ଗ୍ରାହକଙ୍କ ପାଇଁ ଖୁସି ଖବର; ଷ୍ଟେଟ୍ ବ୍ୟାଙ୍କରେ ଖାତା ଥିଲେ ପାଇ ପାରିବେ 2 ଲକ୍ଷ ଟଙ୍କା, ଜାଣି ରଖନ୍ତୁ କିପରି…..ସେୟାର କରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ
SBI ଗ୍ରହକ ମାନଙ୍କ ପାଇଁ ଖୁସି ର ଖବର । ଏଣିକି ଦୁଇ ଲକ୍ଷ ପର୍ଯ୍ୟନ୍ତ ପଇସା ଉଠାଇ ପାରିବେ । ତେବେ କେଉଁ ମାନେ ଏହି ଲାଭ ଉଠାଇ ପାରିବେ । ତେବେ ଆଜି ଆମେ ଆପଣଂକୁ କହିବା ପାଇଁ ଯାଉଛୁ । SBI ରେ ଯେଉଁ ମାନେ ଖାତା ଖୋଲି ଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ସେମାନେ ଏବେ ମାଲା ମାଲ ହେବାକୁ ଯାଉ ଛନ୍ତି ।
SBI ବ୍ୟାଙ୍କ ରେ ନୂଆ ଖାତା ଖୋଲି ଥିବା ବ୍ୟକ୍ତି ମାନେ ମଧ୍ୟ ବହୁତ ଲାଭ ପାଇ ପାରିବେ । ତେବେ ଏହି ସୁବିଧା ଆପଣଂକୁ କେନ୍ଦ୍ର ସରକାର ଦେଇ ପାରିବେ । ଆଗରୁ SBI ର ଗ୍ରହକ ମାନେ କମ ସୁଧ ପାଉ ଥିବା ବେଳେ , ଏବେ କିନ୍ତୁ ଅଧିକ ମାତ୍ରା ରେ ସୁଧ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଯେଉଁ ମାନଙ୍କର SBI ରେ ଖାତା ଅଛି , ସେମାନେ କେଉଁ ଲାଭ ପାଇ ପାରିବେ ।
SBI ର ଏକାଉଣ୍ଟ ର ଗ୍ରହକ ମାନେ 2 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ ଲାଭ । ତେବେ ଆର୍ଥିକ ସ୍ଥର ରେ ଅର୍ଣ୍ଣ ଅଗ୍ର ସର ଲୋକ ମାନଙ୍କ ପାଇଁ ଏହି ସୁବିଧା ରଖା ଯାଇଛି । ଯାହାକି ଜନ ଧନ ଏକାଉଣ୍ଟ ଥିବା ଗ୍ରାହକ ମାନେ ପାଇ ପାରିବେ । ଜନଧନ ଏକାଉଣ୍ଟ ସହିତ ରୁ ପେ ଡେବିଟ କାର୍ଡ ରଖି ଥିବା ଗ୍ରହକ ଙ୍କୁ ଏହି ସୁବିଧା ପ୍ରଦାନ କରା ଯିବ । ତେବେ ଏହି କାର୍ଡ ଥିଲେ 2 ଲକ୍ଷ ଯାଏଁ ଦୁର୍ଘଟଣା ଜନିତ ବୀମା ଆପଣ ମାନେ ପାଇ ପାରିବେ । ଏହା ସହିତ ରୂପେ କାର୍ଡ ରୁ ପଇସା ଦିଆ ନିଆ ହୋଇ ପାରିବେ । 1,6 ମାସରେ ପଇସା ଓଭର ଡ୍ରାପ 2,2 ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ବୀମା 3,30 ହଜାର ଟଙ୍କା ର ଲାଇଫ କଭର ଯାହା ମୃତୁ ପରେ ପ୍ରଦାନ କାରା ଯାଇ ପାରେ ।
ତେବେ ଆପଣ ମାନେ ଏବେ ଯଥା ଶୀଘ୍ର ଯଦି ଆପଣଙ୍କର SBI ରେ ଖାତା ନାହିଁ ତାହାଲେ ଆପଣ ଯଥା ଶୀଘ୍ର ଏହି ଏକାଉଣ୍ଟ କୁ ଖୋଲି ଦିଅନ୍ତୁ । ଏଭଳି ସୁଯଗ ଆପଣ ଆଉ କେଉଁ ବ୍ୟାଙ୍କ ରୁ ପାଇ ପାରିବେ ନାହିଁ । ତେଣୁ ଆପଣ ଏହି ବ୍ୟଙ୍କ ରେ ଖାତା ଖୋଲିବା ଦ୍ୱାରା ଆପଣ ବହୁତ ଲାଭ ଵାନ ହୋଇ ପାରିବେ । ଯଦି ଆପଣଙ୍କ ର ମୃତୁ ହୋଇ ଯାଏ , ତାହାଲେ ଆପଣ ପ୍ରଚୁର ଟଙ୍କା ପାଇ ପାରିବେ । ଏବଂ ଯଦି ଆପଣଙ୍କ ର ମୃତୁ ହେଇ ଯାଉଛି । ତାହାଲେ ଆପଣଙ୍କ ର ପରି ବାର ଏଥିରେ ଲାଭ ଉଠାଇ ପାରିବେ । ତେବେ ଆଉ ଡେରି ନ କରି ଯଥା ଶୀଘ୍ର ଏହି ବ୍ୟାଙ୍କ ରେ ଖାତା ଟିଏ ଖୋଲି ଦିଅନ୍ତୁ । ତେବେ ଏହା ଆପଣଙ୍କ ର ଲାଭ ହେବା ସହିତ ଆପଣଙ୍କ ର ପରିବାର ର ମଧ୍ୟ ଲାଭ ହୋଇ ପାରିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।