Exclusive Video -“ମୀରା ପରିଡା ଗୋଟେ ପୁରୁଷ ସେ କଣ ପାଇଁ ଆସି କିନ୍ନରଙ୍କ ମଧ୍ୟରେ ରହିଛି ..ସେମାନଙ୍କ ପଇସା ନେଉଛି”,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

କିନ୍ନର ସଂଗଠନ ରେ ଫାଟ। ଦୁଇ ଗୋଷ୍ଠୀର କିନ୍ନରଙ୍କ ମଧ୍ୟରେ ଦେଖିବାକୁ ମିଳିଲା ବିବାଦ। ରାଜଧାନୀ ଭୁବନେଶ୍ୱରରେ ଗର୍ଜି ଉଠିଲେ ଶହ ଶହ କିନ୍ନର। ଅନ୍ୟ ଏକ କିନ୍ନର ସଂଗଠନ ଉପରେ କରୁଛନ୍ତି ପ୍ରତିବାଦ। ସେହି ସଂଗଠନରେ ଥିବା କିଛି ବ୍ୟକ୍ତିଙ୍କ ନାରେ ଆଣିଲେ ସଙ୍ଗୀନ ଅଭିଯୋଗ। ବିଭିନ୍ନ ପ୍ରକାର ଦାବିକୁ ନେଇ ଏକଜୁଟ ହୋଇଛନ୍ତି ଶହ ଶହ କିନ୍ନର।

ରାଜ ରାସ୍ତାକୁ ଓହ୍ଲାଇ ବିଧନସଭା ଘେରାଉ କଲେ ରାଜ୍ୟରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା କିନ୍ନର ମାନେ।କିନ୍ନର ମାନଙ୍କୁ ସରକାରଙ୍କ ତରଫରୁ ଦିଆ ଯାଉଥିବା ଅର୍ଥ ରାଶିକୁ ହଡ଼ପ କରା ଯାଉଥିବା ଦାବୀ ନେଇ ରାଜ ରାସ୍ତାକୁ ଓହ୍ଲାଇ ଛନ୍ତି କିନ୍ନର ମାନେ। ଏହା ଉପରେ ସିବିଆଇ ତଦନ୍ତ କରାଯାଉ ବୋଲି ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସି ଥିବା ଶହ ଶହ କିନ୍ନର ମାନେ ଦାବି କରିଛନ୍ତି।ନ ଖାଇ ନ ପିଇ ବର୍ଷାରେ ଭିଜି ଭିଜି ଏହି କିନ୍ନର ମାନେ ରାଜ ରାସ୍ତାରେ ବସିଛନ୍ତି।ତେବେ ମୀର ପରିଡ଼ା ନାମକ ଏକ କିନ୍ନରର ବିରୁଦ୍ଧରେ ଏମାନେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତେବେ ଗରିବ ଶ୍ରେଣୀର କିନ୍ନର ମାନଙ୍କ ପାଖରୁ ସେମାନଙ୍କୁ ସ୍ଥାୟୀତ୍ବ ଦେବା ସହିତ ସେମାନଂକୁ ଟର୍ଚର୍ କରି ଟଙ୍କା ଆଦାୟ କରା ଯାଉଛି ଗହଣାଗାଣ୍ଠି ସବୁ ଛଡେଇ ନିଆ ଯାଉଛି ଏହି ଭଳି ବିଭିନ୍ନ ପ୍ରକାର ଦାବିରେ ରାଜ ରାସ୍ତାକୁ ଓହ୍ଲାଇ ଛନ୍ତି କିନ୍ନର ମାନେ।

ଏମିତିକି କିଛି ଗରିବ ଶ୍ରେଣୀର କିନ୍ନର ମାନେ ପଇସା ଦେବା ପାଇଁ ମନା କରିବାରୁ ମୀରା ତାଙ୍କୁ ପାୱାର ନାରେ ଧମକ ଦେଉଛନ୍ତି। କିନ୍ନର ମାନଙ୍କ ପାଇଁ ଆସୁଥିବା ସୁବିଧା ଗୁଡିକ ସବୁ ବନ୍ଦ୍ କରି ଦିଆଯିବ ବୋଲି ଧମକ ଦିଅନ୍ତି।ମାଡ ମଧ୍ୟ ମାରୁଛନ୍ତି।


ତେବେ କିନ୍ନର ମାନଙ୍କ କହିବା ଅନୁଯାୟୀ ମୀରା ପରିଡ଼ା ହେଉଛନ୍ତି ଜଣେ ପୁରୁଷ। ଗୋଟିଏ ଝିଅକୁ ବିବାହ କରିଥଲେ। ଆଉ ଟଙ୍କା ପାଇଁ ଆଜି ସେ ମାଇଚିଆ ହୋଇ ଯାଇଛି। ଆଜି ମୀରା ହତାରେ ଟଙ୍କା ପଇସା ବ୍ୟାଙ୍କ ବାଲାନ୍ସ ସବୁ କିଛି ରହିଛି। ସେଥି ପାଇଁ ସେ ତାଙ୍କ କିନ୍ନର ଛୁଆ ମାନଙ୍କୁ ପର କରିଦେଲା। କେବଳ ପାୱାର ପାଇବା ପାଇଁ ସେ କିନ୍ନର ହୋଇଛି।

ନହେଲେ ମୀରା ହେଉଛି ଜଣେ ପୁରୁଷ।ମୀରା ତାଙ୍କୁ ଟର୍ଚର କରୁଛନ୍ତି କହି ମାଷ୍ଟର କ୍ୟାଟିନ୍ ଛକରେ ଧାରଣାରେ। କିନ୍ନର ମାନଙ୍କ ହାଏ ହାଏ ତାଳି ମାଡରେ କମ୍ପିଲା ରାଜରାସ୍ତା।ତେବେ ବର୍ଷାରେ କିନ୍ନର ମାନେ ତଳେ ଗଡି ଗଡି ମୁଣ୍ଡ ପିଟି ପିଟି ମୀରା ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ଏହି କିନ୍ନର ମାନେ। ତେବେ ଦେଖିବାକୁ ବାକି ରହିଲା ମୀରାଙ୍କ ନାରେ ଲାଗିଥିବା ଅଭିଯୋଗ କେତେ ସତ ତାହା କେବଳ ତଦନ୍ତ ପରେ ଜଣା ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।