Health Tips – ପିରିଅଡ଼ର କେତେ ଦିନ ପରେ ସହବାସ କଲେ ଗର୍ଭଧାରଣ ର ସମ୍ଭାବନା ବଢିଯାଏ ,୧୮ରୁ ୪୦ ବର୍ଷ ଝିଅ ପୁଅ ମାନେ ନିଶ୍ଚୟ ଜାଣନ୍ତୁ ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ !

ଗର୍ଭ ଧାରଣ କରିବା ଗୋଟେ ନାରୀ ପାଇଁ ଖୁବ୍ ସୌଭାଗ୍ୟ ନେଇ ଆସିଥାଏ। ବିବାହ ପରେ ପ୍ରତ୍ୟେକ ମହିଳା ମା ହେବାକୁ ଚାହିଁଥାନ୍ତି। କିଛି ମହିଳା ଅଛନ୍ତି ଯେଉଁମାନେ ବିବାହର ପରେ ପରେ ମା ହେବାକୁ ଚାହିଁଥାନ୍ତି ଆଉ କିଛି ମହିଳା ରହିଛନ୍ତି ଯେଉଁମାନେ କି ଡେରିରେ ମା ହେବାକୁ ଚାହିଁଥାନ୍ତି। କିନ୍ତୁ କିଛି ମହିଳା କେତକ କାରଣ ପାଇଁ ମା ହେଇ ପାରନ୍ତି ନାହିଁ। ସମସ୍ତେ ମା ହେବାର ସୌଭାଗ୍ୟ ଅର୍ଜନ କରି ପାରନ୍ତି ନାହିଁ। ଯାହା ଫଳରେ ସେମାନେ ବହୁତ ଚିନ୍ତିତ ହୋଇ ପଡନ୍ତି।

ତେବେ କିଛି ମହିଳା ଜାଣି ପାରନ୍ତି ନାହିଁ ପିରିୟଡ଼ର କେତେଦିନ ପରେ ସହବାସ କରିବା ଦ୍ୱାରା ସେମାନେ ଗର୍ଭ ଧାରଣ କରିପାରିବେ। ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ପିରିୟଡ଼ ସରିବାର କେତେ ଦିନ ପରେ ସମ୍ପର୍କ ରଖିଲେ ଗର୍ଭଧାରଣ କରିବାର ଚାନ୍ସ ଅଧିକ ରହିଥାଏ।

କିଛି ମହିଳା ଏହାକୁ ନେଇ ଖୁବ୍ ଚିନ୍ତିତ ରହିଥାନ୍ତି। ବାରମ୍ବାର ସମ୍ପର୍କ ରଖିବା ପରେ ବି ଗର୍ଭ ଧାରଣ କରି ପାରନ୍ତି ନାହିଁ। ସେଥିପାଇଁ ବେଳେ ବେଳେ କିଛି ମହିଳା ଡିପ୍ରେସନ କୁ ଚାଲି ଯାଇଥାନ୍ତି। ତେବେ ଆସନ୍ତୁ ଜାଣିବା ପିରିୟଡ଼ର କେତେଦିନ ବ୍ୟବଧାନରେ ସମ୍ପର୍କ ରଖିବେ।

ବହୁଜଣ ମହିଳା ନିଜ ପିରିୟଡ଼ ଉପରେ ଧ୍ୟାନ ଦିଅନ୍ତି ନାହିଁ। ସେମାନେ ବାରମ୍ବାର ସମ୍ପର୍କ ରଖି ଡିପ୍ରେସନକୁ ପଳେଇ ଯାଆନ୍ତି। ଯଦି ଆପଣ ପ୍ରେଗ୍ନେଟ ହେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜର ପିରିୟଡ଼ର ତାରିଖକୁ ନୋଟ୍ କରି ରଖିବାକୁ ପଡ଼ିବ। ଯେମିତି ପିରିୟଡ଼ ମଧ୍ୟରେ ବ୍ୟବଧାନ ସଠିକ୍ ରହିଥିବ। ଅର୍ଥାତ୍ ଜଣେ ମହିଳାଙ୍କ ପିରିୟଡ଼ ପ୍ରତ୍ୟେକ ମାସରେ ୨୮ ଦିନରୁ ୩୦ ଦିନ ମଧ୍ୟରେ ହେଉଥିବା ଦରକାର।

ମହିଳା ମାନଙ୍କ ପିରିୟଡ଼ ସରିବା ପରେ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ଅଭୁଲେଶନ୍ ହୋଇଥାଏ। ଅର୍ଥାତ୍ ଯେଉଁଦିନ ପ୍ରେଗ୍ନେଟ୍ ହେବାର ଚାନ୍ସ୍ ଅଧିକ ରହିଥାଏ। ଆପଣ ଯଦି ସେହି ଅଭୁଲେଶନ ଡେକୁ ଜାଣି ପାରିବେ କେଉଁ ଦିନ ଆପଣଙ୍କର ପଡୁଛି ଯଦି ଆପଣ ବାହାରକରି ପାରିବେ ତେବେ ଆପଣଙ୍କର ଗର୍ଭ ଧାରଣ କରିବାର କିଛି ଅସୁବିଧା ରହିବ ନାହିଁ ଏବଂ ଆପଣ ଜଲଦି ଗର୍ଭବତୀ ହୋଇ ପାରିବେ।

ଯଦି ଆପଣଙ୍କ ପିରିୟଡ଼ ଠିକ୍ ସମୟରେ ହେଉଛି ତେବେ ଆପଣ ଆପଣଙ୍କ ଅଭୁଲେଶନ ଡେ ବାହାର କରିବାରେ କିଛି ଅସୁବିଧା ନାହିଁ। ମନେକର ଆପଣଙ୍କ ଜାନୁଆରୀ ୧ ରେ ପିରିୟଡ଼ ହେଇ ପୁଣି ଥରେ ଫେବୃଆରୀ ୧ ରେ ଆରମ୍ଭ ହେଉଛି ତେବେ ଆପଣଙ୍କ ପିରିୟଡ଼ ର ବ୍ୟବଧାନ ରହିଛି ୩୧ ଦିନ। ତେବେ ଏହି ୩୧ ଦିନରୁ ଆପଣ ୧୪ ଦିନ ମାଇନସ କରିଦିଅନ୍ତୁ।

ଅର୍ଥାତ୍ ପିରିୟଡ଼ ୧୭ ଦିନଟି ହେଉଛି ଆପଣଙ୍କ ଅଭୁଲେଶନ ଡେ। କିନ୍ତୁ ଏହାର ଦୁଇ ତିନି ଦିନ ପରେ କିମ୍ବା ପୂର୍ବରୁ ମଧ୍ୟ ଆପଣଙ୍କ ଅଭୁଲେଶନ ହୋଇପାରେ। ତେବେ ଅଭୁଲେସନ ଡେ ବାହାରିବାର ୬ ଦିନ ଗୋଟିଏ ଦିନ ଛାଡି ଗୋଟିଏ ଦିନ ପର୍ଯ୍ୟନ୍ତ ସମ୍ପର୍କ ରଖନ୍ତୁ । ତାହାଲେ ଯାଇ ଆପଣ ଗର୍ଭ ଧାରଣ କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।