health teeps -ପିରିୟଡ଼ ହେବାର କେତେ ଦିନ ମଧ୍ୟରେ ଜଣେ ମହିଳା ଗର୍ଭଧାରଣ କରିଥାଏ,ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧୦୦%ଗ୍ୟାରେଣ୍ଟି !

ଗର୍ଭ ଧାରଣ ଜଣେ ମହିଳା ପାଇଁ ଖୁବ୍ ସୁନ୍ଦର ଅନୁଭବ ଆଣିଥାଏ। ବିବାହ ପରେ ଯେତେବେଳେ ନାରୀଟିଏ ମା ହେବାର ସୌଭାଗ୍ୟ ଅର୍ଜନ କରିଥାଏ,ସେତେବେଳେ ସେ ନାରୀର ଜୀବନରେ ପୂର୍ଣ୍ଣତା ଆସି ଥାଏ।ଏଥି ନିମନ୍ତେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ।ବହୁତ୍ ସମୟରେ ମହିଳା ମାନେ ସେମାନଙ୍କ ର ଗର୍ଭ ଧାରଣ ପାଇଁ ଚିନ୍ତିତ ରହିଥାନ୍ତି। କେଉଁ ସମୟରେ ସେମାନେ ଏଥିପ୍ରତି ଧ୍ୟାନ ଦେବେ ଏବଂ କେଉଁ ସବୁ କାରଣ ଓ ଲକ୍ଷଣ ଗର୍ଭଧାରଣ ପରେ ଦେଖାଯାଏ ତା ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।

ତେବେ ମହିଳା ମାନଙ୍କ ମାସିକ ଋତୁସ୍ରାବର କେତେ ଦିନ ପରେ ଜଣେ ମହିଳା ଗର୍ଭ ଧାରଣ କରିଥାଏ ତାହା ଜାଣିବା ନିହାତି ଆବଶ୍ୟକ। ଯାହାକି ସମସ୍ତେ ଜାଣି ନଥାନ୍ତି। କିନ୍ତୁ ଏସବୁ କଥା ମହିଳାମାନେ ଜାଣିବା ନିହାତି ଜରୁରୀ। ତେବେ ଆଜି ଆମେ ଆପଣମାନଙ୍କୁ ପିରିୟଡ଼ ହେବାର କେତେ ଦିନ ପରେ ଜଣେ ମହିଳା ଗର୍ଭ ଧାରଣ କରିପାରେ ତା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ନିହାତି ଆବଶ୍ୟକ ଅଟେ।

ପିରିୟଡ଼ର ହେବା ପରେ ଏକ ନିର୍ଦ୍ଦିଷ୍ଟ ଦିନରେ ମହିଳା ମାନଙ୍କ ଅଭ୍ୟୁଲେସନ ହୋଇଥାଏ। ଅଭ୍ୟୁଲେସନ ଅର୍ଥାତ୍ ଯେଁଉ ଦିନ ପ୍ରେଗ୍ନେଟ ହେବାର ଅଧିକ ଚାନଞ୍ଚେସ ରହିଥାଏ। ଯଦି ଆପଣ ସେହି ଦିନକୁ ଜାଣି ପାରିବେ କୋଉ ଦିନ ପଡୁଛି ଆପଣ ଯଦି ବାହାର କରି ପାରିବେ ତେବେ ଆପଣଙ୍କର ଗର୍ଭ ଧାରଣ ହୋଇଛି କି ନାହିଁ ଆପଣ ଭଲଭାବରେ ଜାଣିପାରିବେ।

ତେବେ ଏହି ଅଭ୍ୟୁଲେଶନ ପିରିୟଡ଼ ହେବାର ୬-୭ ଦିନ ମଧ୍ୟରେ ସକ୍ରିୟ ହୋଇଥାଏ। ଏହା ସକ୍ରିୟ ହେବା ପରେ ଯଦି ସ୍ବାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତି ତେବେ ସମ୍ପର୍କ ରଖିବାର ୨୦ ଦିନ ପରେ ଆପଣ ପ୍ରେଗ୍ନେଟ ଅଛନ୍ତି କି ନାହିଁ ଜଣା ପଡ଼ିଯିବ।

ପିରିୟଡ଼ ହେବାର ୨୦ ଦିନ ପରେ ମହିଳା ପାଖରେ କିଛି ଭିନ୍ନ ଭିନ୍ନ ଲକ୍ଷଣ ଗୁଡ଼ିକ ଆରମ୍ଭ ହୋଇଯାଇଥାଏ। ଅର୍ଥାତ୍ ବାରମ୍ବାର ବାନ୍ତି ଲାଗିବ। ଖଟା ଖାଇବା ପାଇଁ ଇଚ୍ଛା ହେବା। ଥକା ଅନୁଭବ ହେବା। ଦୁର୍ବଳ ଲାଗିବା ଇତ୍ୟାଦି ଲକ୍ଷଣ ମହିଳା ମାନଙ୍କ ପାଖରେ ଦେଖା ଯାଇଥାଏ।

ସେହି ସବୁ ଲକ୍ଷଣ ଗୁଡିକରୁ ମହିଳା ଜଣକ ପ୍ରେଗ୍ନେଟ ଅଛନ୍ତି କି ନାହିଁ ଜାଣିହେବ। ମାତ୍ର ୨୦ ଦିନ ମଧ୍ୟରେ ଏହି ଲକ୍ଷଣ ସବୁ ପ୍ରକାଶ ପାଇଥାଏ ତେବେ ଆପଣ ଜାଣି ପାରିବେ ଆପଣ ମା ହେବାପାଇଁ ଯାଉଛନ୍ତି କି ନାହିଁ।
ଗର୍ଭ ଧାରଣ କରିବା ଜଣେ ମହିଳା ପାଇଁ ଏକ ସୁନ୍ଦର ଅନୁଭୂତି ହୋଇଥାଏ। ଜଣେ ନାରୀ ଯେଉଁ ଦିନ ପ୍ରଥମ ଥର ପାଇଁ ଜାଣିବାକୁ ପାଏ କି ସେ ଗର୍ଭବତୀ ଅଛି ଆଉ ସେ ମା ହେବା ପାଇଁ ଯାଉଛି ସେ ସେଇଦିନ ସବୁଠାରୁ ଅଧିକ ଖୁସି ହୋଇଥାଏ। କାରଣ ସେଇ ଦିନ ଗୋଟିଏ ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।