ଛିଃ…ଛିଃ…ମୋ ସ୍ତ୍ରୀର ବଡ଼ ଭଉଣୀ ମୋତେ ଦୁଷ୍କର୍ମ କରିଛି …..ଏମିତି କହିଲେ ଯୁବକ,ଦେଖନ୍ତୁ viral ଭିଡ଼ିଓ ଟିକୁ….

ବର୍ତ୍ତମାନ ସମାଜରେ ଲୋକମାନଙ୍କ ମାନସିକତା କଳୁଷିତ ହୋଇଗଲାଣି। ନିଜ ମନ ମଧ୍ୟରେ ଯୌନ ଅଭିଳାଷ ରଖି ଦୁଷ୍କର୍ମ ଭଳି ଅପରାଧ କରିଚାଲିଛନ୍ତି। ବେଳେ ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହାକୁ, ଦେଖିଲା ପରେ ଝିଅ ବୋହୁ କଣ ଏବେ ତ ସେନା ବାହିନୀ ରେ କାମ କରୁଥିବା ଯବାନ କୁ ବି ଦୁଷ୍କର୍ମ କରୁଛନ୍ତି ବାହାରକୁ ଯିବା ପାଇଁ ଭୟ କରୁଛନ୍ତି।

କାରଣ ଯେଉଁ ଅସାଜିକ ଯୌନ ରାକ୍ଷସ ମାନେ ନିଜର କଳୁଷିତ ମନ ନେଇ, କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ। ପ୍ରତ୍ୟେକ ଦିନ ଦୁଷ୍କର୍ମ ଭଳି ଘଟଣା ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ଏଭଳି କିଛି ଘଟଣା ଘଟିଛି,

ଜାଣିଲେ ଆପଣଙ୍କ ମଣିଷ କହିବା ପାଇଁ ମଧ୍ୟ ଘୃଣା ଲାଗିବ। ତେବେ ଏହି ଘଟଣାଟି ହେଉଛି, ଜଣେ ଭାରତ ର ସେନା ବାହିନୀ ରେ ଯବାନ କାମ କରୁଛନ୍ତି ଜଣ ମିଶି ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି। ତେବେ ଦେଖନ୍ତୁ ପୂରା ଘଟଣା ବିଷୟରେ;

ଏଭଳି ଏକ ଘଟଣା ଘଟିଛି ଏକ ଭାରତ ର ସେନା ବାହିନୀ ରେ କାମ କରୁଥିବା ଯବାନ ଙ୍କ ସହିତ ହୋଇଛି ଦୁଷ୍କର୍ମ ଘଟଣା ଟି ଘଟିଛି ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ର ବିରୁଧା ଗ୍ରାମ ଅନ୍ତର୍ଗତ ହରିଚନ୍ଦନ ତ୍ରିପାଠୀ ସେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଦେଢ଼ ଶାଶୂ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଛନ୍ତି ଓ ଅଶ୍ଳିଳ ଫଟୋ ଦେଖାଇ ତାଙ୍କୁ ବ୍ଲକମେଲ ମଧ୍ୟ କରୁଛନ୍ତି ।

ଅଭିଯୋଗ ମୁତାବକ ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ର ବିରୁଧା ଗ୍ରାମ ର ଅଭୟ ତ୍ରିପାଠି ଙ୍କ ପୁଅ ହରିଚନ୍ଦନ ତ୍ରିପାଠୀ ଭାରତୀୟ ସେନା ବାହିନୀ ରେ କାମ କରନ୍ତି ତାଙ୍କର ବାହା ଘର ନୟାଗଡ଼ ଜିଲ୍ଲାର ଶିବାଜୀ ନଗର ଏକ ପରିବାରରେ ବୈଦିକ ରୀତି ନୀତି ଅନୁସାରେ ଗତ ୨୦୨୦ ମସିହା ଫେବୃଆରୀ ମାସ ୧୬ ତାରିଖ ରେ ଅନୁଷ୍ଠିତ ହୋଇଥିଲା ।

ବିବାହ ପୂର୍ବରୁ ହରିଚନ୍ଦନ ତ୍ରିପାଠୀ ଙ୍କ ପତ୍ନି ଭୁବନେଶ୍ବର ର ଏକ ଘରୋଇ ନର୍ସିଂ ହୋମ୍ ରେ ଚାକିରି କରୁଥିଲେ ଏବଂ ସେହିଠାରେ ଏକ ଯୁବକ ଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲେ ସ୍ବାମୀ ହରିଚନ୍ଦନ ତ୍ରିପାଠୀ ଆଉ ତାପରେ ସେ ବିବାହ କରିବା କୁ ମନା କରିଦେଇଥିଲେ ।

ଭଉଣୀ ର ବାହାଘର ଭାଙ୍ଗିବା ଜାଣିପାରି ଏଥିରେ ଗୋଟି ଚଳାଇଥିଲେ ଦେଢ଼ ଶାଶୂ ହରିଚନ୍ଦନ କୁ ବୁଝା ଶୁଝା କରିବେ ବୋଲି ତାଙ୍କ ପାଖକୁ ଡାକିଥିଲେ ଏବଂ ଚତୁରତା ର ସହିତ ତାଙ୍କ ଖାଦ୍ୟ ରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ଖାଇବାକୁ ଦେଇ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖି ତାଙ୍କୁ ଅଶ୍ଳିଳ ଭିଡ଼ିଓ ରେକର୍ଡ଼କରି ଏହା ପରେ ବ୍ଲକମେଲ କରିବା ଆରମ୍ଭ କରିଦେଇଥିଲେ ।

ଯଦି ତାଙ୍କ ଭଉଣୀ କୁ ବିବାହ ନ କରିବେ ତେବେ ଏହି ଭିଡ଼ିଓ ଗୁଡ଼ିକ ଭାଇରାଲ କରିଦେବେ ବୋଲି ତାଙ୍କୁ ଧମକ ଦେଇଥିଲେ । ସବୁ ଆଡୁ ଭୟ ଭୀତ ହୋଇ ହରିଚନ୍ଦନ ବାଧ୍ୟ ହୋଇ ଥିଲେ ନୟାଗଡ଼ ର ସେଇ ଯୁବତୀଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ବାହା ଘର ବିଧି ସମୟରେ ହରିଚନ୍ଦନ ଙ୍କୁ ତାଙ୍କର ଦେଢ଼ ଶାଶୂ ୨ ଲକ୍ଷ୍ୟ ଟଙ୍କା ମାଗିଥିଲେ ।ଯାହା ପରେ ଧର୍ଯ୍ୟ ହରା ହୋଇ ବାଲିକୁଦା ଥାନା ରେ ଅଭିଯୋଗ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।