ମୁଁ ମୋ ପୁତୁରା ପାଖରେ ଶୋଇବି,ତା ବିନା ମୁଁ ବଞ୍ଚିପାରିବିନି,ସେ ମୋ ଜୀବନ,ଏମିତି କହିଲେ ଖୁଡୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି ଅସାଧୁ ଏବଂ ମନ୍ଦ କାର୍ଯ୍ୟ। ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ।
ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ । ଖୁଡି ପୁତୁରା ଭଳି ସଂପର୍କ କୁ ବି କଳଙ୍କିତ କରିବା ପାଇଁ ପଛଉ ନାହାନ୍ତି ।
ପୁତୁରା କହିଲେ କୁ ସାନବୋଉ ଲୋ ତୋ ବିନା ମୁଁ ବଂଚିପାରିବିନି ।ତୋତେ ନେଇ କେତେ ସ୍ବପ୍ନ ଦେଖିଛି l ତୋ ବିନା ମୋର ସବୁ ଅଧୁରା.. ଏତିକି କଥାରେ ପ୍ରେମରେ ଫସିଗଲା ସାନବୋଉ। ପୁଅ ବୟସର ପୁତୁରା ସାଙ୍ଗରେ ରଖିଲା ପ୍ରେମ ସମ୍ପର୍କ l
ସାନ ବୋଉ କହିଲା ତୁ ପରା ମୋର ପୁଅ ହେବୁ. କିନ୍ତୁ ପୁତୁରା କହିଲା ମୁଁ ତ ତୁମ ନିଜ ପୁଅ ନୁହଁ l ପରେ ଉଭୟ ରଖିଲେ ଶାରୀରିକ ସମ୍ପର୍କ। ପୁତୁରା ଦେଖାଇଲା ସାନ ବୋଉ କୁ କେତେ କଣ ସ୍ବପ୍ନ l ସାଙ୍ଗରେ ଧରି ବୁଲାଇଲା ପାର୍କ ସିନେମା , ଏହା ପରେ ବି ମନ ହେଲାନି ଶାନ୍ତି l
ପୁତୁରାର ଶେଷରେ ମା ଗୋଜବାୟାଣୀ ପାଖରେ ଦେଲା ସାନ ବୋଉ ଙ୍କ ମଥାରେ ସିନ୍ଦୁର କିଏ ଥିଲା ସାକ୍ଷୀ ନା କିଏ ଥିଲା ଦେଖଣାହାରୀ । ସାନ ବୋଉ ତାର ସ୍ବାମୀ ଓ ୨ ପୁଅ ଙ୍କୁ କଲା ପର। ସାମ୍ବାଦିକ ଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ପୁତୁରା ଘର ଆଗରେ ବସିଲା ସାନବୋଉ। ଆଖିରୁ ଗଡ଼ାଇଲା ଲୁହ l
ଏମିତି ଘଟଣା ସମାଜ ପାଇଁ ଏକ କଳଙ୍କିତ ଏଥିପାଇଁ ଆମେ ଏମିତି ଖବର ପ୍ରସାରଣ କରିବା ପୂର୍ବରୁ ଆମେ ସବୁ ଦିଗକୁ ଦେଖିଥାଉ l ଟୁଙ୍ଗୁରୁ ଭୋଳ ପ୍ରେମ କାହାଣୀ ଠାରୁ ଏମିତି ଘଟଣା ବହୁତ ଦେଖିବାକୁ ମିଳୁଛି l କିଏ କହୁଛି ମୋ ସ୍ୱାମୀ ପୁଅକୁ ମାରିଦେବି l
ଆଉ କିଏ କହୁଛି ମୋତେ ମାରିଦେବାକୁ ଧମକ ଦେଉଛି l ଦୁଇଟି ପିଲାର ମା କୁ ପ୍ରେମ କରୁଥିବା ପ୍ରେମିକ ମାନେ ହୋଇଯାଅ ସାବଧାନ l ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପେଣ୍ଠ ଗ୍ରାମରେ ପୁତୁରା ସହିତ ପ୍ରେମ ସମ୍ପର୍କ ରଖି ସାନବୋଉ ଏବେ ପୁତୁରା ଘର ଆଗରେ ଧାରଣା ଏବେ ସାନବୋଉ ହେବ କାହାର ପୁତୁରା ର ନା ସ୍ୱାମୀର l ଖୁଡି ଆସି ପୁତୁରା ଙ୍କ ଘର ସାମ୍ନା ରେ ଧାରଣା ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !