viral video – ଖାଦ୍ୟ ନୁହେଁ ମୋତେ ସବୁଦିନେ ସେକ୍ସ ଦରକାର,ପୁଣି ଥରେ ଭାଇରଲ ହେଲା ଏ ଅଭିନେତ୍ରୀଙ୍କ ବୟାନ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ସାଉଥ ସିନେମାରେ ସାମନ୍ଥା ଖୁବ୍‌ ଲୋକପ୍ରିୟ । ସମାନ୍ଥା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାନ୍ତି।ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଜବରଦସ୍ତ ଅଭିନୟ ଓ ଲୁକରେ ଦିୱାନା ହୋଇ ଯାଆନ୍ତି ଫ୍ୟାନସ୍ ମାନେ। ଅନ୍ୟ ଅଭିନେତ୍ରୀ ମଧ୍ୟରୁ ସେ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ।ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ସବୁଆଡେ ଚର୍ଚ୍ଚାକୁ ଆସିଥିଲେ।

ସାଉଥ ସୁନ୍ଦରୀ ସମାନ୍ଥା ରୁଥ ପ୍ରଭୁ ନିଜର ଜବରଦସ୍ତ ବୋଲ୍ଡ ଲୁକକୁ ନେଇ ସବୁବେଳେ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।୨୦୧୦ ମସିହାରେ ସେ ଟଲିଉଡରେ ଡେବ୍ୟୁ କରିଥିଲେ। “ୟେ ମାୟା ଚେସାଭେ” ଫିଲ୍ମରେ ଅଭିନୟ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।

ଫିଲ୍ମଫେଆର ଆୱାର୍ଡ ଫର ବେଷ୍ଟ ଡେବ୍ୟୁ ଆକ୍‌ଟ୍ରେସ୍‌ ମଧ୍ୟ ହାସଲ କରିଥିଲେ ସମାନ୍ଥା।ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ନାଗାର୍ଜୁନାଙ୍କ ପୁଅ ନାଗ ଚୈତନ୍ୟଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ସମାନ୍ଥା । ୭ ବର୍ଷ ରିଲେସନଶିପରେ ରହିଲା ପରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ କିନ୍ତୁ ବିବାହର ଚାରି ବର୍ଷ ପରେ ସାମନ୍ଥା ଏବଂ ନାଗା ଅଲଗା ହୋଇ ଯାଇଥିଲେ।

ତେବେ ଅଧିକାଂଶ ସମୟ ସେ ନିଜ ବୋଲ୍ଡ ମନ୍ତବ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ତେବେ ନିକଟରେ ତାଙ୍କର ଏକ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ଭିଡିଓରେ ସମାନ୍ଥା ଖାଇବାକୁ ଅପେକ୍ଷା କରି ହେବ କିନ୍ତୁ ସେକ୍ସକୁ ନୁହେଁ ବୋଲି ଏକ ବୋଲ୍ଡ ବୟାନ ଦେଇଛନ୍ତି ସାଉଥ ସୁନ୍ଦରୀ ସମାନ୍ଥା ରୁଥ ପ୍ରଭୁ।

 ଆଉ ତାଙ୍କର ଏହି ବୟାନକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ତେବେ ଆପଣ ମାନେ ଜାଣିଥିବେ ଏହି ସାଉଥ୍ ସୁନ୍ଦରୀଙ୍କ ସମାନ୍ଥା ରୁଥ ପ୍ରଭୁ ଆଗକୁ ଫିଲ୍ମ୍ ଖୁସି ଆସିବାକୁ ଯାଉଛି। ଡିଭୋର୍ସ ପରେ ଫିଲ୍ମ ପୁଷ୍ପା” ର ଆଇଟମ ଗୀତ “ଓ ଅଣ୍ଟା ମାମା” ପରେ ଏହି ଅଭିନେତ୍ରୀଙ୍କ ଆଉ କୈାଣସି ଫିଲ୍ମ୍ କରି ନାହାଁନ୍ତି। ତେବେ ଫିଲ୍ମ୍ ଖୁସିର ଫାଷ୍ଟ ଲୁକ ରିଲିଜ ପରେ ଏହି ସାଉଥ୍ ସୁନ୍ଦରୀଙ୍କ ପୂର୍ବରୁ ଦେଇଥିବା ବୟାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଖାଇବାକୁ ଅପେକ୍ଷା କରି ହେବ କିନ୍ତୁ ସେକ୍ସକୁ ନୁହେଁ ଏହି ବୟାନ ସମାନ୍ଥାଙ୍କ ଡିଭୋର୍ସ ପରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ଡିଭୋର୍ସ ପରେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରଥ୍ ପ୍ରଭୁ ବେଶ ଚର୍ଚ୍ଚାରେ ରହିଥିଲେ। ସାମନ୍ଥା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରର ବୟାନ ବର୍ତ୍ତମାନ ବେଶ ଭାଇରାଲ ହୋଇଛି ।

ସାମନ୍ଥାଙ୍କୁ ପଚରା ଯାଇଥିଲା କି ସେକ୍ସ ନା ଖାଦ୍ୟ କେଉଁଟା ଗୁରୁତ୍ୱପୂର୍ଣ୍ଣ । ଏହାର ଜବାବରେ ସାମନ୍ଥା କହିଥିଲେ, ସେକ୍ସ ପାଇଁ ସେ ସର୍ବଦା ଭୋକିଲା । ୨୦୧୭ରେ ସାମନ୍ଥା ସାକ୍ଷାତକାରରେ ଏହି ବୟାନ ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।