Joint pain – ମାତ୍ର ୨ ଦିନରେ ( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) ସବୁଦିନ ପାଇଁ ଭଲ ହେବ | | କରନ୍ତୁ ଏହି ଘରୋଇ ଉପାୟ,

ଆପଣ ମାନେ ଜାଣିଥିବେ ଏବେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କେତେ ଅଧିକ। ଆଗରୁ ଏହା କେବଳ ବୃଦ୍ଧ ମାନଙ୍କୁ ହେଉଥିଲା କିନ୍ତୁ ଏବେ କମ୍ ବୟସ ରେ ଦେଖା ଗଲାଣି। ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କୁ ଦୂର କରିବା ପାଇଁ ଆପଣ ବହୁତ ମେଡିସିନ ବ୍ୟବହାର କରିଥିବେ।

କିନ୍ତୁ ମୁଁ ଆଜି ଆପଣ ଙ୍କୁ ଏକ ଆୟର୍ବେଦିକ ଚିକିତ୍ସା ବିଷୟ ରେ କହିବି ଆପଣ ଙ୍କ ଯନ୍ତ୍ରଣା କୁ ସମ୍ପୂର୍ଣ୍ଣ ଭାବେ ଦୂର କରି ଦେବ। ଏହାକୁ କିପରି ପ୍ରସ୍ତୁତ କରାଯାଏ ଓ ବ୍ୟବହାର କିପରି କରାଯାଏ ଆସନ୍ତୁ ଜାଣିବା।ଶରୀର ର ବିଭିନ୍ନ ଯନ୍ତ୍ରଣା ପାଇଁ ଲବଙ୍ଗ ତେଲ ବହୁତ ଲାଭ ଦାୟକ ଅଟେ ।

 ଆୟର୍ବେଦ ରେ ଲବଙ୍ଗ ଏକ ଔଷଧୀୟ ଦ୍ରବ୍ୟ ଅଟେ । ଲବଙ୍ଗbର ତେଲ ଅନେକ ଯନ୍ତ୍ରଣା ଓ ଶରୀର ପିଡ଼ା ରୁ ମୁକ୍ତି ଦେଇ ଥାଏ । ଲବଙ୍ଗ ତେଲ ରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ସେପଟିକ୍ ଗୁଣ ରହିଛି । ଯାହା ଶରୀର ର ବାତ ପିତ ଓ ପାଚନ ସମ୍ବନ୍ଧୀୟ ସମସ୍ୟା ରୁ ଆରାମ ଦେଇଥାଏ ଲବଙ୍ଗ ତେଲ ।
ପ୍ରଥମେ ଗୋଟିଏ ପାତ୍ର କୁ ଗ୍ୟାସ ର ଲୋ ଫ୍ଲେମ ରେ ବସାଇ ଦିଅନ୍ତୁ। ଟିକେ ଗରମ ହୋଇ ଆସିଲା ବେଳ କୁ ତା ମଧ୍ୟରେ ସୋରିଷ ତେଲ ପକାନ୍ତୁ। ସୋରିଷ ତେଲ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ବହୁତ୍ ଲାଭ ଦାୟକ ଅଟେ। ଏହା ଆଣ୍ଠୁ ଗଣ୍ଠି କୁ ଜଲଦି ଭଲ କରିବା ରେ ସାହାଯ୍ୟ କରେ। ତା ପରେ କିଛି ଲବଙ୍ଗ ପକାଇ ଫୁଟାନ୍ତୁ।ମନେ ରଖିଥିବେ ଯେମିତି ପାତ୍ର ପୋଡ଼ି ନ ଯାଏ ଓ ତଳେ ଲଗି ନ ଯାଏ।


୧୦-୧୫ ଟି ଫୁଟାନ୍ତୁ। ତେବେ କିପରି ଭାବେ ମାଲିସ୍ କରାଯାଏ ଆସନ୍ତୁ ଜାଣିବା। ଏହାକୁ ରାତି ରେ ଶୋଇବା କୁ ଗଲା ବେଳେ ୧୫ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ। ଏହାକୁ ବାରମ୍ବାର ମାଲିସ୍ କରିବା ଦ୍ବାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ। ପ୍ରତ୍ୟେକ ଦିନ ଦେଶୀ ଗାଈ ଘିଅ ଖାଆନ୍ତୁ। ଗାଈ ଘିଅ ଖାଇବା ଦ୍ବାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହେଇଥାଏ।

ଖରା ଦିନେ ଏକ ରୁମାଲ କୁ ଥଣ୍ଡା ପାଣି ରେ ବୁଡ଼ାଇ ଦିଅନ୍ତୁ ଏବଂ ଭଲ ଭାବେ ଚିପୁଡି ଦେଇ ବିନ୍ଧା ସ୍ଥାନ ରେ ୫-୭ ମିନିଟ୍ ରଖନ୍ତୁ। ଏପରି କରିବା ଦ୍ବାରା ଯନ୍ତ୍ରଣା କମି ଯାଏ।ଲବଙ୍ଗ ତେଲରେ ଆଣ୍ଟି ଇମ୍ପ୍ଳାମେଟାରି ଗୁଣ ରହିଥିବା କାରଣରୁ ଏହା ମୁଣ୍ଡ ଭିତରର ବିଭିନ୍ନ ଯନ୍ତ୍ରଣା ଯେପରି ମାଇଗ୍ରେନ ଇତ୍ୟାଦିକୁ ଠିକ୍ କରେ ।

ମାଇଗ୍ରେନ ସମୟରେ କିଛି ମାତ୍ରାରେ ଲବଙ୍ଗ ତେଲ ନେଇ ଲୁଣ ସହିତ ମିଶାଇ ଲଗାଇଲେ ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ।ଲବଙ୍ଗ ତେଲ ମୁଣ୍ଡର ବିଭିନ୍ନ ଯନ୍ତ୍ରଣାରୁ ଉପଶମ ଦେଇଥାଏ । ଯେତେବେଳେ ଥଣ୍ଡା ଯୋଗୁଁ ମୁଣ୍ଡ ବ୍ୟଥା ହୁଏ ସେହି ସମୟରେ କିଛି ବୁନ୍ଦା ଲବଙ୍ଗ ତେଲକୁ ଗୋଟିଏ ତୁଳା ସାହାଯ୍ୟରେ ନେଇ ଶୁଙ୍ଘିବା ଦ୍ଵାରା ଥଣ୍ଡାରୁ ନାକ ଖୋଲିବା ସହ ମୁଣ୍ଡ ବ୍ୟଥା ଦୂରେଇ ଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।