Health Tips – ସକାଳୁ କେବଳ ୨ ଚାମଚ୍ ଖାଆନ୍ତୁ ଜୀବନରେ କେବେ କୌଣସି ରୋଗ ହେବନି | ଜାଣନ୍ତୁ କଣ ଖାଇବେ …..

ଆପଣଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମଞ୍ଜି ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆମେ ହିନ୍ଦିରେ ଅଲ୍ସି ଓଡିଆରେ ପେଶୀ ବା ପେଶୁ ଏବଂ ଇଂରାଜୀରେ ଫ୍ଲାକସିଟସ କହିଥାଉ ।ଏହାଏକ ସୁପରଫୁଡ ଅଟେ ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ।ଏହା ଗୁଣର ଭଣ୍ଡାର ଅଟେ । ଯେଉଁ ଲୋକମାନେ ନିଜର ଓଡନ କମ୍ କରିବାକୁ ଚାହୁଛନ୍ତି ସେମାନେ ପ୍ରତିଦିନ 2 ଚାମଚ ପେଶୀ ଖାଇବା ଆବଶ୍ୟକ ।

ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ , ଜିଙ୍କ, କ୍ୟାଲସିୟମ , ଫସଫରସ,ଭିଟାମିନ ବି ଏବଂ ସି , ପଟାସିୟମ, ମ୍ୟାଗନେସିୟମ , କପର ମିଳିଥାଏ । ସବୁଠୁ ବଡ ପୋଷକ ତତ୍ବ ଯାହା ଓମେଡା ଥ୍ରି ଫେଟି ଏସିଡ ଏଥିରୁ ମିଳିଥାଏ । ଯାହା ଅଧିକ ମାଛ ମାଂସରୁ ମିଳିଥାଏ । ସେଥିପାଇଁ ଯେଉଂମାନେ ନିରାମିଷାଶି ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ।

ସର୍ବ ପ୍ରଥମେ ଆପଣ ଏକ ବାଟି ପେଶୀକୁ କୌଣସି ତାୱା ସାହାଯ୍ୟରେ ହାଲକା ଭାଜି ନିଅନ୍ତୁ । ପୂରା ଲୋ ଫ୍ୟାମରେ ଆପଣ ଏହାକୁ 4-5 ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ ଅଧିକ ଭାଜିବେନି , ନଚେତେ ଏହା କଳା ପଡିଯିବ ଏବଂ ଆପଣଙ୍କୁ ଏଥିରୁ କୌଣସି ପୋଷକ ତତ୍ବ ମିଳିବ ନାହିଁ । ଏହାପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦେବେ । ଏହା ଖାଇବାରେ ବିଭିନ୍ନ ପ୍ରକାର ଉପାୟ ରହିଛି ।

ଆପଣ ଭେଦା ଯାଇଥିବା ପେଶୀକୁ ସକାଳୁ ଉଠି ଅଧା ବାଟି ଦହି ସହିତ ମିଶାଇ ମଧ୍ୟ ଖାଇପାରିବେ । ଏହାଆମ ଚର୍ମ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ । କେଶକୁ ଘନ କରିଥାଏ ଏବଂ ସମୟ ପୂର୍ବରୁ ଆପଣଙ୍କୁ କୁଞ୍ଚିତ ରେଖା ର ସାମ୍ନା କରିବାକୁ ପଡିନଥାଏ ।ଆପଣ 2 ଚାମଚ ପେଶୀ ବା ଅଲସି ଗୁଣ୍ଡ ନିଅନ୍ତୁ ଏବଂ ଏଥିରେ କରି ଦହି ନେଇ ମିଶାଇ ଖାଇ ଦିଅନ୍ତୁ ।


ସକାଳୁ ଆପଣ ସେହି ପେଶୀକୁ ଖାଇ ନିଅନ୍ତୁ ଏବଂ ତାହାପରେ ଏକ ଗ୍ଲାସ ଗରମ ପାଣି ପିଇନିଅନ୍ତୁ । ଓଜନ କମ୍ କରିବା ସହିତ ଯେଉଁମାନଙ୍କର ହାର୍ଟ ସମସ୍ୟା ଅଛି ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ । ଏହା ଆପଣଙ୍କର କଲେଷ୍ଟ୍ରୋଲ ଲେଭେଲ କୁ ଏବଂ ବ୍ଲଡ ସୁଗାର ଲେବୋଲକୁ ନିୟନ୍ତ୍ରଣରେ ରଖିଥାଏ । ଏହାର ସେବନ ଦ୍ବାରା ଆପଣଙ୍କର ଆଖି ସର୍ବଦା ସୁସ୍ଥ ରହିଥାଏ।

ଆପଣ ଏହାର ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ସକାଳୁ ଖାଲି ପେଟ ରେ ଆପଣ ଏହାର ସେବନ ନିହାତି କରନ୍ତୁ । ଆପଣ ସେହି ପାଉଡରରୁ ଏକ ଚାମଚ ନେଇ ଏକ କଟରି ଦହି ନେଇ ଖାଲି ପେଟରେ ଖାଇ ଦିଅନ୍ତୁ। ସକାଳୁ ଆପଣ ଚାହିଁଲେ!

ସେହି ପାଣି କୁ ହାଲକା ଉଷମ କରି ନିଅନ୍ତୁ ଏବଂ ଖାଲି ପେଟରେ ଏହାର ସେବନ ନିହାତି କରନ୍ତୁ । ଯଦି ବଡ ଲୋକ ସେବନ କରୁଛନ୍ତି 2ଚାମଚ ମିଶାଇ ସେବନ କରନ୍ତୁ । ଯେଉଂମାନେ ଓଜନ କମ୍ କରିବାକୁ ଚାହୁଁଛନ୍ତି ସେମାନେ ଏଥିରୁ 2ଚାମଚ ସକାଳୁ ନିହାତି ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।