ହେ ଭଗବାନ ! ରକ୍ଷା କର ହେ ମଣିଷ..ବନ୍ୟା ପାଣିରେ ବୁଡ଼ିଲେ ଗୋ ମାତା,,,ଭିଡ଼ିଓ ଦେଖିଲେ ଛାତି ଥରିଉଠିବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜିକାଲି ସମସ୍ତେ ଆପଣ ମାନେ ତ ପ୍ରତେକ ଦିନ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖୁଥିବେ | ଆଉ କେତେକ ଏମିତି ଭିଡିଓ ବି ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି ଆମ ସମାଜରେ ଏମିତି ବି କେତେକ ଲୋକ ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ମାନବିକତା ରହିଛି |

ତାହା ସହିତ ସାହାଯ୍ୟ କରିବାର ମନୋବୃତ୍ତି ମଧ୍ୟ ରହିଛି ଆଉ ସେମାନେ ଭଗବାନ ଙ୍କ ସୃଷ୍ଟି ରେ ମଣିଷ ଠାରୁ ଆରମ୍ଭ କରିକି ସମସ୍ତଙ୍କ ଉପରେ ନିଜର ଦୟା ଭାବକୁ ପ୍ରକାଶ କରୁଥାନ୍ତି | ତାହେଲେ ଆସନ୍ତୁ ଆଜି ସେମିତି ଗୋଟିଏ ଭିଡିଓ ଭାଇରାଲ ଗେଉଥିବାର ଦେଖିବା | ଆଉ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ ପ୍ରକୃତ ରେ ମଣିଷ କୁ ସମାଜରେ ଶ୍ରେଷ୍ଠ ଜୀବ କଣ ପାଇଁ କୁହାଯାଏ!

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏମିତି ଗୋଟିଏ ଭିଡିଓ ଭାଇରାଲ ହେଉଛି, ଆଉ ଯେଉଁଠି ଦେଖା ଯାଏ କି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିଛି | ଆଉ ସେହି ବର୍ଷା ଯୋଗୁଁ ବନ୍ୟା ମଧ୍ୟ ଆସିଛି, ଆଉ ପାଣିର ସୁଅ ଏତେ ଅଧିକ ଅଛି କି ସେହି ସୁଅ ରେ ମଣିଷ ଠାରୁ ଆରମ୍ଭ କରିକି ଯିଏ ବି ସେହି ପାଣି ସୁଅ ରେ ପଡିବ, ସେ ନିଶ୍ଚୟ ଭାସିଯିବ |ଆଉ ଭାଇରାଲ ହେଉଥିବା ସେହି ଭିଡିଓ ରେ ଦେଖା ଦେଇଛି କି ଗୋଟିଏ କୁକୁର ସେହି ସୁଅ ରେ ଭାସି ଯାଇଛି |

ଆଉ ସେହି କୁକୁର ଟି ମଧ୍ୟ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ ମଧ୍ୟ କରିବାରେ ଲାଗୁଛି | ଆଉ ଯେଉଁ ଦୃଶ୍ୟ ଦେଖିଲେ ଆପଣ ମାନେ ଜାଣି ପାରିବେ ବି ବିପଦ ବେଳେ କୁଟା ଖଣ୍ଡ କୁ ବି ସମସ୍ତେ ଆଶ୍ରୟ କରିଥାନ୍ତି | ତେବେ କୁକୁର ଟି ନିଜର ପ୍ରାଣ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପାଣିର ସୁଅ ଏତେ ଅଧିକ ଥିଲା କୁ ସେହି ସୁଅ ରେ କୁକୁର ଟି ଭାସିକି ମଧ୍ୟ ପଳେଇ ଯାଉଥିଲା |ଆଉ ଯାହାକୁ ଦେଖୁଥିଲେ ଲୋକ ଜଣକ |

ଆଉ ଶେଷରେ ନିଜ ଜୀବନ ବିଷୟରେ ନ ଭାବିକି ବାହାରି ପଡିଥିଲେ କୁକୁର ର ଜୀବନ ବଞ୍ଚାଇବା ପାଇଁ | କିନ୍ତୁ ପାଣିର ସୁଅ ଏତେ ଅଧିକ ଥିଲା କି ସେହି ପାଣିର ସୁଅ ରେ କୁକୁର କୁ ଭସେଇ ନେଉଥିଲା ଆଉ ତାହା ସହିତ ସେ ଲୋକ ଟିକୁ ମଧ୍ୟ |

କିନ୍ତୁ ପାଖରେ ଥିଲା ସ୍ଥାନୀୟ ଲୋକ ର ସହାୟତାରେ ଶେଷରେ କୁକୁର କୁ ଲୋକଟି ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା | ଆଉ ଲୋକଟିର କୁକୁର ପ୍ରତି ଥିବା ଦୟା ଆଉ ଉଦାରତା ଭାବ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗିଛି | ଆଉ ଯାହାକୁ ଦେଖି ସମସ୍ତେ ପ୍ରସଂଶା ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।