health teeps-ମାତ୍ର ୩ଟି ଉପାୟରେ ପିରିୟଡ଼ ହେବାର ଗୋଟିଏ ସପ୍ତାହ ମଧ୍ୟରେ ମାତୃତ୍ଵଲଭାର ସୌଭାଗ୍ୟ ଅର୍ଜନ କରନ୍ତୁ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ବିବାହ ପରେ ପ୍ରତ୍ୟେକ ନାରୀ ମା ହେବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। କାରଣ ମାତୃତ୍ଵ ଲାଭରେ ହିଁ ଗୋଟିଏ ନାରୀର ପୂର୍ଣ୍ଣତା ରହିଥାଏ। ଜଣେ ମହିଳା ପାଇଁ ମା ହେବାର ସୌଭାଗ୍ୟ ଅର୍ଜନ କରିବା ଠାରୁ ବଡକିଛି ଏଇ ଦୁନିଆରେ ନାହିଁ। କିନ୍ତୁ ପ୍ରତ୍ୟେକ ମହିଳାମାନେ ମା ହେବାର ସୌଭାଗ୍ୟ ଅର୍ଜନ କରି ପାରନ୍ତି ନାହିଁ। କିଛି କାରଣ ବଶତ ମହିଳାମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ। ଏହାର ବିଭିନ୍ନ କାରଣ ମଧ୍ୟ ରହିଛି।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସରଳ ଉପାୟ ବିଷୟରେ ଜଣାଇବୁ ଯାହାକୁ ଜାଣିବା ନିହାତି ଜରୁରୀ ଅଟେ। ଏହି ଉପାୟ ଦ୍ୱାରା ଆପଣ ଖୁବ୍ ଶୀଘ୍ର ମା ହେବାର ସୌଭାଗ୍ୟ ଅର୍ଜନ କରି ପାରିବେ। ତେବେ ଆସନ୍ତୁ ସେହି ଉପାୟ ବିଷୟରେ କିଛି ଜାଣିବା।

ମହିଳା ମାନେ ଗର୍ଭ ଧାରଣ କରିବା ନକରିବା ସେମାନଙ୍କର ସହବାସ ଉପରେ ନିର୍ଭର କରିଥାଏ। କିଛି ମହିଳା ମାନଙ୍କ ପିରିୟଡ଼ ଠିକ୍ ଭାବରେ ହୋଇ ନଥାଏ । ଏହା ମହିଳା ମାନଙ୍କ ଗର୍ଭ ଧାରଣ କରିବାରେ ବାଧା ସୃଷ୍ଟି କରିଥାଏ।

ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍। ତେବେ ଆଜି ଆମେ ଏମିତି ତିନୋଟି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଫଳରେ ପିରିୟଡ଼ର ଗୋଟିଏ ସପ୍ତାହ ପରେ ଆପଣ ଗର୍ଭ ଧାରଣ କରିବାର ସୌଭାଗ୍ୟ ଅର୍ଜନ କରି ପାରିବେ। ତେବେ ଆସନ୍ତୁ ସେହି ୩ ଟି ଉପାୟ ବିଷୟରେ ଜାଣିବା।

୧. ମହିଳା ମାନଙ୍କ ପିରିୟଡ଼ ସରିବାର ଏକ ନିର୍ଦ୍ଦିଷ୍ଟ ସମୟରେ ଅଭୁଲେଶନ୍ ହୋଇଥାଏ। ଅର୍ଥାତ୍ ଯେଉଁଦିନ ପ୍ରେଗ୍ନେଟ୍ ହେବାର ଚାନ୍ସ୍ ଅଧିକ ରହିଥାଏ।ମହିଳା ମାନଙ୍କ ପିରିୟଡ଼ ହେବାର ଗୋଟିଏ ସପ୍ତାହ ଅର୍ଥାତ୍ ୭ ଦିନ ପରେ ଶତାବରୀ ଓ ଅଶ୍ଵଗନ୍ଧା ପାଉଡରକୁ ସେବନ କରିବା ଦରକାର।

ପ୍ରତିଦିନ ଉଷୁମ କ୍ଷୀରରେ ଏକ ଚାମଚ ଶତାବରୀ କିମ୍ବା ଅସ୍ଵଗନ୍ଧା ପାଉଡର ମିଶାଇ ସେବନ କରନ୍ତୁ।। ଏହାକୁ ସେବନ କରିବା ଦ୍ୱାରା ମହିଳା ମାନଙ୍କ ଅଭୁଲେସନ ଭଲ ହୋଇଥାଏ। ଏବଂ ଏଥି ସହିତ ଆପଣ ଜଲଦି ଗର୍ଭବତୀ ହୋଇ ପାରିବେ।

୨. ମାନସିକ ଦୁଶ୍ଚିନ୍ତା ମଧ୍ୟ ଗର୍ଭ ଧାରଣ କରିବା ପାଇଁ ବହୁତ ବାଧା ସୃଷ୍ଟି କରିଥାଏ। ତେଣୁ ଗର୍ଭ ଧାରଣ କରିବା ପାଇଁ ଚାହୁଁଥିବା ମହିଳା ମାନଙ୍କୁ ସର୍ବଦା ଖୁସି ରଖିବାକୁ ପଡ଼ିବ। ମନକୁ ସର୍ବଦା ଆନନ୍ଦିତ ରଖିବା ପାଇଁ ଚେଷ୍ଟା କରନ୍ତୁ। ଏଥିପାଇଁ ସବୁବେଳେ ସକରାତ୍ମକ ଚିନ୍ତାଧାରା ମନରେ ରଖନ୍ତୁ। ଓ ଯୋଗ ଅଭ୍ୟାସ କରନ୍ତୁ।

୩.ମାତୃତ୍ଵଲାଭ କରିବା ପାଇଁ ସୁନ୍ଦର ସ୍ବାସ୍ଥ୍ୟର ଆବଶ୍ୟକତା ରହିଛି। ଏଥିପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ପଡ଼ିଥାଏ। ଯଦି ଆପଣଙ୍କ ଶରୀରରେ ଭିଟାମିନର ଅଭାବ ରହିଛି ତେବେ ଏହା ଗର୍ଭ ଧାରଣ କରିବା ପାଇଁ ବାଧା ସୃଷ୍ଟି କରିଥାଏ। ତେଣୁ ଆପଣ ସର୍ବଦା ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। ଯାହା ଦ୍ଵାରା ଆପଣ ଗର୍ଭ ଧାରଣ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।