🛑EXCLUSIVE : ଜନ୍ମଦିନରେ ସକାଳୁ ଅପରାଜିତା ବାପା ଉତ୍ତମ ମହାନ୍ତିଙ୍କୁ ମୁଣ୍ଡିଆ ମାରିଲେ ବାବୁଶାନ୍ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜି ବାବୁଶାନଙ୍କୁ ପୁରୁଛି ୩୩ ବର୍ଷ,୩୨ ବର୍ଷ ଅଭିଜ୍ଞତାକୁ ପଛରେ ପକେଇ ନୂଆ ଅଭିଜ୍ଞତା ଦର୍ଶନ ଆଡ଼କୁ ଆଗେଇ ଚାଲିଛନ୍ତି ବାବୁଶାନ ମହାନ୍ତି।ବାବୁଶାନ ମହାନ୍ତି ଆଜି ସକାଳ ସକାଳୁ ଉଠି ସର୍ବ ପ୍ରଥମେ ବାବୁଶାନଙ୍କୁ ମୁଣ୍ଡିଆ ମାରିଛନ୍ତି,କାରଣ ବାପା ମା ହେଉଛନ୍ତି ସର୍ବ ପ୍ରଥମ ଭଗବାନ।ଆଉ ମହା ଆନନ୍ଦରେ ଆଜି ତାଙ୍କର ପ୍ରତିଶ୍ରୁତି ମଧ୍ୟ ନେଇଛନ୍ତି।

ଆଉ ବାପା ମା ମଧ୍ୟ ପୁଅ ବାବୁଶାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କର ସମସ୍ତ ଇଚ୍ଛାକୁ ଭଗବାନ ପୁରାଣ କରନ୍ତୁ।ସେ ଏବେ ସୁନା ପିଲା ହେବେ ଆଉ ଦୁଷ୍ଟ ହେବନାହିଁ,ଖରାପ କାମ କରିବେ ନାହିଁ,ବାପା ମାଙ୍କ ଇଜ୍ଜତକୁ ତଳେ ପକେଇବେ ନାହିଁ।ବାବୁଶାନ ଯେବେ ଚେନ୍ନାଇରୁ ଘରକୁ ଆସିଲେ ମାକୁ ଧରି ଭୋ ଭୋ ହୋଇ କାନ୍ଦୁଥିଲେ।

ଆଉ ବାବୁଶାନ ବାପାଙ୍କୁ ମଧ୍ୟ କଥା ଦେଇଥିଲେ ଯେ ଏଭଳି ଆଉ କୋଣସି କାମ କରିବେ ନାହିଁ ଯାହାଦ୍ଵାରା ତାଙ୍କ ବାପା ମା ତାଙ୍କ ପାଇଁ ଚିନ୍ତିତ ହେବେ।ଆଜି ବାବୁଶାନ ତାଙ୍କ ସ୍ତ୍ରୀଙ୍କୁ ଅର୍ଥାତ ତୃପ୍ତିଙ୍କୁ ନିଜ ଘରକୁ ନେଇ ଆସିବେ ଆଉ ପୁଅକୁ ନିଜ ହାତରେ ଉଠେଇ ଘରକୁ ନେଇ ଆସିବେ।ଏବେ ଜେଜେବାପା ପୁଅ ଆଉ!

ନାତି ତିନିଜଣ ମିଶି ଖେଳିବେ।ସବୁ ସମସ୍ୟା ସମାଧାନ ହେଇଯିବ,ତୃପ୍ତିଙ୍କ ପରିବାର ଆଉ ତୃପ୍ତିଙ୍କ ମାଉସୀଙ୍କୁ ଆଶ୍ଵାସନା ଦେବେ ବାବୁଶାନ ମହାନ୍ତି।ସେ ତାଙ୍କ ମାଉସୀଙ୍କୁ କହିବେ ଯେ ମୁଁ ଏଭଳି ଭୁଲ ଆଉ କେବେବି ମଧ୍ୟ କରିବି ନାହିଁ।ବାବୁଶାନ ହେବେ ଜ୍ବାଇଁ ନମ୍ବର ୱାନ ଆଉ ଦୁନିଆର ସମସ୍ତ ଖୁସିକୁ ଅନି ଅଜାଡ଼ି!


ଦେବେ ତୃପ୍ତିଙ୍କ ପାଦ ତଳେ।ତୃପ୍ତି ବାବୁଶାନଙ୍କ ଉପରେ ରହିଛନ୍ତି ସତ ହେଲେ ତୃପ୍ତିଙ୍କ ପାଖରେ ରହିଛି ସୁନାର ହୃଦୟ।ଆଉ ତୃପ୍ତି ଆଜି ସେଇ ସୁନାର ହୃଦୟରୁ ବାବୁଶାନଙ୍କୁ କ୍ଷମା ମଧ୍ୟ କରିଦେବେ।ସ୍ବାମୀ ଯେତେ ଖରାପ ହଉ ନା କାହିଁକି,ସ୍ବାମୀ ଯେତେ ଯାହା ଖରାପ କାମ କରୁ ନା କାହିଁକି ସ୍ବାମୀଙ୍କୁ କ୍ଷମା କରିଦିଏ!

ଭଲ ପାଉଥିବା ସ୍ତ୍ରୀ।ହେଲେ ତାଙ୍କ କ୍ଷମାର ପ୍ରତିଦାନ ଦେବାକୁ ପଡ଼ିବ ବାବୁଶାନଙ୍କୁ।ଆଉ ବାବୁଶାନ ଆଜି ସେଇ ପ୍ରତିଦାନ ଦେବେ ତୃପ୍ତିଙ୍କୁ।ଏବଂ ଆଜି ବାବୁଶାନଙ୍କ ଘରକୁ ଫେରିବେ ତାଙ୍କ ଘରର ଲକ୍ଷ୍ମୀ ତୃପ୍ତି,ଆଉ ତାଙ୍କ ଘର ଆଜି ଖୁସିରେ ପୁରି ଉଠିବ ବୋଲି ଶୁଣିବାକୁ ମିଳିଛି।କାରଣ ଏନେଇ ବଡ଼ ନିଷ୍ପତି ନେଇଛନ୍ତି!

ଗତ କାଲି ରାତିରେ ବାବୁଶାନ ମହାନ୍ତି।କାହିଁକିନା ଭଗବାନ ମଧ୍ୟ ଜନ୍ମ ଦିନରେ ଖୁସୀ ଦେଇଥାନ୍ତି ସମସ୍ତଙ୍କୁ।ଆଉ କାଲି ସେ ଖୁସି ବାବୁଶାନ ଦେବାକୁ ଯାଉଛନ୍ତି।ଆଉ ବାପା ମା ମଧ୍ୟ ପୁଅ ବାବୁଶାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କର ସମସ୍ତ ଇଚ୍ଛାକୁ ଭଗବାନ ପୁରାଣ କରନ୍ତୁ।ସେ ଏବେ ସୁନା ପିଲା ହେବେ ଆଉ ଦୁଷ୍ଟ ହେବନାହିଁ,ଖରାପ କାମ କରିବେ ନାହିଁ,ବାପା ମାଙ୍କ ଇଜ୍ଜତକୁ ତଳେ ପକେଇବେ ନାହିଁ।ବାବୁଶାନ ଯେବେ ଚେନ୍ନାଇରୁ ଘରକୁ ଆସିଲେ ମାକୁ ଧରି ଭୋ ଭୋ ହୋଇ କାନ୍ଦୁଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।