ଓଃ କି ଡ୍ୟାନ୍ସ ! Football Ground ରେ ଜବରଦସ୍ତ Nagpuri ଡ୍ୟାନ୍ସ କଲେ ଏହି ସୁପରହିଟ Couple… ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ଆପଣ ତ ଅନେକ ପ୍ରକାରର ଅନେକ ଷ୍ଟାଇଲ ର ଡାନ୍ସ ଭିଡିଓ ସବୁ ଦେଖିଥିବେ।ପୁଣି ସେହିଭଳି ଏକ ଜବରଦସ୍ତ ଡାନ୍ସ ଭିଡିଓ କୁ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ଏହି ଭିଡିଓ ଟି ହେଉଛି ନାଗପୁରୀ ଡାନ୍ସ ଭିଡିଓ।
ଏଠାରେ ଏକ ମାଳଦା ସୋରେନ ଡାନ୍ସ ଗ୍ରୁପ୍ ର ପିଲାମାନେ ଡାନ୍ସ ଅଭ୍ୟାସ କରି ଯେଉଁଭଳି ଭାବରେ ପ୍ରଦର୍ଶନ କରୁଛନ୍ତି ତାହା ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ ଏବଂ ଆଶ୍ଚର୍ଯ୍ୟ ବି ହେବେ। ତେବେ ଆପଣ ଏହି ଡାନ୍ସ ଭିଡିଓ ରେ କିଛି ଭିନ୍ନ ଅନ୍ଦାଜ ର ଡାନ୍ସ ଷ୍ଟାଇଲ କୁ ଦେଖିବାକୁ ପାଇବେ।
ଯାହାକୁ ହୁଏତ ଆପଣ ଆଗରୁ ଦେଖିବା ପାଇଁ ପାଇ ନଥିବେ।ଏକ ଭିନ୍ନ ସ୍ୱାଦର ନାଗପୁରୀ ସଙ୍ଗୀତରେ ସେମାନେ ଏକ ଫୁଟବଲ୍ ପଡ଼ିଆରେ ଡାନ୍ସ କରୁଛନ୍ତି।ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି।
ଆଉ ଏହାକୁ ସୋସିଆଲ ମିଡିଆରେ ଅନେକ ମଧ୍ୟ ଦେଖିବାର ସୁଯୋଗ ପାଆନ୍ତି। ତେବେ ଅନେକ ଯୁବପିଢି ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଡାନ୍ସ ଭିଡିଓ ନିଶ୍ଚିତ ଦେଖୁଥିବେ।
ଆପଣ ତ ଜାଣିଛନ୍ତି ଅନେକ ଯୁବକ ଯୁବତୀ ଅନେକ ସମୟରେ ସେମାନଙ୍କ ର ବିଭିନ୍ନ ପ୍ରକାରର ଡାନ୍ସ ଦେଖାଇ ଥାଆନ୍ତି। ଯଦିଓ ବିଭିନ୍ନ ପ୍ରକାରର ଡାନ୍ସ ଷ୍ଟାଇଲ ରହିଛି। ସବୁ ଡାନ୍ସର ସମାନ ଡାନ୍ସ ଷ୍ଟାଇଲ ରେ ଡାନ୍ସ କରନ୍ତି ନାହିଁ। କିନ୍ତୁ ଡାନ୍ସ ଯେମିତି ବି ହୋଇଥାଉ ତାହା ଦେଖିବାକୁ ବହୁତ୍ ଭଲ ଲାଗିଥାଏ।
ଯେମିତି ଏଠାରେ ଏହି ଡାନ୍ସ ଗ୍ରୁପ୍ ର ଡାନ୍ସର ମାନେ ଏକ ଭିନ୍ନ ଗେଟ୍ ଅପ୍ ରେ ପଡ଼ିଆରେ ସମସ୍ତଙ୍କ ଆଗରେ ଡାନ୍ସ କରୁଛନ୍ତିହୋଇଥାଉ ତାହା ଦେଖିବାକୁ ବହୁତ୍ ଭଲ ଲାଗିଥାଏ। ଯେମିତି ଏଠାରେ ଏହି ଡାନ୍ସ ଗ୍ରୁପ୍ ର ଡାନ୍ସର ମାନେ ଏକ ଭିନ୍ନ ଗେଟ୍ ଅପ୍ ରେ ପଡ଼ିଆରେ ସମସ୍ତଙ୍କ ଆଗରେ ଡାନ୍ସ କରୁଛନ୍ତି।
ଏକ ସୁନ୍ଦର୍ ନାଗପୁରି ଗୀତର ତାଳେ ତାଳେ ସେମାନେ ଏହି ଡାନ୍ସକୁ ଦେଖାଉଛନ୍ତି। ଅନେକ ଲୋକ ପଡିଆ ଚାରିପଟେ ଛିଡା ହୋଇ ଏହି ଡାନ୍ସ କୁ ଉପଭୋଗ କରୁଛନ୍ତି। ଏହାକୁ ଦେଖି ସେଠାର ଉପସ୍ଥିତ ସମସ୍ତେ ବେଶ୍ ଆନନ୍ଦିତ ହେବା ସହ ସେମାନଙ୍କ ଡାନ୍ସ କୁ ତାଳି ମାରି ଉତ୍ସାହିତ କରୁଛନ୍ତି। ତେବେ ଏହି ଡାନ୍ସ ପ୍ରୋଗ୍ରାମ ଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ। ତେବେ ଆପଣ ଥରେ ଏହି ଡାନ୍ସ କୁ ଦେଖନ୍ତୁ ନିଶ୍ଚିତ ଭାବରେ ସେମାନଙ୍କ ନାଚରେ ଆପଣ ଝୁମି ଯିବେ ଆଉ ଏହାକୁ ଦେଖି ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।