viral ଭିଡ଼ିଓ – “କୋଉଁଠି ଗାଧେଇଲୁ, କୋଉଁଠି ଡ୍ରେସ ଚେଞ୍ଜ କଲୁ ସେ ପିଲା ସବୁ ଲୁଚିକି ଦେଖେ”ଏମିତି କହିଲେ ଯୁବତୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି , ବିଶେଷ କରି କହିବାକୁ ଗଲେ ଆଜିକାଲିର ଯୁବପିଢି ମାନେ ପ୍ରତ୍ୟେକ ସମୟରେ ଅନଲାଇନ ରୁହନ୍ତି । ଏହା ସହିତ ବିଭିନ୍ନ ପ୍ରକାର ଫଟୋ ସୋସିଆଲ ମିଡିଆରେ ଅପଡେଟ କରନ୍ତି ।
ମାତ୍ର ଆପଣ ମାନେ ଜାଣିରଖିବା ନିତାନ୍ତ ଜରୁରୀ କି ଏହି ସୋସିଆଲ ମିଡିଆ ଆମ ମାନଙ୍କ ପାଇଁ ଯେତେ ଭଲ ସେତେ ମଧ୍ୟ ଖରାପ ହୋଇଥାଏ । ତେବେ ସେହିପରି ଏକ ଘଟଣା ଏବେ ଆମ ସାମ୍ନାକୁ ଆସିଛି , ଯେଉଁଥିରେ ଜଣେ ମହିଳାଙ୍କର ଡ୍ରେସ ଛେଞ୍ଜ କରିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଆପଣ ମାନେ ତ ଜାଣନ୍ତି କି ଆଜିର ସମୟରେ ନାରୀ ମାନେ ସପିଂ କରିବା ପାଇଁ ଅନେକ ସପିଙ୍ଗ ମଲକୁ ଯାଆନ୍ତି ଏବଂ ସେଠାରେ ଡ୍ରେସ କିଣି ତାହା ସେମାନଙ୍କୁ ଫିଟ ହେଉଛି କି ନାହିଁ ଜାଣିବା ପଇଁ ଚେଜିଙ୍ଗ ରୁମରେ ଚେଞ୍ଜ କରନ୍ତି । ମାତ୍ର ଏବେକା ସମୟରେ ସେହି ଟ୍ରାଏଲ ରୁମ ମଧ୍ୟ ନାରୀ ମାନଙ୍କ ପାଇଁ ସୁରକ୍ଷିତ ନାହିଁ ।
କାରଣ ଏବେକା ସମୟରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା କପଡା କିଣି ତାହାକୁ ଟ୍ରାଏଲ କରିବା ପାଇଁ ଟ୍ରାଏଲ ରୁମକୁ ଯାଇଥିଲେ ମାତ୍ର ସେଠାରେ ତାଙ୍କୁ ସନ୍ଦେହ ହୋଇଥିଲା କି କେହି ତାଙ୍କର ଫଟୋ ଉଠାଯାଉଛି ବୋଲି । ଏହା ପରେ ସେ ଯେତେବେଳେ କପଡା ଚେଞ୍ଜ କରିଥିଲେ ସେହି ସମୟରେ ସ୍ପଷ୍ଟ ଭାବରେ ଦେଖିପାରିଥିଲେ କି କେହି ଜଣେ ପଛପଟେ କୋଣ ପାଖରେ ତାଙ୍କର ଭିଡିଓ କରୁଛି ବୋଲି ।
ଏହା ପରେ ସେ ବହୁତ ଜୋରରେ ପାଟି କରିଥିଲେ ।ମହିଳା ଜଣକଙ୍କର ପାଟି ଶୁଣି ସେଠାକାର ସିକ୍ୟୁରିଟି ସେଠାରେ ଆସି ପହଞ୍ଚିଥିଲେ ଏହା ପରେ ସେହି ମହିଳାଙ୍କର ଟ୍ରାଏଲ ରୁମରୁ ଏକ ପୁଅ ମଧ୍ୟ ବାହାରିଥିଲା ଯିଏ କି ସେଠାରେ ରହି ତାଙ୍କର ଭିଡିଓ କରୁଥିଲା । ଯେତେବେଳେ ସେହି ପିଲାକୁ ଏ ସମସ୍ତ କଥା ବିଷୟରେ ପଚାରାଯାଇଥିଲା ସେହି ସମୟରେ ସେ ସମସ୍ତଙ୍କୁ ଧମକ ଦେଇଥିଲା କି ସେ ଉଟାଇ ଥିବା ଫଟୋ ସବୁ ଭାଇରାଲ କରିଦେବ ବୋଲି ।
ପୁଅଟି ତାର ନାମ ରାମ ବୋଲି କହିଥିଲା ଏବଂ ବାପାଙ୍କର ନାମସେହି ଘଟଣା ପରେ ଯେତେବେଳେ ପୋଲିସ ସେଠାରେ ଆସି ପହଞ୍ଚିଥିଲା ସେହି ସମୟରେ ସେହି ପିଲାର ପ୍ରକୃତ ପରିଚୟ ସଂପର୍କରେ ଜଣାପଡିଥିଲା କି ତାହାର ନାମ ରାମ ନୁହେଁ ତାହାର ନାମ ହେଉଛି ମହମ୍ମଦ ଅତିଫ ଏବଂ ସେ ଜଣେ ମୁସଲମାନ ପିଲା ।
ମହିଳା ଜଣକ ସେହି ଯୁବକଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ଜଣକ ଯୁବକଙ୍କୁ ଅଟକାଇ ତାକୁ ସମସ୍ତ କଥା ବିଷୟରେ ପଚାରା ଉଚୁରୀ କରିଥିଲା । ପୋଲିସର ପଚାରିବାରେ ଯୁବକ ଜଣକ ସତ କହିଥିଲେ ଏବଂ ସେ ଫଟୋ ଉଠାଇବା ସହିତ ଅନ୍ୟ ଗୋଟେ ମୋବାଇଲକୁ ସେହି ରୁମର ଉପରେ ରଖିଥିଲେ ବୋଲି ମାନିଥିଲେ । ଶ୍ୟାମ ରାମ ବୋଲି କହିଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !