ଆଜିକାଲି ଦୁନିଆ ରେ ଏମିତି ପରିସ୍ଥିତି ଏମିତି ହେଲାଣି। ଶିକ୍ଷକ ମାନେ ବି ପାଠ ପଢାରେ ପିଲାମାନଙ୍କୁ ଭୁଲ୍ କହୁଛନ୍ତି। ଏପରି ଏକ ଅଭିନବ ଘଟଣା ଘଟିଛି କାମାଖିଆ ନଗରେ ସେଠାରେ ପିଲାମାନଙ୍କୁ ପାଠ ଜାଣିବା ତ ଦୁର ର କଥା ସାର୍ ମାନଙ୍କୁ ତ କିଛି ପାଠ ଜଣାନାହିଁ। ଗଣିତ ଶିକ୍ଷକଙ୍କ ଅଙ୍କ ଭୁଲ୍, ଇଂରାଜୀ ଶିକ୍ଷକଙ୍କ ଇଂରାଜୀ ଭୁଲ୍।ଶିକ୍ଷତ ଯୁବକ ଯୁବତୀ ପ୍ରତିବାଦ କରୁଛନ୍ତି ଆଉ ଯାହାଙ୍କୁ ପାଠ ଶାଠ ଜାଣନାହିଁ ସେମାନେ ଶିକ୍ଷକତା କରୁଛନ୍ତି।
ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବଂ ବିଦ୍ଯାଳୟ ଗୁଡିକ ର ନବକଳେ ବର କରୁଛନ୍ତି। ସ୍ମଟ୍ କ୍ଲସରୋମ ସାଙ୍ଗ କୁ ଶିକ୍ଷା ନିତି। କିନ୍ତୁ ଗଣଶିକ୍ଷା ବିଭାଗ ର ପାଠ୍ୟ ଘୋଷଣା ଭତରେ ଛାତ୍ର ଛାତ୍ରୀ ଏବଂ ତା ସହ ଭୁଲିଯାଇଛନ୍ତି ପାଠ ପଢା।
ଢେଙ୍କାନାଳ ଜିଲ୍ଲା ର କର ଜଙ୍ଗଲ ର ଜଯପୁରା କାଟେଣୀ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ଯାଳୟ। ଏପରି ଏକ ଅଭିନବ ଘଟଣା ଘଟିଛି କାମାଖିଆ ନଗରେ ସେଠାରେ ପିଲାମାନଙ୍କୁ ପାଠ ଜାଥା ସାର୍ ମାନଙ୍କୁ ତ କିଛି ପାଠ ଜଣାନାହିଁ। ଗଣିତ ଶିକ୍ଷକଙ୍କ ଅଙ୍କ ଭୁଲ୍, ଇଂରାଜୀ ଶିକ୍ଷକଙ୍କ ଇଂରାଜୀ ଭୁଲ୍। ଶିକ୍ଷତ ଯୁବକ ଯୁବତୀ ପ୍ରତିବାଦ କରୁଛନ୍ତି ଆଉ ଯାହାଙ୍କୁ ପାଠ ଶାଠ ଜାଣନାହିଁ ସେମାନେ ଶିକ୍ଷକତା କରୁଛନ୍ତି।ଣିବା ତ ଦୁର ର କ!
ଯେଉଁଠି ସପ୍ତମ ଶ୍ରେଣୀ ର ଶିକ୍ଷକଙ୍କୁ ଜଣା ନାହିଁ ଗଣିତ କଷା। ଛାତ୍ରଛାତ୍ରୀ ଙ୍କ ଅବସ୍ଥା ତ ନକହିବା ଭଲ। କୌଣସି ଉପାନ୍ତ ନୁେହଁ ରାଜନୈତିକ ଖେଳ କରୁଛନ୍ତି। ଆମ ପ୍ରତିନିଧି ସପ୍ତମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ଅନେକ ପ୍ରଶ୍ନ କରୁଛନ୍ତି। ହେଲେ ଉତ୍ତର ମିଳିଥିଲା ଆଶ୍ଚର୍ୟ୍ଯ ଜନକ।
ସପ୍ତମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ନା ଜଣା ଅଛି ସଂଖ୍ଯା ନା ଜଣା ଅଛି ଓଡିଶା ପାଠ କଥା ଅବା କୌଣସି ସାଧାରଣ କଥା।ଯେଉଁଠି ସପ୍ତମ ଶ୍ରେଣୀ ର ଶିକ୍ଷକଙ୍କୁ ଜଣା ନାହିଁ ଗଣିତ କଷା। ଛାତ୍ରଛାତ୍ରୀ ଙ୍କ ଅବସ୍ଥା ତ ନକହିବା ଭଲ। କୌଣସି ଉପାନ୍ତ ନୁେହଁ ରାଜନୈତିକ ଖେଳ କରୁଛନ୍ତି।
ଆମ ପ୍ରତିନିଧି ସପ୍ତମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ଅନେକ ପ୍ରଶ୍ନ କରୁଛନ୍ତି। ହେଲେ ଉତ୍ତର ମିଳିଥିଲା ଆଶ୍ଚର୍ୟ୍ଯ ଜନକ। ଏପରି ଏକ ଅଭିନବ ଘଟଣା ଘଟିଛି କାମାଖିଆ ନଗରେ ସେଠାରେ ପିଲାମାନଙ୍କୁ ପାଠ ଜାଥା ସାର୍ ମାନଙ୍କୁ ତ କିଛି ପାଠ ଜଣାନାହିଁ।
ଗଣିତ ଶିକ୍ଷକଙ୍କ ଅଙ୍କ ଭୁଲ୍, ଇଂରାଜୀ ଶିକ୍ଷକଙ୍କ ଇଂରାଜୀ ଭୁଲ୍। ଶିକ୍ଷତ ଯୁବକ ଯୁବତୀ ପ୍ରତିବାଦ କରୁଛନ୍ତି ଆଉ ଯାହାଙ୍କୁ ପାଠ ଶାଠ ଜାଣନାହିଁ ସେମାନେ ଶିକ୍ଷକତା କରୁଛନ୍ତି।ଆମେ ବି ପଚାରିଲୁ କିଛି ସହଜ ପ୍ରଶ୍ନ କିନ୍ତୁ ସାର୍ କହିପାରିଲେ ନାହିଁ। ଆଗକୁ କଣ ହେବ ଶିକ୍ଷା ର ବ୍ଯବସ୍ଥା। ସେହି ପାଇଁ ସମସ୍ତେ ଚିନ୍ତା ରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।