health teeps- ଶାରୀରିକ ସମ୍ପର୍କ ପରେ କଣ ପାଇଁ ପରିସ୍ରା କରିଥାନ୍ତି lଜାଣିବା ଦରକାର ନହଲେ ଜୀବନ ସାରା ପସ୍ଥାଇବେ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ବନ୍ଧୁ ଗଣ ଆଜି ର ବିଷୟ ହେଉଛି ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ପରେ କାହିଁକି ପରିଶ୍ରା କରିବା ଉଚିତ। ବାସ୍ତବ ରେ କହିବା କୁ ଗଲେ ଶାରୀରିକ ସମ୍ପର୍କ ରଖିବା ପରେ ପତି ପତ୍ନୀ କୁ ଶରୀର କୁ ଅଲଗା ଅଲଗା ଅନୁଭବ ହୋଇ ଥାଏ। ଦାମ୍ପତ୍ୟ ମାନେ ପ୍ରେମ ସମ୍ପର୍କ କୁ ମଜବୁତ କରିବା ପାଇଁ ମଣିଷ ଯୌନ ସମ୍ପର୍କ ସ୍ଥାପନ କରି ଥାଏ।

ଅନ୍ୟ ଦିଗରେ ଦେଖିବାକୁ ଗଲେ ସୁରକ୍ଷିତ ଯୌନ ସମ୍ପର୍କ ଗୋଟିଏ ଗୁରୁତ୍ୱ ପୂର୍ଣ ଜିନିସ ଅଟେ। ଆପଣ ମାନେ ନିଜର ପାର୍ଟନର କୁ ଖୁସି କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରି ଥାନ୍ତି। ବନ୍ଧୁ ଗଣ ଆମେ ବେଳେ ବେଳେ ଶାରୀ ରିକ ସମ୍ବନ୍ଧ ରଖିବା ବେଳେ ସବୁ କଥା ପ୍ରତି ଧ୍ୟାନ ଦେଇ ନଥାଉ।

ଯାହା ଫଳରେ ସେହି ସମ୍ବନ୍ଧ ମଧ୍ୟରେ ଅଳ୍ପ ବହୁତ ବାଧା ବିଗ୍ନ ସୃଷ୍ଟି ହୋଇ ଥାଏ। ଏପରି କି ଦେଖି ବାକୁ ଗଲେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ସୁସ୍ଥ ସମ୍ପର୍କ ପାଇଁ ଏକ ସୁସ୍ଥ ଜୀବନ ଶୈଳୀ ର ମଧ୍ୟ ଆବଶ୍ୟକ ରହିଛି ।ଏପରି ଅନେକ ଦାମ୍ପତ୍ୟ ଅଛନ୍ତି ଯେଉଁ ମାନେ ସମୟ ଅଭାବ ରୁ ଦୁହେଁ ଦୁହିଁ ଙ୍କୁ ସମୟ ଦେଇ ପାରନ୍ତି ନାହିଁ।

ଯଥା ସମ୍ଭବ ଦୁହେଁ ଦୁହିଁ ଙ୍କ ର ସେକ୍ସ ଜୀବନ କୁ ଯଥା ସମ୍ଭବ ଉପଭୋଗ କରି ଥାଆନ୍ତି। ସେକ୍ସ ଜୀବନ କୁ ଭଲ କରିବା ଛୋଟ ସୂତ୍ର ଉପରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଆବ ଶ୍ୟକ। ତେବେ ସେକ୍ସ କରିବା ପରେ ପରିଶ୍ରା କରିବା ନିହାତି ଆବଶ୍ୟକ।କାରଣ ନିଜକୁ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଶାରୀରିକ ସମ୍ବନ୍ଧ ବନାଇବା ପରେ ପରିଶ୍ରା କରିବା ଉଚିତ।

କିନ୍ତୁ ମହିଳା ମାନଙ୍କ ର କୌଣସି ଭୟ ନଥାଏ ଏହି ବିଷୟରେ। କାରଣ ମହିଳା ମାନଙ୍କ ର ମୂତ୍ର ମାର୍ଗ ଏବଂ ପ୍ରୟୋଜନ ମାର୍ଗ ଅଲଗା ଅଲଗା ଥାଏ। କିନ୍ତୁ ପୁରୁଷ ମାନଙ୍କ ର ମୂତ୍ର ମାର୍ଗ ଅଲଗା ଅଲଗା ନଥାଏ। ତେବେ ଦୁହିଁ ଙ୍କ ମଧ୍ୟରେ ଏହି ପାର୍ଥ୍ୟକ ଥାଏ।

ତେଣୁ ଶାରୀରିକ ସମ୍ବନ୍ଧ ରଖିବା ପରେ ପରିସ୍ରା କରିବାକୁ ଜମା ଭୁଲିବେ ନାହିଁ। କାରଣ ଏହା ସଂକ୍ରମଣ ରୁ ବଞ୍ଚାଇ ରଖେ। ଏକ୍ସପର୍ଟ ଙ୍କ କହିବା ଅନୁ ସାରେ ସମ୍ବନ୍ଧ ପରେ ତୁରନ୍ତ ସେହୁ ସ୍ଥାନ କୁ ଭଲ ଭାବରେ ସଫା ରଖିବା ଉଚିତ।

ତେବେ ସଂକ୍ରମଣ ଜୀବାଣୁ ରୁ ରକ୍ଷା ପାଇବା ପାଇଁ ଯଦି ଚାହୁଁଥାନ୍ତି ତେବେ ଶାରୀରିକ ସମ୍ପର୍କ ପରେ ନିଶ୍ଚିତ ଭାବରେ ପରିଶ୍ରା କରିବା ଜରୁରୀ । ତେବେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ନିଶ୍ଚିତ ଏହି କଥା ପ୍ରତି ନିଶ୍ଚୟ ଧ୍ୟାନ ଦେବା ଉଚିତ। ଯାହା ଫଳରେ ଆପଣ ଏକ ସୁସ୍ଥ ସେକ୍ସ ଜୀବନ ଅତି ବାହିତ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।