viral video -omg! ଷ୍ଟେଜ ଉପରେ ଅର୍ଚ୍ଚିତାଙ୍କୁ ଛାଡି ମାନସୀଙ୍କୁ କୁଣ୍ଢାଇଲେ ସବ୍ୟସାଚୀ,ତାପରେ ଅର୍ଚ୍ଚିତା ଯାହା କଲେ ଦେଖନ୍ତୁ viral ଭିଡ଼ିଓ ଟିକୁ ….

ଆଜିର ବ୍ୟସ୍ତ ବହୁଳ ଜୀବନର ଲୋକେ ସମୟ ଟିକିଏ ପାଇଲା ମାତ୍ରେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ନିଜ ମନ ପସନ୍ଦର ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।

ଏହି ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନ ସାଧାରଣ ଲୋକଙ୍କ ଜୀବନ ଠାରୁ ଟିକେ ଭିନ୍ନ ଧରଣର।ତେଣୁ ସେମାନଙ୍କ ଜୀବନ ରେ କଣ ଘଟୁଛି ତାକୁ ଜାଣିବା ପାଇଁ ଲୋକମାନେ ରୁଚି ରଖିଥାନ୍ତି।ଏମାନେ କରୁଥିବା ପ୍ରତ୍ୟେକ କାର୍ଯ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଇଥାଏ। ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି।

ତେବେ ଓଡିଶାର ଲୋକପ୍ରିୟ ନାୟକ ଓ ନାୟିକ ମାନଙ୍କ ଯୋଡି ମଧ୍ୟରେ ସବୁଠାରୁ ଲୋକ ପ୍ରିୟ ଯୋଡି ହେଉଛି ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡ଼ି। ପରଦା ଉପରେ ଅଭିନେତା ସବ୍ୟସାଚୀ ଓ ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କ ଯୋଡି ଖୁବ୍ ମାନିଥାଏ। ଏମାନଙ୍କ ପ୍ରତିଟି ସିନେମା ହିଟ୍ ସାବ୍ୟସ୍ତ ମଧ୍ୟ ହୋଇଛି।

ଏମାନଙ୍କ ଯୋଡ଼ିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ତେବେ ନିକଟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହବା କୁ ଲାଗିଛି। ଯେଉଁଥିରେ ସବ୍ୟ ଅର୍ଚ୍ଚିତା ଙ୍କୁ ଛାଡି ମାନସୀ ଙ୍କୁ ହଗ୍ କରିଥିଲେ ଯେଉଁ ଭିଡିଓଟି ବର୍ତ୍ତମାନ ସମୟ ରେ ଭାଇରଲ ହେଉଛି ।


ତେବେ ଏହା ଏକ ଶୋରେ ଦେଖିବାକୁ ମିଳିଛି ଯେଉଁ ଶୋରେ ଓଡ଼ିଶାର ସବୁ ନାମୀ ଦାମୀ କଳାକାର ମାନେ ଉପସ୍ଥିତ ରହିଥିଲେ ଏବଂ ଏହି ଶୋରେ ମାନସୀ ହୋଷ୍ଟ କରୁଥିଲେ। ମାନସୀ ପ୍ରଥମେ ଅର୍ଚିତାଙ୍କୁ ପଚାରିଥିଲେ ପପୁଙ୍କ ସହ ଡେଟ ରେ ଯିବେ କି ନାହିଁ ? ଅର୍ଚ୍ଚିତା ମଜାଲିଆ ଢଙ୍ଗରେ କହିଥିଲେ ହଁ ଯାଇ ପାରିବି କିନ୍ତୁ ଚୁଟି କାଟି ଦେଲା ହେଲା ।

ଏହା ପରେ ପପୁ କହିଥିଲେ ମୁଁ ଅର୍ଚିତାଙ୍କ ପାଖରେ ଛିଡା ହୋଇ ମତେ ରୁଲ୍ କରିବାକୁ ଡର ଲାଗେ। ଏହାପରେ ମାନସୀ କହିଥିଲେ କାହିଁକି ଅର୍ଚ୍ଚିତାଙ୍କ ପାଖରେ ଛିଡା ହେବା ପାଇଁ ସମସ୍ତେ ତତ୍ପର। ଏହାପରେ ପପୁ କହିଥିଲେ ମୁଁ ତତ୍ପର ଅଛି ହେଲେ ଡରୁଛି କାରଣ ମୋ ଘରେ ମିରର ଅଛି।

ଏହା ପରେ ମାନସୀ ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡ଼ି ସିନେମାର କେମିତି ତାହା ଦର୍ଶକ ମାନଙ୍କୁ ପଚାରିଥିଲେ। ଏହାପରେ ମାନସୀ ସବ୍ୟଙ୍କୁ କହିଥିଲେ ଆପଣତ ସିଙ୍ଗେଲ ଅଛନ୍ତି ଆପଣ ଭାଲେଣ୍ଟାଇନ ଡେ କାହା ସହ ସେଲିବ୍ରେଟ କରିବା ପାଇଁ ଚାହିଁବେ।

ଏହା ପରେ ସବ୍ୟ କହିଥିଲେ ଭାଲେଣ୍ଟାଇନ ଡେ ତ ବହୁତ ଦୂର ଅଛି ମୁଁ ଭାବୁଛି ଆଜିର ହଗ୍ ଡେ ଟି କାହା ସହ ସେଲିବ୍ରେଟ କରିବି। ଏହି କଥା କହି ସେ ମାନସୀ ହଗ କରିଥିଲେ।ଯାହାକି ସୋସିଆଲ ମିଡିଆରେ ଭାଇରଲ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ଏହି ଭିଡିଓକୁ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।