେଇ ମୋ ଭାଇ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ କିଛି ପଦକ୍ଷେପ ଗ୍ରହଣ ନ କରି ଓଲଟି ଭାଇଙ୍କୁ ଚୁପ୍ ରହିବା ପାଇଁ କହୁଛି। ନଚେତ୍ ସେ ରେପ୍ କେସରେ ଫଶି ଜାଇ ପାରନ୍ତି।
ତେବେ ଏପଟେ ଭାଉଜଙ୍କ ପରିବାର ଲୋକେ ଭାଉଜଙ୍କ ବିବାହ କରିବାର ନିଷ୍ପତି ନେଇଛନ୍ତି। ଆଉ ସେଥିପାଇଁ ମୁଁହ ନ ଖୋଲିବା ପାଇଁ ଭାଇକୁ ଧମକ ଚମକ ଦେଉଛନ୍ତି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଦୁଇ ବର୍ଷର ଶିଶୁ କନ୍ୟାର କଣ ହେବ। ତାକୁ ତା ବାପର ପରିଚୟ ମିଳିବ କି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।