viral ଭିଡ଼ିଓ -omg ! ସ୍କୁଲ ଭିତରେ ଦିଦି କଲେ ଜବରଦସ୍ତ ଠୁମକ ଡ୍ୟାନ୍ସ । ପିଲା ମାନେ ଦେଲେ ତାଙ୍କ ସହ ତାଳ। ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି କାଲି ଦୁନିୟାରେ ପିଲା ମାନେ ପାଠ ପଢି ଯେତିକି ସୁ ପରିଚିତ ହୋଇ ପାରୁଛନ୍ତି ତା ଠାରୁ ବହୁତ ଅଧିକ ପିଲା ନିଜର ପ୍ରତିଭା ଫଳରେ ଫେମସ ହୋଇ ପାରିଛନ୍ତି। କିନ୍ତୁ ଅଧିକାଂଶ ପିଲା ମାନଙ୍କ ର ପ୍ରତିଭା ପ୍ରସ୍ଫୁଟିତ ହୋଇ ପାରୁନାହିଁ। ଯୋଉଥି ପାଇଁ ସେମାନଙ୍କ ର ପ୍ରତିଭା ଲୋକ ଲୋଚନ କୁ ଆସି ପାରୁ ନାହୁଁ। ଅଧିକାଂଶ ବାପା ମା ମାନେ ଚାହାନ୍ତି ଯେ ନିଜର ଛୁଆ ଟି ଭଲ ପାଠ ପଢୁ ଓ ଏକ ବଡ ଚାକିରୀ କରୁ। କିନ୍ତୁ ବହୁତ କମ ବାପା ମା ଅଛନ୍ତି ଯେଉଁମାନେ କି ନିଜର ସନ୍ତାନ ମାନଙ୍କ ର ପ୍ରକୃତ ଇଛା ବିଷୟରେ ପଚାରି ବୁଝୁ ଛନ୍ତି।
କିନ୍ତୁ ଆଜି କାଲି ସମୟ ବଦଳିବା ରେ ଲାଗିଛି। ଅଧିକାଂଶ ପିଲା ମାନେ ନିଜ ନିଜ ଇଛା ମୁତାବକ କାର୍ଯ୍ୟ ରେ ନିୟୋଜିତ ହୋଇ ପାରୁଛନ୍ତି। ଯେପରି କି କୌଣସି ଖେଳ ହୋଉ କିମ୍ବା କୌଣସି ପ୍ରକାର ର ଗୀତ କିମ୍ବା ନାଚ।
ଏହା ସହ ବକୃତା ଦବା ଓ ସମାଜ ସେବା କରିବା ଭଳି ଇତ୍ୟାଦି କାର୍ଯ୍ୟରେ ଯୋଗ ଦେଇ ପାରୁଛନ୍ତି। ଏହା କେବଳ ସମ୍ଭବ ହୋଇଛି ବାପା ମା ଙ୍କ ର ସାହାଯ୍ୟ ଓ ସହଯୋଗ ଯୋଗୁଁ।
ବର୍ତମାନ ସମୟ ରେ ସ୍କୁଲ ଓ କଲେଜ ସ୍ତର ରୁ ହିଁ ପିଲା ମାନଙ୍କୁ ଏଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦିଆ ଯାଉଛି। ଯାହା ଫଳରେ ପିଲା ମାନେ ସ୍କୁଲ ଓ କଲେଜ ସ୍ତର ରୁ ନିଜ ନିଜ ର ରୁଚି ଅନୁଯାୟୀ କାର୍ଯ୍ୟ କୁ ବାଛି ପାରୁଛନ୍ତି। ଯାହା ଫଳରେ ସେମାନଙ୍କ ର ପ୍ରତିଭା ପ୍ରସ୍ଫୁଟିତ ହୋଇ ପାରୁଛି। ତେବେ ଏହି କ୍ଷେତ୍ରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ର ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ତେବେ ବର୍ତମାନ ସମୟ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଥିରେ କି ଜଣେ ସ୍କୁଲ ଶିକ୍ଷୟିତ୍ରୀ ତାଙ୍କର ସ୍କୁଲ ର ପିଲା ମାନଙ୍କ ସହ ଏକ ଡ୍ୟାନ୍ସ କରୁ ଥିବାର ଦେଖି ବାକୁ ମିଳିଛି। ମାଡ଼ମ ଜଣଙ୍କ ତାଙ୍କର ଛାତ୍ର ଛାତ୍ରୀ ମାନଙ୍କ ସହ ଏକ ସମ୍ବଲପୁରୀ ଗୀତ ରେ ନୃତ୍ୟ କରୁଥିବାର ଦେଖି ବାକୁ ମିଳିଛି। ଯେଉଁଥିରେ କି ମାଡ଼ମ ଜଣଙ୍କ ଯେପରି ଭାବରେ ନୃତ୍ୟ କରୁଛନ୍ତି ପିଲା ମାନେ ତାଙ୍କୁ ସେହି ପରି ଅନୁସରଣ କରୁ ଛନ୍ତି।
ତେବେ ପିଲା ମାନେ ଏହି ଡ୍ୟାନ୍ସ କୁ ଭରପୁର ଉପଭୋଗ କରୁ ଥିବାର ଦେଖି ବାକୁ ମିଳୁଛି। ଏହି ଭିଡିଓ ରେ ଥିବା ମାଡ଼ମ ଙ୍କ ପରି ପ୍ରତ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ର ଛାତ୍ର ଜୀବନ ଗଢିବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯାହାଙ୍କ ସାହାଯ୍ୟ ରେ ପିଲା ମାନେ ନିଜର ଭବିଷ୍ୟତ କୁ ଉଜ୍ଜ୍ୱଳ କରି ଗଢିବା ସହ ତାଙ୍କର ପ୍ରତିଭା ର ସଦୁପଯୋଗ କରି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।