shocking ଭିଡ଼ିଓ – ରାତି ଅଧରେ ଲେଡିଜେ ହଷ୍ଟେଲ ଭିତରେ ପଶି,ଯୁବକ ମାନେ ଝିଅମାନଙ୍କ ସହ ଯାହାକଲେ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଆଜିର ସମାଜ ରେ ବିଶେଷ କରି ପୁଅ ମାନେ ଝିଅ ମାନଙ୍କ ପାଖରେ ତାଙ୍କର ପାଗଲାମି ଦେଖାଇ ଥାନ୍ତି । ବିଭିନ୍ନ ପ୍ରକାର ର ହରକତ ସେମାନଙ୍କ ଆଗରେ ଦେଖାଇ ଥାନ୍ତି । ତେବେ ଆଜି ଏକ ଘଟଣା ସାମ୍ନା କୁ ଆସିଛି , ଯେଉଁ ଘଟଣା ରେ ଗୋଟେ ଲେଡିଜ ହଷ୍ଟେଲ ରେ କିଛି କିଛି ଟୋକା ପଶି ଥିଲେ । ଆଉ ଝରକା ବାଟେ ତାଙ୍କର ଜିନିଷ ଚୋରି କରିବା ପାଇଁ ଉଦ୍ୟମ କରି ଥିଲେ ।

ଆଜି କାଲି ଦୁନିଆ ରେ କାହାରିକୁ ବିଶ୍ୱାସ କରିବା କଥା ନୁହେଁ । କାରଣ ବହୁତ ବିଶ୍ୱସ୍ଥ ଲୋକ ବିଶ୍ଵାସ ଘାତକ କରନ୍ତି । ତେବେ ଏହି ଘଟଣା ଟି ଘଟି ଥିଲା କେନ୍ଦ୍ରାପଡା ର ଏକ ଗାର୍ଲସ କଲେଜ ରେ ଘଟି ଥିଲା ।

ତେବେ କଲେଜ ଭିତରେ ଗିଟିଏ ହଷ୍ଟେଲ ଅଛି ଯେଉଁ ହଷ୍ଟେଲ ରେ ତିନି ଶହ ପଚାଶ ଜଣ ଝିଅ ରହୁ ଛନ୍ତି । ତେବେ ସେମାନେ ଆଜି ବହୁତ ଅସୁବିଧା ର ସମ୍ମୁଖୀନ ହେବାରୁ ଆଜି ଥାନା ରେ ଅଭିଜଗ କରି ଛନ୍ତି । ଆଜିର ଦୁନିଆ ରେ ସ୍ୱାର୍ଥ ପାଇଁ ମଣିଷ କିଛି ହେଲେ କରି ପାରେ । ତେବେ ଏହି ଘଟଣା ଟି ଆସନ୍ତୁ ସମ୍ପୂର୍ଣ୍ଣ ଜାଣିବା ।

ଘଟଣା ଟି ଘଟି ଥିଲା କେନ୍ଦ୍ରାପଡା ଜିଲ୍ଲା ରେ , ତେବେ ଝିଅ ର କହିବା କଥା ଯେ , ଯେଉଁ ପିଲା ମାନେ ଲେଟ ନାଇଟ ରେ ଶୋଉ ଛନ୍ତି ସେହି ପିଲା ମାନେ ଆମ ହଷ୍ଟେଲ କୁ ଆସି ଥିଲେ । ତେବେ କଲେଜ ପାଖରେ ବହୁତ ଗୁଡିଏ ପୁଅ ହଷ୍ଟେଲ ଅଛି । ସେହି ପିଲା ମାନେ ଆସି ଥାଇ ପାରନ୍ତି ।

 ସମୟ ରାତି ଏକ ଘଟିକା । କକେଜ ହଷ୍ଟେଲ କୁ ଆସି ଥିଲେ କିଛି ପିଲା । ଆଉ ଝରକା ପଟୁ ହାତ ବଢ଼ାଇ ଥିଲେ । ତେବେ ଠିକ ସେତିକି ବେଳେ ଗୋଟେ ଝିଅ ଦେଖି ନେଇ ଥିଲା । ତା ପରେ ସେ ସମସ୍ତଙ୍କୁ ଡାକି ଥିଲା । କଲେଜ ର ଶିକ୍ଷୟତ୍ରୀ କୁ ମଧ୍ୟ ସେ ଏହି କଥା ଜଣାଇ ଥିଲା ହେଲେ ଶିକ୍ଷୟତ୍ରୀ କିଛି କଥା ଶୁଣି ନ ଥିଲେ ।

ତେବେ ତିନି ଶହ ପଚାଶ ଜଣ ଝିଅ ବାହାରିବା ରୁ କଲେଜ ଶିକ୍ଷୟତ୍ରୀ ବାଧ୍ୟ ହୋଇ ଥାନା ରେ ଏତଲା ଦେଇ ଥିଲେ । ତେବେ କକେଜ ପିଲା ମାନଙ୍କ କହିବା କଥା ଆମେ ତିନି ଶହ ଜଣ ଛାତ୍ର ସିକିଉରୀଟି ଗାର୍ଡପାଇଁ ପଇସା ଦେଉଛି , ଆପଣ କଣ ପାଇଁ ଗାର୍ଡ ଆଣିକି ରଖିବେ ନାହିଁ ।

ତେବେ ପିଲା ମାନଙ୍କ ର ଦାବି ଏହା ଥିଲା । ମଣିଷ ଆଜି ର ଦୁନିଆ ରେ କିଛି ବି କରି ପାରେ । ଆଜି ସେମାନେ ଲେଡିଜ ହଷ୍ଟେଲ ଭିତରେ ପଶିଲେ । କାଲି ହୁଏତ କାହାକୁ ରେପ ମଧ୍ୟ କରି ଦେଇ ପାରନ୍ତି । ତେଣୁ ସେମାନେ କକେଜ ଶିକ୍ଷୟତ୍ରୀ ଉଅରେ ପିଲା ମାନେ ବହୁତ ରାଗୁ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।