viral ଭିଡ଼ିଓ- କଙ୍ଗନାଙ୍କ ଲଙ୍ଗଳା ଫଟୋ ଦେଖେଇ ଏମିତି କହିଲେ ସୁର ରାଉତରାୟ । ଶୁଣିଲେ ଆପଣ କାନରେ ହାତ ଦେବେ ଏବଂହସି ହସି ଗଡିବେ ..!!

ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ଦକ୍ଷ ରାଜନେତା ଭାବେ ସୁରେଶ କୁମାର ରାଉତରାୟଙ୍କୁ କିଏ ବା ନଜାଣେ । ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବିଧାନସଭାରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏହି ରାଜନେତା ଜଣକ। ଏହା ପଛରେ ରହିଛି ତାଙ୍କର ସାଧାରଣ ଲୋକଙ୍କ ପ୍ରତି ଥିବା ଭଲ ପାଇବା। ଜଣେ କୁଶଳୀ ରାଜନେତା ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ସହିତ ସମୟ ବିତାଇବା ପାଇଁ ପସନ୍ଦ କରିଥାନ୍ତି ସୁରେଶ କୁମାର ରାଉତରାୟ।

ସେ ନିଜର ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ସର୍ବଦା ଗଣ ମାଧ୍ୟମର ଦୃଷ୍ଟି ଆକର୍ଷଣ କରି ଆସିଥାନ୍ତି।ସେ ସବୁବେଳେ ନିଜ ମନ୍ତବ୍ୟ, ଆଉ ଅଲଗା ପ୍ରକାରର କଥା ପାଇଁ ମିଡ଼ିଆ ଆଗରେ ହେଉ ବା ସମଗ୍ର ଓଡ଼ିଶା ବାସୀମାନଙ୍କ ଆଗରେ ହେଉ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି।

ତାଙ୍କର କଥା ଗୋଟେ ଗୋଟେ ଡ଼ାଇଲଗ ହେଇ ଯାଉଛି । ଆଉ ଯାହା ଓଡ଼ିଶାର ସମସ୍ତ ଲୋକ ସେ ଛୋଟ ପିଲା ହେଉ ବା ବଡ଼ ଲୋକ ସମସ୍ତେ ସେହି ଡାଇଲଗକୁ କହୁଛନ୍ତି । ସୁରଭାଇ ସବୁବେଳେ ଏମିତି କଥା କହିଥାନ୍ତି । ଆଉ ତାଙ୍କ କଥା ଶୁଣି ସବୁ ଓଡ଼ିଶାବାସୀ ହସିଥାନ୍ତି ମଧ୍ୟ । ସେ ସବୁବେଳେ ପ୍ରାୟ ବିରୋଧୀ ଦଳ ବିଷୟରେ କହିଥାନ୍ତି।

ତେବେ ସୁରଭାଇ ନିକଟରେ ବିବାଦ ଘେରରେ ରହିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ବାବଦରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ସୁରଭାଇ। ମହାତ୍ମା ଗାନ୍ଧୀଙ୍କୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୁଦ୍ଧରେ ମୁଁହ ଖୋଲିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ

। ସେ କହିଛନ୍ତି କଙ୍ଗନା ଜଣେ ଦେଶ ଦ୍ରୋହୀ। ଏବଂ କଙ୍ଗନା ପଦ୍ମଶ୍ରୀ ପୁରସ୍କାର ପାଇବା ନେଇ ସୁରଭାଇ ପ୍ରଶ୍ନ ଉଠାଇଛନ୍ତି। ଏମିତିକି କଙ୍ଗନା ରଣାୱତ୍ ଏକ ଫୋଟକୁ ଦେଖାଇ ତାଙ୍କ ଚରିତ୍ର ଉପରେ ଆକ୍ଷେପ କରି କହିଛନ୍ତି ସୁର ରାଉତରାୟ।

ସେ କହିଛନ୍ତି ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁବାଷ ବୋଷ, ଗୋପବନ୍ଧୁ ଦାସ ଏମାନେ କଣ ସବୁ ଭିକାରୀ। ସେମାନେ ସମସ୍ତେ ଦେଶ ପାଇଁ ଲଢେଇ କରି ସ୍ଵାଧୀନତା ଦେଇଛନ୍ତି। ଏ କଙ୍ଗନା କହୁଛି ସେମାନେ ସମସ୍ତେ କୁଆଡେ ଭିକାରୀ। ୨୦୧୪ ପରେ କଣ ଏଇ କଙ୍ଗନା ଖାଲି ସ୍ଵାଧୀନତା ପାଇଛି। ତାଙ୍କ କହିବା ଅନୁସାରେ ମୋଦିଙ୍କୁ କଣ ସେ ଭଗବାନ ବୋଲି ମାନୁଛନ୍ତି। ଏପରି ଭାବରେ କହିଛନ୍ତି ସୁର ରାଉତରାୟ।

ତେବେ ସୁର ରାଉତରାୟ ଏକଥା ମଧ୍ୟ କହିଛନ୍ତି ଯେ ତାଙ୍କୁ କଙ୍ଗନାଙ୍କ ଉପରେ ସନ୍ଦେହ ଲାଗୁଛି। ବିବାହ ନ କରି ମଧ୍ୟ କଙ୍ଗନା କିଭଳି ଗର୍ଭବତୀ ହେଲେ ଓ କେଉଁ ପରିସ୍ଥିତିରେ ହେଲେ। ତେବେ ଏପଟେ ନିଶା ଖାଇ କଙ୍ଗନା ମହାପୁରୁଷ ମହାତ୍ମା ଗାନ୍ଧୀଙ୍କୁ ଭିକାରୀ ବୋଲି କହି ପାରୁଛି। ଦେଶଦ୍ରୋହୀ କଥା କହୁଥିବା ଏପରି ମହିଳାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନିଆଯାଉ ଏବଂ ଗିରଫ କରାଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।