health teeps-ଶାରୀରିକ ସମ୍ବନ୍ଧ ବନାଇବା ପରେ ମହିଳା ମାନେ ପରିସ୍ରା କରିବା ଜରୁରୀ କି……ଜାଣନ୍ତୁ ପରିସ୍ରା ନକଲେ କଣ ସବୁ ସମସ୍ୟା ହୋଇଥାଏ…..ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ବନ୍ଧୁଗଣ ଗୋଟିଏ ପୁରୁଷ ଓ ନାରୀ ଙ୍କ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ତଥା ଶାରୀରିକ ବିକାଶ ପରେ ଶାରୀରିକ ସମ୍ବନ୍ଧ ତଥା ସେକ୍ସ ହେବା ସାଧାରଣ କଥା ଅଟେ। କିନ୍ତୁ ଏହି ଶାରୀରିକ ସମ୍ବନ୍ଧ ରେ ରହିବା ପରେ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ ଖାସ କରି ମହିଳା ମାନଙ୍କୁ। କାରଣ ସେକ୍ସ କରିବା ପରେ ଏମିତି ଅନେକ କାର୍ଯ୍ୟ ଆମକୁ କରିବା କୁ ପଡିଥାଏ ଯାହା ଆମ ସ୍ଵାସ୍ଥ୍ୟ କୁ ଭଲ ରଖିବାରେ ସାହାଯ୍ୟ କରେ। ତେବେ ଡାକ୍ତର ତଥା ବିଶେଷଜ୍ଞ ଙ୍କର ମତ ରେ ଉଭୟ ନାରୀ ଓ ପୁରୁଷ ଙ୍କ ମଧ୍ୟରେ ସେକ୍ସ ବା ଶାରୀରିକ ସମ୍ପର୍କ ସ୍ଥାପନ ହେବା ପରେ ମହିଳା ମାନ ଙ୍କୁ ପରିସ୍ରା କରିବା ଉଚିତ ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ଙ୍କୁ ଜଣେଇବୁ ଯେ , ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳା ମାନ ଙ୍କୁ ପରିସ୍ରା କରିବା ଜରୁରୀ କାହିଁକି ହୋଇଥାଏ। ଆଉ ଯଦି ଆପଣ ପରିସ୍ରା କରନ୍ତି ନାହିଁ ତେବେ କଣ ସମସ୍ୟା ହେବାର ସମ୍ଭାବନା ରହିଥାଏ।

ଶାରୀରିକ ସମ୍ବନ୍ଧ ପରେ କାହିଁକି ପରିସ୍ରା କରିବା ଜରୁରୀ ଅଟେ:-
ବନ୍ଧୁଗଣ ବୈଜ୍ଞାନିକ ତଥା ଡାକ୍ତର ଙ୍କର ମତ ରେ ମହିଳା ମାନଙ୍କ ର ମୂତ୍ରାଶୟ ବହୁତ ଛୋଟ ହୋଇଥାଏ ଆଉ ଏଥିରେ ଇମଫେକ୍ସନ ହେବାର ସମ୍ଭାବନା ଅଧିକ ରହିଥାଏ।

ତେବେ ଯେତେବେଳେ ମହିଳା ଜଣଙ୍କ ଜଣେ ପୁରୁଷ ଙ୍କ ସହ ରୋମାଣ୍ଟିକ କଥା ହୋଇଥାନ୍ତି ବା ତାଙ୍କ ସହ ସେକ୍ସ କରିଥାନ୍ତି ତା ର ୩୦ ମିନିଟ ମଧ୍ୟରେ ତାଙ୍କୁ ପରିସ୍ରା ପାସ କରିନେବା ଉଚିତ ହୋଇଥାଏ। ତେବେ ଏହାର କାରଣ ହେଉଛି ସେକ୍ସ କରିବା ପରେ ମହିଳା ଙ୍କର ମୂତ୍ରାଶୟ ରେ ଅନେକ ବ୍ୟାକ୍ଟେରିଆ ପ୍ରବେଶ କରିଥାନ୍ତି।

ଆଉ ଏହି ବ୍ୟାକ୍ଟେରିଆ ଗୁଡିକ ମହିଳା ଙ୍କର ଶରୀର ମଧ୍ୟ କୁ ପ୍ରବେଶ କଲେ ଏହା ମହିଳା ଙ୍କର ଶରୀର ରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି।ତେଣୁ ସେକ୍ସ କରିବା ପରେ ପରେ ପରିସ୍ରା କରିବା ଦ୍ୱାରା ସେହି ବ୍ୟାକ୍ଟେରିଆ ଗୁଡିକ ବାହାରି ଯାଇଥାନ୍ତି ଏବଂ ମହିଳା ରୋଗ ମୁକ୍ତ ରହିଥାନ୍ତି।ତେବେ ଖାଲି ଏତିକି ନୁହେଁ ବରଂ ସେକ୍ସ କରିବା ପରେ ମହିଳା ଙ୍କୁ ପରିସ୍ରା କରିବା ସମୟ ରେ ସେଠାରେ ଜଳନ ହୋଇଥାଏ।

ତେବେ ଏହା ସାଧାରଣ କଥା ହୋଇଥାଏ ।ସେକ୍ସ କରିବା ର ତିନି ରୁ ଚାରି ଦିନ ମଧ୍ୟରେ ଏହି ଜଳନ ଆପେ ଆପେ ଭଲ ହୋଇଯାଇ ଥାଏ। ମାତ୍ର ଯଦି ତିନି ଚାରି ଦିନ ମଧ୍ୟରେ ଆପଣ ପରିଶ୍ରା କରିବା ସମୟ ରେ ଜଳନ ଅନୁଭବ କରନ୍ତି ତେବେ ସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ପରାମର୍ଶ କରି ମେଡ଼ିସିନ ଖାଇବା ଉଚିତ ହୋଇଥାଏ। ତେବେ ଆପଣ ସେକ୍ସ କରିବା ପରେ ପରିସ୍ରା ଅବଶ୍ୟ କରନ୍ତୁ ନଚେତ ଅନେକ ରୋଗ ର ସ୍ୱୀକାର ହୋଇପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।