Exclusive : ଅଭିନେତ୍ରୀ ପ୍ରକୃତି ମିଶ୍ରକୁ ବାବୁସାନ କହୁଛନ୍ତି ଡୁଡୁ..i love you ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପତି- ପତ୍ନୀ ଓ ପ୍ରକୃତି’ ହାଇଡ୍ରାମା କୁ ୭ ଦିନ ବିତି ଥିଲେ ବି ଚର୍ଚ୍ଚା ଥମିବାର ନାଁ ନେଉନି । ଏହାରି ଭିତ ରେ ବାବୁସାନ୍ -ପ୍ରକୃତି ମିଶ୍ର ଙ୍କ ଏକ ଅଡିଓ ସୋସିଆଲ୍ ମିଡିଆ ରେ ଘୂରି ବୁଲୁଛି । ଫୋନ୍ ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି ।
କିନ୍ତୁ ପୁଅ-ଝିଅ ଙ୍କ ସ୍ୱର ରୁ ଏହା ବାବୁସାନ୍ ଓ ପ୍ରକୃତି ଙ୍କ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ତେବେ ପତି-ପତ୍ନୀ ଓ ପ୍ରକୃତି’ ହାଇଡ୍ରାମା କୁ ନେଇ କିଛି ସ୍ପଷ୍ଟୋକ୍ତି ରଖି ନାହାନ୍ତି ବାବୁସାନ୍ । ସେ କହିଛନ୍ତି, ପ୍ରଥମେ ପୁଲିସର ଜେରା ସରୁ । ପରେ ଗଣମାଧ୍ୟମ ସାମ୍ନା ରେ ପ୍ରତିକ୍ରିୟା ଦେବେ ବୋଲି ଜଣାପଡିଛି।
ବାବୁଶାନ ଓ ପ୍ରକୃତି ମିଶ୍ର ଙ୍କ କିଛି ଅଡିଓ କଲ ର ଝଲକ ଆପଣ ମାନେ ଦେଖିଲେ ଚକିତ ହେଇଯିବେ । କିଛି ଝଲକ ଦେଖି ନିଅନ୍ତୁ :- ବାବୁଶାନ୍ କହିଲେ କି ସବୁବେଳେ ତୋର କ’ଣ ରାଗିବା ଦରକାର, ଆରେ ଶୁଣେ ରେ… କ’ଣ ହୋଇଛି କି. ପ୍ରକୃତି ,କିଛି ନାହିଁ କହିବି କାଲି ଦେଖା ହେଲେ… ବାବୁଶାନ୍: ଓ ହୋ… ମୁଁ କ’ଣ କଲି କି ।
ପ୍ରକୃତି : ମୋ ଶରୀର ବ୍ୟଥା କରୁଛି କଷ୍ଟ ସହିପାରୁନି । ତୁ ସେଇଟା ବୁଝି ପାରିବୁନି… ବାବୁଶାନ୍ ସରି ସରି ସରି… ତୋ ଗୋଡ଼ ଧରିକି ‘ସରି’ କହୁଛି । ମୁଁ କ’ଣ କରିବି କହିଲୁ । ପ୍ରକୃତି ଗୋଡ ହାତ ବିନ୍ଧୁଛି । ସହିହେଉନି… ବାବୁସାନ୍: ତୁ ଭ୍ୟାକ୍ସିନ ନେଇଛୁ । ସେଥିପାଇଁ କଷ୍ଟ ହେଉଛି । ତୁ କ’ଣ ଖାଇ ଦେ, ରେଷ୍ଟ ନେ…ଅଡିଓରେ ବାବୁସାନଙ୍କ ପାଇଁ ଯନ୍ତ୍ରଣା ପାଉଛନ୍ତି ବୋଲି କହିଛନ୍ତି ପ୍ରକୃତି। ଏଥିପାଇଁ ପ୍ରକୃତିଙ୍କୁ କ୍ଷମା ମାଗୁଛନ୍ତି ବାବୁସାନ୍।
ଅଡିଓରେ ବାବୁଶାନ୍ ପଚାରୁଛନ୍ତି ତୋର ମେଟ୍ଟିଂ ଅଛି ନା ହିଁ କହିଲେ ପ୍ରକୃତି କୁ କେଉଁ କଲର ଶାଢୀ ପିନ୍ଧିବେ ସେ କଥା ମଧ୍ୟ ବାବୁସାନ ପଚାରୁଛନ୍ତି । ପ୍ରକୃତି କହିଲେ କୁ ମୁଁ ଦୁପଟ୍ଟା ପକେଇବି ଓ ବାବୁଶାନ୍ କହିଲେ ତୁ ଫଟୋ ପଠେଇବୁ ପ୍ରକୃତି କହିଲେ ହଁ କହିଲେ ତାପରେ ବାବୁଶାନ୍ କହିଲେ: ଡୁଡୁୁ ବୋଲି ଡାକିଲେ ପ୍ରକୃତି ମିଶ୍ର ଙ୍କୁ କହିଲେ ହଁ ଶେଷରେ ଉଭୟ ପରସ୍ପରଙ୍କୁ ଲଭ ୟୁ ବୋଲି କହୁଛନ୍ତି ଓ ବାବୁଶାନ୍ ବି ଲୋଭ ୟୁ ଠୁ ବୋଲି କହିଥିଲେ।
ବାବୁସାନ୍ ପ୍ରକୃତି କୁ ସ୍ନେହ ରେ ଡୁଡୁୁ ବୋଲି ଡାକୁଥିଲେ । ଏଥିରୁ ପ୍ରମାଣ ମିଳୁଛି ବାବୁ ଓ ପ୍ରକୃତିଙ୍କ ମଧ୍ୟରେ କେତେ ନୀବିଡ଼ ରହିଛି ସମ୍ପର୍କ। ସୋସିଆଲ୍ ମିଡିଆରେ ଏମିତି କିଛି ମୋବାଇଲ୍ ଫୋନ୍ କଲ୍ର ଏକ ଅଡିଓ ଭାଇରାଲ୍ ହେଉଛି । ଫୋନ୍ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି । କିନ୍ତୁ ପୁଅ-ଝିଅଙ୍କ ସ୍ୱରରୁ ଏହା ବାବୁସାନ୍ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।