health teeps- ଆପଣଙ୍କ ମୁହଁ ରେ ବ୍ରଣ ବାହାରୁଛି କି,ତାହାଲେ ଡରନ୍ତୁ ନାହିଁ । କେବଳ କରନ୍ତୁ ଏହି ଘରୋଇ ଉପାୟ । ବ୍ରଣ କୁଆଡେ ଚାଲି ଯିବ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ଆଜି କାଲି ଦୁନିଆ ରେ ସବୁ ଠାରୁ ବଡ଼ ଟେନସନ ହେଉଛି ନିଜ ମୁହଁ କୁ ନେଇ । ଆଜି କାଲି ଝିଅ ହେଉ ଅବା ପୁଅ । ସେମାନେ ସବୁ ସମୟ ରେ ଚାହିଁ ଥାନ୍ତି ନିଜ ମୁହଁ କୁ ଗୋରା କରିବା ପାଇଁ । କିନ୍ତୁ ଶେଷରେ ବହୁତ ପ୍ରକାରର ମାର୍କେଟ ରେ ମିଳୁ ଥିବା କେମିକାଲ ଫେସଓଆସ କୁ ବ୍ୟବହାର କରୁ ଛନ୍ତି ଯାହା ଫୋଳରେ , ଆଜି କାଲି ପ୍ରତେକ ଲୋକଙ୍କ ପାଖରେ ବ୍ରଣ ଦେଖିବା ପାଇଁ ମିଳୁଛି ।
ଯାହା ଆଜି କାଲି ସମାଜ ରେ ଝିଅ ମାନଙ୍କ ଓ ପୁଅ ମାନଙ୍କ ର ମଧ୍ୟ ବଡ଼ ଟେନସନ । ଆଉ ଆଜି କାଲି ର ଯୁବ ପିଢ଼ି ରାତି ନ ହେଲେ ତାଙ୍କୁ ନିଦ ମାଡୁ ନାହିଁ । ତେଣୁ ରାତ୍ରି ଅନିଦ୍ରା ହେଲେ ମଧ୍ୟ ବ୍ରଣ ଦେଖିବା ପାଇଁ ମିଳି ଥାଏ ।
ପେଟ ଗରମ ହେଲେ ମଧ୍ୟ ବ୍ରଣ ଦେଖିବା ପାଇଁ ମିଳି ଥାଏ । କିନ୍ତୁ ଏହା ଭଲ ହେବ କେମିତି , ଆଜି ଜଣେ ଡକ୍ଟର ବ୍ରଣ ବିଷୟ ରେ କିଛି କହି ଛନ୍ତି , ସେ ଯାହା କହି ଛନ୍ତି ଘରୋଇ ଉପାୟ । ତାହା ଆଜି ଆମେ ଆପଣଂକୁ ଜଣାଇବୁ ।
ସାଧରଣତ ଲୋକ ମାନେ ବ୍ରଣ ହେଲେ ନିଜ ମୁହଁ ଖରାପ ଦେଖା ଯିବାରୁ , ବ୍ରଣ ଟିକୁ ନଖ ରେ ଚିପୁଡି ବ୍ରଣ କୁ ନଷ୍ଟ କରି ଦେଇ ଥାନ୍ତି । ନଖରେ ଚିପିବା ଫଳରେ ସେହି ବ୍ରଣ ରୁ ଯେଉଁ ରସ ବାହାରି ଯେଉଁ ଠାରେ ପଡି ଥାଏ , ସେହି ଠାରେ ଅନ୍ୟ ଏକ ବ୍ରଣ ସୃଷ୍ଟି ହୋଇ ଥାଏ । ଆଉ ସେହି ଜାଗା ରେ ମଧ୍ୟ ବ୍ରଣ ସୃଷ୍ଟି ହୋଇ ଥାଏ ।
ତେଣୁ ବ୍ରଣ ଟିକୁ ନ ଚିପୁଡି ଶେଷ ପର୍ଯ୍ୟନ୍ତ ରଖନ୍ତୁ । ଅର୍ଥାତ ବ୍ରଣ ଟି ପାଚି ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ । ଯାହା ଫୋଳରେ ବ୍ରଣ ଟିର ବୟସ ସୀମା ନଷ୍ଟ ହୋଇ ଥାଏ । ଆଉ ସେ ମଧ୍ୟ ନଷ୍ଟ ହୋଇ ଥାଏ । ଏହା ଥିଲା ବ୍ରଣ ଭଲ କରିବାର ପ୍ରଥମ କାରଣ । ଏବେ ଆସନ୍ତୁ ଜାଣିବା ଘରଇ ଉପାୟ ବିଷୟ ରେ ।
ପ୍ରଥମେ ଆପଣ ଚନ୍ଦନ କାଟ ଓ ଚନ୍ଦନ ପେଡି ଆଣନ୍ତୁ । ତା ପରେ ସେଥିରୁ ଚନ୍ଦନ ବାହାର କରନ୍ତୁ । ତା ପରେ ସେହି ଚନ୍ଦନ କୁ ଆଣି ନିଜ ମୁହଁ ରେ ରାତି ରେ ମାରି ସୋଇ ପଡ଼ନ୍ତୁ । ଦେଖିବେ କିଛି ଦିନ ଯିବା ପରେ ଆପଣଙ୍କ ମୁହଁ ଗୋରା ହୋଇ ଯିବ । ଆଉ ବ୍ରଣ ମଧ୍ୟ ଦେଖା ଯିବ ନାହିଁ ।
ଏହା ଥିଲା ଦ୍ୱିତୀୟ ଉପାୟ । ତୃତୀୟ ଉପାୟ ଟି ହେଉଛି ନିମ ପତ୍ର କୁ ବାଟି , ସେଥିରେ ଟିକେ ଲୁଣ ପକେଇ ମୁହଁ ରେ ମାରନ୍ତୁ ଦେଖିବେ ଆପଣଙ୍କ ବ୍ରଣ କୁଆଡେ ଚାଲି ଯିବ । ଏହା ପରେ ମଧ୍ୟ ଆପଣ ରାତି ଅନିଦ୍ରା ହେବେ ନାହିଁ । ନହେଲେ ଏ ସବୁ ଉପାୟ ଫୋଳ ପ୍ରଦ ହେବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।