health teeps- ଆପଣମାନେ ପ୍ରତିଦିନ ପାନ ସେବନ କରୁଛନ୍ତି କି ଜାଣନ୍ତୁ ଭୟଙ୍କର କଥା,ମୂଳରୁ ଭଲ ହେଇଯିବ ଏହି ସବୁ ରୋଗ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ପାନ ପ୍ରାୟ ଲୋକେ ପାନ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ସମସ୍ତ ଭାବନ୍ତି ପାନ ଖାଇବା ଭଲ ନୁହେଁ କିମ୍ବା ପାନ କେବଳ ନିଶା ଦ୍ରବ୍ୟ ରୂପେ ବ୍ୟବହୃତ ହୁଏ । କିନ୍ତୁ ଏପରି ଧାରଣା ବିଲକୁଲ ଠିକ୍ ହୋଇନଥାଏ। ପାନପତ୍ରରେ ବହୁତ ଉପକାରୀ ଗୁଣ ରହିଛି।ଏହାସହ ଶରୀରର ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ପାନ।ଆଜି ଆମେ ପାନ ପତ୍ରର ଉପକାରିତା ବିଷୟରେ ଆଲୋଚନା କରିବା।

ପାନକୁ ସବୁ ବୟସର ଲୋକେ ସେବନ କରିପାରିବେ । କୌଣସି ସମାରୋହ, ଭୋଜନ ପରେ, ଉତ୍ତମ ହଜମ କ୍ରିୟା ପାଇଁ ଓ ମୁଖସୁଗନ୍ଧ ପାଇଁ ଏହାକୁ ବ୍ୟବହାର କରାଯାଏ । ତେବେ ଏହା ବ୍ୟତୀତ ଅନେକ ସମସ୍ୟାରୁ ରକ୍ଷା କରେ ପାନ । ତେବେ ଆଜି ଆମେ ପାନର ସେହି ସବୁ ଉପକାରିତା ସମ୍ପର୍କରେ ଜାଣିବା।

୧. ପାନ ଖାଇବା ଦ୍ଵାରା ଦାନ୍ତର ପାଇରିଆ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ପାନ ସହିତ ଟିକିଏ କର୍ପୁର ମିଶାଇ ଚୋବାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। କିନ୍ତୁ କର୍ପୁର ଏବଂ ପାନକୁ ଚୋବାଇବା ବେଳେ ଏହାର ରସକୁ ପେଟ ଭିତରକୁ ନିଅନ୍ତୁ ନାହିଁ। ସବୁ ରସକୁ ବାହାରକୁ ଫିଙ୍ଗି ଦିଅନ୍ତୁ।

୨.ପାନ ପତ୍ରରେ ଏମିତି କିଛି ତତ୍ତ୍ଵ ରହିଥାଏ ଯାହା ବ୍ୟାକ୍ଟେରଆର ପ୍ରଭାବକୁ ଶେଷ କରିଥାଏ ଏଥି ସହିତ ମୁଖ ଦୁର୍ଗନ୍ଧ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

୩.ଯଦି ଆପଣଙ୍କୁ କାଶ ହେଉଛି ତେବେ ହଳଦୀକୁ ଗରମ କରି ପାନରେ ମିଶାଇ ସେବନ କରନ୍ତୁ ଜୁଆଣି ମଧ୍ୟ ଏହା ସହିତ ମିଶି ପାରିବେ ଏହା ଦ୍ୱାରା ଖୁବ୍ ଜଲଦି କାଶ ଜନିତ ସମସ୍ୟାରୁ ଉପଶମ ମିଳିଥାଏ।

୪. ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ପାନରେ କିଛି ଲବଙ୍ଗ ମିଶାଇ ସେବନ କରନ୍ତୁ ଏହା ଦ୍ୱାରା ଥଣ୍ଡା ଜଲଦି ଛାଡି ଯାଇଥାଏ।

୫. ପାନ ପତ୍ର କିଡ଼ିନି ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। କିଡିନି ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦିନରେ ଦୁଇ ଥର ପାନକୁ ସେବନ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ପେଟରେ ଆବର୍ଜନା ସଫା ହୋଇ ଯାଇଥାଏ।


୬.ଶ୍ୱାସ ସମସ୍ୟା ପାଇଁ ମଧ୍ୟ ପାନକୁ ବ୍ୟବହାର କରି ପାରିବେ। ପ୍ରଥମେ ପାନର ରସକୁ ବାହାର କରି ଗରମ କରି ନିଅନ୍ତୁ। ଏବଂ ଏହି ତେଲକୁ ନେଇ ଶରୀରରେ ମାଲିଶ୍ କରନ୍ତୁ।

୭. ପେଟ ସମ୍ବନ୍ଧିତ ରୋଗରୁ ମଧ୍ୟ ପାନ ପତ୍ର ମୁକ୍ତି ଦେଇଥାଏ।

୮. ତ୍ଵଚାର ଉଜ୍ଜଳତା ପାଇଁ ପାନ ପତ୍ର ବହୁତ ଲାଭକାରୀ ହୋଇଥାଏ। ଏହାର ରସକୁ ବାହାର କରି ତ୍ୱଚାରେ ଲଗେଇବା ଦ୍ୱାରା ତ୍ଵଚାର ରଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।

୯. ପାନ ଖାଦ୍ୟ ହଜମ କରିବାରେ ଖୁବ୍ ସହାୟକ କରିଥାଏ।ଏହା ଦ୍ୱାରା ଆମର ପାଚନ ପ୍ରକ୍ରିୟା ଠିକ୍ ରହିଥାଏ।

୧୦. ପାନକୁ ନିୟମିତ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ।ଏବଂ ଶୋଷ ମଧ୍ୟ ଲାଗିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।