Exclusive : ମୁଁ ଦୀନେଶ ଠୁ ବଡ ଜାଣିବି ସେ ମୋ ସହିତ,ବିବାହ ହେବି ବୋଲି କହିବାରୁ ମୋ ସହ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରଖିଲା,ଏମିତି କହିଲେ ଦୀପିକା, ଦେଖନ୍ତୁଇ ଏହି viral ଭିଡ଼ିଓ ଟିକୁ…

ପ୍ରେମିକ ଘର ବାହାରେ ଧାରଣା ରେ ବସି ଲେ ମହିଳା । ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଲେ । ଆଉ ପରେ ଅନ୍ୟ କାହାକୁ ବାହା ହେବା ପାଇଁ ପ୍ରୟାସ ଚଳାଇଥିବା ରୁ ନିଜ ପ୍ରେମିକ ଙ୍କ ଘର ବାହାରେ ରାତି ସାରା ଧାରାଣା ଦେଇଛନ୍ତି ମହିଳା । ଘଟଣା ଟି ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର । ଯୁବକ ଦିନେଶ ଗତ କିଛି ବର୍ଷ ଧରି କେ.ଦୀପିକା ଙ୍କୁ ପ୍ରେମ କରୁଥିଲେ ।

ଏହା ପରେ ଦୀପିକା ଗର୍ଭବତୀ ହେବା ରୁ ତାଙ୍କୁ ଛାଡି ଦେଇ ଅନ୍ୟତ୍ର ବିବାହ କରିବା କୁ ଉଦ୍ୟମ କଲେ ଦିନେଶ । ଏ ନେଇ ଟାଉନ ଥାନା ରେ ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଦିନେଷ ଗିରଫ ହୋଇଥିଲେ । ପରେ ଜାମିନ୍ରେ ମୁକୁଳି ଥିଲେ ।

ଘଟଣା ଏବେ ହାଇକୋର୍ଟ ରେ ବିଚାରଧୀନ ଥିବା ବେଳେ ଏବେ ଦିନେଶ ଙ୍କ ପିରବାର ଲୋକେ ତାଙ୍କୁ ଅନ୍ୟତ୍ର ବିବାହ କରିବା କୁ ଯାଉଥିବା ଖବର ପାଇଲେ ଦୀପିକା । ଯାହାକୁ ନେଇ ଦିନେଶ ଙ୍କ ଘର ବାହାରେ ନିଜ ଏକ ବର୍ଷ ର ଶିଶୁ ପୁତ୍ର କୁ ନେଇ ଧାରଣା ରେ ବସିଛନ୍ତି ଦୀପିକା ।

୧୦ ଦିନ ହେଲା ଦିନେଶ ଙ୍କ ଘର ଆଗରେ ଧାରଣା ରେ ବସି ରହିଛନ୍ତି କେ.ଦୀପିକା । ନିଜ ର ହକ ଓ ନିଜର ୧ ବର୍ଷର ଛୁଆ ର ପରିଚୟ ଦାବି ନେଇ ଦୀପିକା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହି ରେ ଧାରଣା ଦେଇଛନ୍ତି । ବିବାହ ର ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ଦୀପିକା ଅଭିଯୋଗ କରିଥିଲେ ।

ଆପଣ ମାନେ ଜାଣିଥିବେ ଦେଶୀବେହେରା ସାହି ର ଦିନେଶ 2 ବର୍ଷ ତଳେ ଦିପିକା ଙ୍କ ସହିତ ସଂମ୍ପର୍କ ରଖିଥିଲେ । ଦିନେଶ ବିବାହ ର ପ୍ରତିଶୃତି ଦେଇ ଦିପିକା ଙ୍କ ସହିତ ସହିତ ସଂମ୍ପର୍କ ସ୍ଥାପନା କରିଥିଲେ । ପରେ ଦିପିକା ଗର୍ଭବତୀ ହେବା ରୁ ତାଙ୍କୁ ଛାଡି ଦେବା କୁ କହିଥିଲେ । ଏବେ ଦିପିକା ଙ୍କର 19 ମାସର ପୁଅ ରହିଛି । ତେବେ ଏବେ ଦିପିକା ଙ୍କ ସହିତ ବିବାହ ପାଇଁ ଦିନେଶ ରାଜି ନଥିବା ବେଳେ ଅନ୍ୟତ୍ର ବିବାହ ପାଇଁ ତାଙ୍କର ପରିବାର ଲୋକ ପ୍ରଚେଷ୍ଟା କରୁଥିବାର ଅଭିଯୋଗ ଆସିଛି ।

ଜାହାକୁ ବିରୋଧ କରି ଦୀପିକା ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଦୀପିକାଙ୍କ ଦାବିକୁ ସମର୍ଥନ କରି ତାଙ୍କ ସହ ଧାରଣା ରେ ବସି ରହିଛନ୍ତି ସମାଜ ସେବୀ ପ୍ରମିଳା ତ୍ରିପାଠୀ । ଉଭୟ ଙ୍କ ଭେସ୍‌ପା ସୋ ରୁମରୁ ହୋଇଥିଲା ପ୍ରଥମେ ଦେଖା ।

ପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ପରସ୍ପରଙ୍କ ସହ କଥା ହୋଇଥିଲେ । ଧିରେ ଧିରେ ଭଲପାଇବା ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନକୁ ଏକାଠି ବୁଲିବାକୁ ଯାଇଥିଲେ । ଦୁଇଟି ମନ ମିଶିବା ପରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ଦୀପିକା ଦିନେଶ ଠାରୁ ବଡ଼ ବୋଲି ଜାଣି ସେକ୍ସ୍ କରିଲା । ବିବାହ କରିବେ କହିଲା କୁ ଦୀପିକା ସ୍ବାମୀ ସ୍ତ୍ରୀ ର ସମ୍ପର୍କ ରଖିଲା ଓ ପୁଅ ବି ହେଲା କିନ୍ତୁ ଏବେ ଦୀପିକା କୁ ସ୍ତ୍ରୀ ର ମାନ୍ୟତା ଦେବେ ନାହିଁ ବୋଲି କହିଥିଲେ ଓ ଏଇଠି ପାଇଁ ସେ ଧାରଣା ରେ ବସି ନ୍ୟାୟ ମାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।