health teeps-ଆଣ୍ଠୁଗଣ୍ଠି ବାତ ଓ ପେଟ ସମସ୍ୟା କୁ ନେଇ ଚିନ୍ତିତ ଅଛନ୍ତି କି। ତାହାଲେ କରନ୍ତୁ ଏହି ଛୁଟିଆ ଘରୋଇ ଉପାୟ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ବାରା ଆପଣଙ୍କ ଶରୀରରେ କୌଣସି ପ୍ରକାରର ଅସୁବିଧା ରହିବ ନାହିଁ ।ଆପଣ ଛୁଆ ହୁଅନ୍ତୁ କି ବୁଢ଼ା ଆପଣଙ୍କ ଦେହ ପୁରା ଭଲ ରହିବ ।

ତେବେ ଏହି ଉପାୟ ଟି ଏକ ଘରୋଇ ଉପାୟ ଅଟେ ।ଯାହାକୁ ଆପଣ ବହୁତ କମ ଖର୍ଚ୍ଚ ରେ ପ୍ରସ୍ତୁତ କରିପାରିବେ ଏବଂ ଏହା ଆପଣଙ୍କ ର ଶରୀରର ସମସ୍ତ ସମସ୍ୟା ତଥା ଆଣ୍ଠୁଗଣ୍ଠି ବାତ, ପରିସ୍ରା ରେ କଷ୍ଟ, ଗ୍ୟାଷ୍ଟିକ, ଏସିଡିଟି, ଡାଇବେଟିସ, ମଧ୍ୟମେୟ , କ୍ଳରେଷ୍ଟର ଆଦି ମାରାତ୍ମକ ରୋଗ କୁ ଦୂର କରିବାରେ ସାହାଯ୍ୟ କରିବ ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା ଏବଂ ବ୍ୟବହାର କରିବା ।

ଆବଶ୍ୟକ ସାମଗ୍ରୀ:-
ବନ୍ଧୁଗଣ ଏହି ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ମାତ୍ର ଦୁଇଟି ସାମଗ୍ରୀ ର ଅଵଶ୍ୟକତା ରହିଛି ,ତଥା:-
୧.ତେଜ ପତ୍ର,୨.ପାନ ମହୁରୀ

ବନ୍ଧୁଗଣ ଏହି ତେଜପତ୍ର ଏବଂ ପାନ ମହୁରୀ ଆପଣ ଙ୍କୁ ଘରେ ଅତି ସହଜରେ ମିଳିଯିବ ଏବଂ ଏହି ଦୁଇ ଜିନିଷ ରେ ଥିବା ପୋଷକ ଆପଣ ଙ୍କର ଶରୀର କୁ ସୁସ୍ଥ ରଖିବା ରେ ସାହାଯ୍ୟ କରିବ ମଧ୍ୟ।

ପ୍ରସ୍ତୁତ କିପରି କରିବେ:-
ବନ୍ଧୁଗଣ ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ ।ପ୍ରଥମେ ତେଜପତ୍ର କୁ ଛିଣ୍ଡାଇ ପାଣି ରେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଭିଜେଇ ରଖନ୍ତୁ। ତେବେ ଅଧଘଣ୍ଟା ପରେ ଆପଣ ସେହି ପାଣି ସହ ଭିଜେଇ ଥିବା ତେଜପତ୍ର କୁ ଗ୍ୟାସ ରେ ଗରମ କରନ୍ତୁ ଲୋ ଫ୍ରେମ ରେ।

ତେବେ ଏହିପରି ୩-୪ ମିନିଟ ଫୁଟେଇ ସାରିବା ପରେ ସେଥିରେ ଦୁଇ ଚାମଚ ପାନ ମହୁରୀ ପକାନ୍ତୁ। ଏବଂ ଏହାକୁ ସେତିକି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ପାଣି ଅଧା ହୋଇନାହିଁ। ତେବେ ପାଣି ଅଧା ହୋଇଯିବା ପରେ ଆପଣ ଗ୍ୟାସ ବନ୍ଦ କରିଦେଇ ତାହାକୁ ଥଣ୍ଡା କରିଦିଅନ୍ତୁ। ବର୍ତ୍ତମାନ ଆମର ରିମେଡି ପ୍ରସ୍ତୁତ ହୋଇଗଲା ।

ବ୍ୟବହାର କିପରି କରିବେ:-
ବନ୍ଧୁଗଣ ଆପଣ ଏହି ରିମେଡି ଟିକୁ ଥଣ୍ଡା କରିବା ପରେ ଗୋଟିଏ ପାତ୍ର କୁ ବାହାର କରିନିଅନ୍ତୁ। ଏବଂ କିଛି ଦିନ ଏହାକୁ ଚାହା ପିଇବା ସମୟରେ ସେବନ କରନ୍ତୁ। ଏହିପରି ମାତ୍ର ଗୋଟିଏ ସପ୍ତାହ କରି ଦେଖନ୍ତୁ ଆପଣ ଙ୍କର ପେଟ ବ୍ୟଥା , ଆଣ୍ଠୁଗଣ୍ଠି ବ୍ୟଥା , ଡାଇବେଟିସ , କ୍ରୋଲେଷ୍ଟର ପରି ଅନେକ ରୋଗ ଭଲ ହୋଇଯିବ ଏବଂ ରାତ୍ରି ରେ ଭଲ ନିଦ ଆସିବ ମଧ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।