health teeps-ଏହି ଲକ୍ଷଣରୁ ଯାଣନ୍ତୁ ଆପଣଙ୍କର ସନ୍ତାନ ପୁଅ ହେବ ନା ଝିଅ,ଆସନ୍ତୁ ଜାଣିବା ସେ ସମ୍ପର୍କରେ !

ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ହେଉଛି ମାଆ ଓ ସନ୍ତାନ ମଧ୍ୟରେ ରହିଥିବା ସମ୍ପର୍କ।ମା ଶବ୍ଦ ହେଉଛି ଦୁନିଆର ସବୁଠୁ ମଧୁର ଶବ୍ଦ।ମା ହେବାର ସୌଭାଗ୍ୟ ପ୍ରାପ୍ତି ହେଲେ ଯାଇ ଜଣେ ନାରୀ ଭିତରେ ପୂର୍ଣ୍ଣତା ଆସିଥାଏ ।ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ, ସେତେବେଳେ ମହିଳା ମାନଙ୍କର ବହୁତ ଇଛା ହୁଏ ଜାଣିବା ପାଇଁ ଯେ, ତାଙ୍କ ଗର୍ଭରୁ ଆସୁଥିବା ଶିଶୁଟି ପୁଅ ନା ଝିଅ । ବର୍ତ୍ତମାନ ଭୃଣ ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ । କିନ୍ତୁ ପ୍ରତ୍ୟକ ମାଙ୍କ ଇଛା ଥାଏ ତାଙ୍କ ଗର୍ଭରେ ଥିବା ଶିଶୁ ବିଷୟରେ ଜାଣିବା ପାଇଁ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହା ଫଳରେ ଆପଣ ନିଜ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ଜାଣି ପାରିବେ ।

ପ୍ରତ୍ୟେକ ବାପ ମାଙ୍କ ସ୍ବପ୍ନ ତାଙ୍କର ଆସିବାକୁ ଯାଉଥିବା ସନ୍ତାନ ପୁଅ ନା ଝିଅ। ସେଥିପାଇଁ ସେମାନେ ମନରେ ବହୁତ୍ ଆଗ୍ରହ ଥାଏ ଯେ ଗର୍ଭରେ ଥିବା ସନ୍ତାନ ପୁଅ ନା ଝିଅ ହେବା।
କିନ୍ତୁ ଆପଣ ମାନଙ୍କୁ ଅନୁରୋଧ ଯେ, କେବେ ବି ଏହି ଲକ୍ଷଣ ଗୁଡିକୁ ଆଧାର କରି ନିଜ ଗର୍ଭରେ ଥିବା ଶିଶୁକୁ ନଷ୍ଟ କରିବାର ଭୁଲ କରିବେ ନାହିଁ । ନଚେତ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।


୧.ଗର୍ଭରେ ପୁଅ କି ଝିଅ ଅଛି ଜାଣିବା ପାଇଁ ପେଟର ଆକାର ଉପରେ ଧ୍ୟାନ ଦେବାକୁ ପଡ଼ିବ।ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ ହେଇ ଫୁଲିଛି ତେବେ ଏହା ପୁଅର ଲକ୍ଷଣ ହୋଇଥାଏ । ସେହିପରି ଯଦି ଆପଣଙ୍କ ପେଟର ଆକାର ଚଉଡା ଅଛି ଓ ଗୋଲେଇ ଅଛି ତାହାଲେ ଏହା ଝିଅ ହେବାର ଲକ୍ଷଣ।

୨.ଜେନେରାଲ ସାଇକୋଲୋଜିରୁ ଏହା ଜଣା ପଡିଛି ଯେ, ଯେଉଁ ଗର୍ଭବତୀ ମହିଳା ମାନଙ୍କୁ ୩ ମାସରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ତେବେ ଜାଣନ୍ତୁ ଆପଣଙ୍କ ଗର୍ଭରେ ପୁଅ ଅଛି । ସେହିପରି ଯଦି ମା ମାନେ ହସି ମିଶି ଖୁସିରେ ଅଛନ୍ତି ତେବେ ସେମାନଙ୍କ ଗର୍ଭରେ ଝିଅ ରହିଥାଏ ।


୩.ସାଧାରଣତଃ ଗର୍ଭବତୀ ମହିଳା ମାନେ ଅଧିକ ଖାଦ୍ୟ ଗ୍ରହଣ କରିବା ଓ ନକରିବା ଉପରେ ଛୁଆର ଲିଙ୍ଗର ପ୍ରଭାବ ରହିଥାଏ । ଯେଉଁ ମହିଳା ମାନେ ଗର୍ଭବତୀ ସମୟରେ ଖାଦ୍ୟକୁ ଘୃଣା ବା ଖାଦ୍ୟ ଖାଇବା ପରେ ବାନ୍ତି କରନ୍ତି ସେମାନଙ୍କର ପୁଅ ହୋଇଥାଏ ।

୪.ସକାଳର ପ୍ରଥମ ପରିସ୍ରା କୁ ଗୋଟିଏ ପାତ୍ରରେ ନେଇ ଏହି ପରିସ୍ରାରେ ଆପଣ ଗୋଟେ ଚାମଚ ବେକିଙ୍ଗ ସୋଡା ପକାଇବେ।ଯଦି ବେକିଙ୍ଗ ସୋଡା ପକାଇବା ପରେ ପରିସ୍ରାରେ କିଛି ପରିବର୍ତ୍ତନ ଆସିବନି ତେବେ ଗର୍ଭରେ ପୁଅ ଅଛି ବୋଲି ଜଣା ଯାଏ।


୫.ଯଦି କୌଣସି ମହିଳାକୁ ଖଟା ବା ଚଟପଟା ଖାଇବାକୁ ଇଛା ହୁଏ, ତେବେ ସେମାନଙ୍କ ଗର୍ଭରେ ପୁଅ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।