ହିମାଳୟ ର ଏକ ଗାଁ ରେ ଏବେ ମଧ୍ୟ ଅକ୍ଷୁଣ୍ଣ ଅବସ୍ଥାରେ ରହିଛି, ବୌଦ୍ଧ ସନ୍ୟାସୀଙ୍କ 500 ବର୍ଷ ତଳ ର ମମି । ଯାହା ଆପଣ ଜାଣିଲେ ଛାତିରେ ଛେପ ପକେଇ ଦେବେ ।

ତ୍ରେତୟା ଯୁଗରେ ଏତେ ଧର୍ମ ଥିଲା ଯେ ଲୋକ ଭଗବଙ୍କ ପାଇଁ ମରୁ ଥିଲେ ଆଉ ଭଗବାନ ଙ୍କ ପାଇଁ ମଧ୍ୟ ବଞ୍ଚୁ ଥିଲେ । ସେ କାଳ ରେ ଲୋକ ମାନେ ସବୁ ବେଳେ ତପସ୍ୟା କରୁ ଥିଲେ , କେବଳ ଭଗବାନ ଙ୍କ ପାଇବା ପାଇଁ । ସବୁ ସମୟରେ ସାଧୁ ସନ୍ୟାସୀ ମାନେ ଯେଉଁଟି ଟିକେ ଭଲ ପରିବେଶ ଦେଖିଲେ ସେହି ଠାରେ ତପସ୍ୟା କରି ବାରେ ଲାଗିଲେ । ସେ ଜଙ୍ଗଲ ହେଉ କି ପାହାଡ଼ ହେଉ ।

କିନ୍ତୁ ଆଜି ଏଇ କୋଳି ଯୁଗରେ ସମସ୍ତେ ତପସ୍ୟା କରୁ ଛନ୍ତି କିନ୍ତୁ କାହାରି ମନରେ ଟିକେ ହେଲେ ଭକ୍ତି ନାହିଁ , ଠାକୁରଙ୍କ ପ୍ରତି ଶ୍ରଦ୍ଧା ନାହିଁ , ଏହା କେବଳ ଲୋକ ଦେଖାଣିଆ ଭକ୍ତି କରୁ ଛନ୍ତି । ତେଣୁ ଆଜି ଆମେ ଯେଉଁ ଦୃଶ୍ୟ କଥା କହିବା ପାଇଁ ଯାଉଛୁ , ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଜିବି ହିମାଳୟ ର ଏକ ଗ୍ରାମ ରେ ଦେଖିବା ପାଇଁ ମିଳୁଛି ମମି । ଯେଉଁଠି ଶୁଭୁଚି ଓଁ ନମଃ ଶିବାୟ । ଯାହା ଆପଣ କେବେ ହେଲେ ବିଶ୍ୱାସ କରିବେ ନାହିଁ ।

ତେବେ ପୃଥିବି ର ସବୁ ଠାରୁ ଉଚ୍ଚ ଶୃଙ୍ଗ ହିମାଳୟ , ଯେଉଁ ଠାରେ ତ୍ରେତୟା ଯୁଗରେ ବହୁତ ସାଧୁ ମାନେ ଯାଇ ତପସ୍ୟା କରନ୍ତି । ଭଗବାନ ଙ୍କୁ ପାଇବା ପାଇଁ ବହୁତ କଷ୍ଟ କରି ଥାନ୍ତି , ଆଜି ଆମେ ଯାହା ବିଷୟରେ କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଛାତିରେ ଛେପ ପକେଇ ଦେବେ । ହିମାଳୟ ର ଏକ ଗାଁ ରେ ଏବେ ମଧ୍ୟ ଅକ୍ଷୁଣ୍ଣ ଅବସ୍ଥା ରେ ରହିଛି ।

ବୌଦ୍ଧ ସନ୍ନ୍ୟାସ ଙ୍କ 500 ବର୍ଷ ର ମମି । ତେବେ ଏବେ ତାଙ୍କର ମୃତୁ ହୋଇ ଯାଇଛି ସତ କିନ୍ତୁ ଏବେ ମଧ୍ୟ ସେଠାରେ ଓଁ ନମଃ ଶିବାୟ ସୁଭା ଯାଉଛି । ତେବେ କୁହା ଯାଏ ଯେ 500 ବର୍ଷ ତଳେ ଜଣେ ଯୁବତୀ ଯାଇ ଥିଲେ ତପସ୍ୟା କରିବା ପାଇଁ । ତେବେ ସେହି ଦିନ ଠାରୁ ସେ ଆଉ ଫେରି ନାହାନ୍ତି ।

ସେ ଏବେ ଭଗବାନ ଙ୍କ ସହିତ ଲୀନ ହୋଇ ଯାଇ ଛନ୍ତି । ତେବେ ତାଙ୍କର ବହୁତ ଦିନରୁ ମୃତୁ ହୋଇ ସାରିଛି । କିନ୍ତୁ ଏବେ ମଧ୍ୟ ସେ ତପସ୍ୟା କରୁ ଛନ୍ତି । ତାଙ୍କୁ ଆପଣ ଦେଖିବେ କେବଳ ଦେହରେ ହାଡ଼ ଅଛି । ଏବେ ସେହି ସ୍ଥାନ କୁ କେହି ଯାଇ ପାରନ୍ତି ନାହିଁ । କିନ୍ତୁ ସେହି ପଖା ପାଖି ଗଲେ ଓଁ ନମଃ ଶିବାୟ ସୁଭା ଯାଏ । ତେବେ ଏହି ସ୍ୱର ଟି ନାରୀ ସ୍ୱର ବୋଲି କୁହାଯାଏ । ଏମାନେ ତପସ୍ୟା କରୁଛନ୍ତି ବୋଲି ଆଜି ପୃଥିବି କୁ ବିପଦ ଆସୁ ନାହିଁ । ଆଶ୍ଚର୍ଯ୍ୟ ର କଥା ମୃତୁ ପରେ ମଧ୍ୟ ଏମାନେ କଥା କହି ପାରୁ ଛନ୍ତି । ଏମାନେ ତାଙ୍କ ଜୀବନ କୁ ଭାଗବଙ୍କୁ ଦାନ କରି ଦେଇ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।