ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ – ଏଣିକି ସ୍ତ୍ରୀ ଛାଡି ଚାଲିଗଲେ ଆଉ ଗୋଟିଏ ବାହା ହୁଅ, ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ…..

ଆମ ଦେଶ ଭାରତ ସାରା ବିଶ୍ୱରେ ନିଜର ସମ୍ବିଧାନ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଏହି ସମ୍ବିଧାନ ରେ ଅନେକ ଆଇନ ବିଷୟରେ କୁହା ଯାଇଛି। ଅନେକ ନୀତି ନିୟମ ମଧ୍ୟ ରହିଛି ଯେଉଁ ଗୁଡିକୁ ଆମେ ଭାରତ ବାସୀ ମାନେ କେବେବି ଅମାନ୍ୟ କରିବା ଉଚିତ ନୁହେଁ। କାହିଁକି ନା ଏହି ନୀତି ନିୟମ ସହିତ ଆମ ଦେଶର ଶାନ୍ତି ଶୃଙ୍ଖଳା ଜଡିତ। ତେବେ ଏହି ନୀତି ନିୟମ ବା ଶୃଙ୍ଖଳା କୁ ଯେ କେହି ଭଙ୍ଗ କରିବ ତାର ବିଚାର ପାଇଁ ନ୍ୟାୟାଳୟ ଗୁଡିକ ରହିଛି।

ଏହି ନ୍ୟାୟାଳୟ ଗୁଡିକରେ ବ୍ୟକ୍ତି ମାନଙ୍କ ବିଷୟରେ ବିଚାର କରା ଯାଏ ଓ ଶୃଙ୍ଖଳା ଓ ଆଇନ ଭଙ୍ଗ କରିଥିଲେ ସେହି ବ୍ୟକ୍ତି କୁ ଉଚିତ ଦଣ୍ଡ ମଧ୍ୟ ମିଳିଥାଏ। ସବୁ ପକ୍ଷ ଶୁଣି ସାରିବା ପରେ ବିଚାର ପତି ଙ୍କୁ ଯାହା ଉଚିତ ଲାଗେ ସେ ଆଇନ ଅନୁଯାୟୀ ସେହି ଭଳି ଦଣ୍ଡ ଦେଇଥାନ୍ତି।ତେବେ ଆମ ଭାରତ ର ସମ୍ବିଧାନ ରେ ଏହା ବର୍ଣିତ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ଅଟେ। ଜାତି ବର୍ଣ୍ଣ ଧର୍ମ ନିର୍ବି ଶେଷରେ ଆଇନ ଅନୁଯାୟୀ ଯାହା ନିଷ୍ପତି ନିଆ ଯାଏ ତାହା କୁ ସମସ୍ତେ ମାନିବାକୁ ବାଧ୍ୟ ଅଟନ୍ତି।

କିନ୍ତୁ ବେଳେ ବେଳେ ନ୍ୟାୟାଳୟ ର ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥାଏ। ଆଉ କିଛି ଏପରି ନିଷ୍ପତି ଆସେ ଯାହା କି ଲୋକ ମାନେ ଆଗରୁ କେବେବି ଶୁଣି ନଥାନ୍ତି ତେବେ ସେହି ପରି ଏକ ନିଆରା ନିଷ୍ପତି ଶୁଣାଇ ଛନ୍ତି ପାଟନା କୋର୍ଟ । ସେହି ନିଷ୍ପତ୍ତି ଟି ହେଉଛି ଯଦି ଆପଣଙ୍କ ର ସ୍ତ୍ରୀ ଆପଣଙ୍କୁ ଛାଡି ଆଉ କାହାକୁ ବିବାହ କରୁଛନ୍ତି ତେବେ ଆପଣ ମଧ୍ୟ ଅନ୍ୟ ଝିଅ କୁ ବିବାହ କରି ପାରିବେ।

ଘଟଣା ଅନୁସାରେ ନଗେନ୍ଦ୍ର , ତାନିଆ ନାମକ ଏକ ଝିଅ କୁ ବିବାହ କରିଥିଲେ। ତାନିଆ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଚାହିଁଥିଲେ । ସ୍ତ୍ରୀ ର ଏହି ଇଛା ଦେଖି ସ୍ୱାମୀ ଜଣଙ୍କ ତାଙ୍କୁ ଉଚ୍ଚ ଶିକ୍ଷା ପଢ଼ାଇବା ପାଇଁ କଲେଜ ରେ ନାମ ଲେଖାଇଲେ। କିନ୍ତୁ କିଛି ଦିନ ପରେ ହଠାତ ତାଙ୍କର ପତ୍ନୀ କୁଆଡେ ଗାଏବ ହୋଇ ଯାଇଥିଲେ। ଯାହା ଫଳରେ ନଗେନ୍ଦ୍ର ତାଙ୍କୁ ବହୁତ ଖୋଜିଥିଲେ। ଅନେକ ଖୋଜିବା ପରେ ସେ ଜାଣିବାକୁ ପାଇଥିଲେ କି ତାଙ୍କର ସ୍ତ୍ରୀ ରାଜୀବ ନାମକ ଆଉ ଜଣେ ପୁଅ କୁ ନିଜ ଇଚ୍ଛାରେ ବିବାହ କରି ନେଇଛନ୍ତି।

ଏକଥା ଜାଣିବା ପରେ ନଗେନ୍ଦ୍ର କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ଓ ନିଜର ସମସ୍ତ ଅଭିଯୋଗ ଶୁଣାଇଥିଲେ। ତେବେ ନଗେନ୍ଦ୍ର ଙ୍କର ସବୁ କଥା ଶୁଣିବା ପରେ ପାଟନା କୋର୍ଟ ଏକ ନିଆରା ନିଷ୍ପତି ଦେଇଥିଲେ। ନିଷ୍ପତି ଟି ଏହା ଥିଲା କି ଯଦି ତୁମ ସ୍ତ୍ରୀ ଆଉ କାହାକୁ ନିଜ ଇଛାରେ ବିବାହ କରି ଛନ୍ତି ତେବେ ତୁମେ ମଧ୍ୟ ତାଙ୍କୁ ଭୁଲି ଆଉ ଜଣେ ଝିଅ ଦେଖି ତାକୁ ବିବାହ କରିନିଅ। କୋର୍ଟ ଙ୍କର ଏହି ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।