health teeps- ବ୍ୟବହାର କରନ୍ତୁ ଏହି ଜଡ଼ିବୁଟି ଜଏଣ୍ଟ ପେନ୍ ଭଳି ସମସ୍ୟାରୁ ସମ୍ପୁର୍ଣ୍ଣ ମୁକ୍ତି ପାଇପାରିବେ ,୩ ଦିନରେ ସବୁସମସ୍ୟ ଦୂର ହୋଇଯିବ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ଆଜିର ସମାଜରେ ମଣିଷମାନେ ଦିନକୁ ଦିନ ରୋଗଗ୍ରସ୍ତ ଜୀବନଯାପନ କରୁଛନ୍ତି।ବୟସ ବଢିବା ସଙ୍ଗେ ସଙ୍ଗେ ଏମାନଙ୍କର ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗୁଛି। ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ। ବିଶେଷ କରି ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବ୍ୟଥା ଆଦି ବହୁଳ ସମସ୍ୟା ଦେଖିବାକୁ ମିଳିଥାଏ।ଆଜିକାଲି ଆଣ୍ଠୁ ଗଣ୍ଠି ବିନ୍ଧିବା, ଗୋଡ଼ ହାତ ବିନ୍ଧିବା, ଅଣ୍ଟା ବ୍ୟଥା ଅନୁଭବ ହେବା ଏକ ସାଧାରଣ ରୋଗ ହେଇଗଲାଣି।

ପ୍ରାୟ ଅଧିକାଂଶ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି। ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି। ଯାହା ପରବର୍ତ୍ତୀ ସମୟରେ ବହୁତ ଅସୁବିଧା ସୃଷ୍ଟି କରିଥାଏ।ତେଣୁ ଏଥି ପାଇଁ ଆଜିର ବ୍ୟକ୍ତିବିଶେଷ ମାନେ ମାର୍କେଟରେ ମିଳୁଥିବା ଅଧୁନା ମେଡ଼ିସିନ୍ ଉପରେ ଅଧିକ ନିର୍ଭର କରିଥାନ୍ତି। କିନ୍ତୁ ଏହା କେବଳ କିଛି କ୍ଷଣ ପାଇଁ ଯନ୍ତ୍ରଣାରୁ ଆରାମ ଦେଇଥାଏ।

ତେବେ ଆଜି ଆମେ ଏମିତି ଏକ ଜଡ଼ିବୁଟି ବିଷୟରେ କହିବାକୁ ଯାଉଛୁ ଯାହା ବ୍ୟବହାର କରି ଆପଣ ସମ୍ପୁର୍ଣ୍ଣ ରୂପେ ଶରୀରର ଦେଖା ଯାଉଥିବା ଜଏଣ୍ଟ ପ୍ୟାନ୍ ରୁ ମୁକ୍ତି ପାଇ ପାରିବେ। ଏଥି ସହିତ ଏହି ଜଡ଼ିବୁଟିର ଅନେକ ଉପକାରୀ ଗୁଣ ବିଷୟରେ ଜାଣିବା। ତେବେ ଆଜି ଆମେ ଆଣ୍ଠୁ ଗଣ୍ଠି ବିନ୍ଧା ଅଣ୍ଟା ବ୍ୟଥା ଆଦି ଜଏଣ୍ଟ ପ୍ୟନ ଏବଂ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ସମ୍ପୁର୍ଣ୍ଣ ମୁକ୍ତି ପାଇବାର ଏକ ଘରୋଇ ଉପଚାର ବାବଦରେ ଜଣାଇବୁ।

ତେବେ ସେହି ଜଡ଼ିବୁଟିଟି ହେଉଛି ଜାଇଫଳ। ଯେଉଁଥିରୁ ଅନେକ ପ୍ରକାର ଔଷଧୀୟ ଗୁଣ ମିଳିଥାଏ ଯାହା ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ । ଅନେକ ରୋଗରେ ଜାଇଫଳ ବହୁତ ଲାଭକାରୀ ଅଟେ । ରାମବାଣ ଔଷଧ ପରି ଅଟେ ।

ବିଶେଷଜ୍ଞଙ୍କ ଅନୁଯାୟୀ, ସୁସ୍ଥ ରହିବା ପାଇଁ ଔଷଧ ବଦଳରେ ପ୍ରାକୃତିକ ଔଷଧର ବ୍ୟବହାର କରିବା ଭଲ ହୋଇଥାଏ । ବିଶେଷକରି ଆଜିର ଖରାପ ଜୀବନ ଶୈଳୀରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି ।

ଜାଇଫଳରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ସୋଡିୟମ୍, ଜିଙ୍କ୍, ଭିଟାମିନ୍ ସି, ଭିଟାମିନ୍ ବି ୬, ଭିଟାମିନ୍ ଏ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ । ଯାହା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଲାଭଦାୟକ ହୋଇଥାଏ । ତେବେ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଜାଇଫଳକୁ ଗୁଣ୍ଡ କରି ନିଅନ୍ତୁ। ଏହା ପରେ ଏହି ଗୁଣ୍ଡକୁ ଫୁଟୁଥିବା କ୍ଷୀରରେ ପକାନ୍ତୁ ଏବଂ ଏଥିରେ ଟିକିଏ ଗୁଡ଼ ପକାନ୍ତୁ ଏହାକୁ ପ୍ରତିଦିନ ସେବନ କରନ୍ତୁ। ଏହା ପରେ ଶରୀରରେ ମାଲିଶ୍ କରିବା ପାଇଁ ଏକ ତେଲ ପ୍ରସ୍ତୁତ କରି ନିଅନ୍ତୁ। ପ୍ରଥମେ କିଛି ସୋରିଷ ତେଲ ନେଇ ଏଥିରେ ଜାଇଫଳର ଗୁଣ୍ଡକୁ ମିଶାଇ ଫୁଟାନ୍ତୁ ଏବେ ଏଥିରେ ଟିକେ ହଳଦୀ ଗୁଣ୍ଡ ପକାନ୍ତୁ। ଏହା ପରେ ଜଏଣ୍ଟ ପେନ୍ ହେଉଥିବା ସ୍ଥାନରେ ମାଲିଶ୍ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।