health teeps- ସିଝା ଅଣ୍ଡା ଖାଇବା ପରେ ଏହି ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ନଚେତ୍ ମୃତ୍ୟୁ ମୁଖରେ ପଡ଼ିପାରନ୍ତି ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ଅଣ୍ଡା ପୁଷ୍ଟିକର ଖାଦ୍ୟ ମଧ୍ୟରୁ ଅନ୍ୟତମ । ଏହି ଅଣ୍ଡାରୁ ପ୍ରାୟ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଶରୀରର ଆବଶ୍ୟକତା ପୂରଣ କରେ । ଏଥିରେ ପ୍ରୋଟିନ୍, ଭିଟାମିନ୍ ବି ୧୨, ଭିଟାମିନ୍ ଡି ଏବଂ ଅନେକ ଆଣ୍ଟି-ଅକ୍ସିଡାଣ୍ଟରେ ଅତ୍ୟଧିକ ଭାବରେ ଭରପୁର ହୋଇ ରହିଥାଏ।

କେବଳ ଅଣ୍ଡା ନୁହେଁ ସବୁ ଖାଦ୍ୟରେ ପୋଷଣ ରହିଛି। କିନ୍ତୁ ସବୁ ଖାଦ୍ୟ ଖାଇବାର ଏକ ନିର୍ଦ୍ଦିଷ୍ଟ ପରିମାଣ ରହିଛି।କାରଣ ଯଦି ଆମେ ଠିକ୍ ଭାବେ ଓ ଉଚିତ୍ ପରିମାଣରେ ଆମ ଖାଦ୍ୟ ନ ଖାଇଥାଉ ତେବେ ଅନେକ ରୋଗର ଶିକାର ହେବାକୁ ପଡ଼େ।ଦେଖା ଯାଇଥାଏ କି ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଅଣ୍ଡା ଖାଇବାକୁ ବହୁତ ଅଧିକ ପସନ୍ଦ କରନ୍ତି।

କିନ୍ତୁ ଆପଣ କଣ ଜାଣନ୍ତି କି, ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ। ସବୁ ଖାଦ୍ୟରେ ପୋଷଣ ରହିଛି କିନ୍ତୁ ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା ନିହାତି ଦରକାର।

ଯଦି ଆପଣ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ନିହାତି ଜରୁରୀ ସୂଚନା ଦେବାକୁ ଯାଉଛୁ। ଆପଣ ଜାଣିଛନ୍ତି କି ସିଝା ଅଣ୍ଡା ଖାଇବା ପରେ କଣ ଖାଇଲେ ଶରୀରକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇ ପାରେ ଯାହା ମଣିଷ ପାଇଁ ଖୁବ୍ ଘାତକ ହୋଇଥାଏ। ଆମେ ଆଜି ସିଝା ଅଣ୍ଡା ପରେ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ କାହିଁକି ଉଚିତ୍ ନୁହେଁ ସେ ବିଷୟରେ ଜାଣିବା।

୧. ଲେମ୍ବୁ:-

ସିଝା ଅଣ୍ଡା ଖାଇବା ପରେ ଲେମ୍ବୁ ଖାଇବା ଉଚିତ୍ ହୋଇ ନଥାଏ। ଯଦି ସିଝା ଅଣ୍ଡା ଖାଇବା ପରେ ଆମେ ଲେମ୍ବୁ ଖାଇବା ତାହା ଶରୀରକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇ ଥାଏ। ଅଣ୍ଡା ଓ ଲେମ୍ବୁ ମିଶି କରି ଖାଇଲେ ଏହା ହୃଦରୋଗ ମଧ୍ୟ ସୃଷ୍ଟି କରିପାରେ।

୨.କଦଳୀ:-

ସିଝା ଅଣ୍ଡା ଖାଇବା ପରେ ଯଦି ଆପଣ କଦଳୀ ଖାଉଛନ୍ତି ତେବେ ଏହା ମୃତ୍ୟୁକୁ ନିଜ ଆଡକୁ ଡାକିବା ସହିତ ସମାନ। କାରଣ ସିଝା ଅଣ୍ଡା ଖାଇବା ପରେ ଯଦି କଦଳୀ ଖାଆନ୍ତି ତେବେ ତାହା ଶରୀର ଭିତରେ ମିଶି ବିଷ ପାଲଟି ଯାଇଥାନ୍ତି। ଏହା ଦ୍ୱାରା ମୃତ୍ୟୁ ମଧ୍ୟ ହୋଇପାରେ।

ତେବେ ସିଝା ଅଣ୍ଡା ଖାଇବା ପରେ କେବେବି ଲେମ୍ବୁ ଓ କଦଳୀ ଖାଆନ୍ତୁ ନାହିଁ। ଏବଂ ଅଣ୍ଡାକୁ ଅଧିକ ଖାଇବା ମଧ୍ୟ ଶରୀରକୁ ବହୁତ ହାନି ପହଞ୍ଚାଇ ଥାଏ। ଯଦି ଆପଣ ଅଣ୍ଡାକୁ ଅଧିକ ମାତ୍ରାରେ ଖାଉଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ, କାରଣ ଏହାର କେଶର ବା ହଳଦିଆ ଅଂଶ ଶରୀର ପାଇଁ ଖୁବ୍ କ୍ଷତିକାରକ ।

ଏହାକୁ ଠିକ୍ ଭାବେ ଏବଂ ଠିକ୍ ପରିମାଣରେ ଖାଇବେ ତେବେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।