IAS Interview- ଗୋରୀ ଝିଅ ମାନଙ୍କ ର କେଉଁ ଜିନିଷ ଟି କଳା ହୋଇ ଥାଏ ? ଦମ ଅଛି ଯଦି ଉତ୍ତର ଦିଅ…

ଗୋଟେ ସରକାରୀ ଚାକିରୀ କରିବା ପାଇଁ ଆମକୁ ବହୁତ କଷ୍ଟ କରିବା ପାଇଁ ପଡି ଥାଏ । ଆଜି କାଲିର ପିଲା ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଫାଷ୍ଟ ହେଉ ଛନ୍ତି । କିନ୍ତୁ ଗୋଟେ ସରକାରୀ ଚାକିରୀ କରି ପାରୁ ନାହାନ୍ତି । ଏହାର କାରଣ ବହି ଭିତରୁ ପ୍ରଶ୍ନ ପଡି ଥିଲେ ସିନା ଜଣେ ଛାତ୍ର ସରଜାରୀ ଚାକିରୀ କରି ପାରିବ । କିନ୍ତୁ ଗୋଟେ ପିଲା ସ୍କୁଲ ରେ ଥର୍ଡ ହୁଏ ସିଏ କିନ୍ତୁ ଚାକିରୀ କରି ପକାଏ । ଏହାର ଗୋଟିଏ କାରଣ ଗୋଟେ ପ୍ରଥମ ଶ୍ରେଣୀ ଅଧିକାର କରୁ ଥିବା ଛାତ୍ର ସବୁ ବେଳେ ବହି ପଢି ଥାଏ । କିନ୍ତୁ ଜଣେ ଥର୍ଡ କ୍ଲାସ ର ପିଲା ପାଠ ସହିତ ସାଠ ମଧ୍ୟ ପଢି ଥାଏ । ତେବେ ଗତ ଥର ଗୋଟେ ପ୍ରଶ୍ନ IAS ରେ ପଡି ଥିଲା ।

ତେବେ ପ୍ରଶ୍ନ ଟି ହେଉଛି । ଗରା ଝିଅ ମାନଙ୍କର କେଉଁ ଜିନିଷ ଟି ସବୁ ଠାରୁ କଳା ହୋଇ ଥାଏ । ତେବେ ଏହାର ଉତ୍ତର ଜଣେ ଝିଅ ଦେଇ ଥିଲା । ତେବେ ସେ ଯାହା କହି ଥିଲା ଆପଣ ମାନେ ସେହି ଉତ୍ତର ଟି ଜାଣି ପାରୁ ଥିବେ । କିନ୍ତୁ ତାର ଉତ୍ତର ଅଲଗା କିଛି ଅଛି । ତେବେ ସେହି ପରୀକ୍ଷା ରେ ବହୁତ ଜଣ ଫେଲ ହୋଇ ଥିଲେ । ସେଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତର କହିବୁ । ଯାହା ଆପଣଙ୍କ କାମ ରେ ଲାଗି ପାରେ ।


1, କେଉଁ ଯିବ ନିଆଁ ରେ ଫାଟିଲେ ବାରୁଦ ଭଳି ଫାଟି ଥାଏ ।
ଉ, ଏହାର ଉତ୍ତର ଟି ହେଉଛି ବୁଢିଆଣି ।

2, କୁହନ୍ତୁ ଦେଖି କେଉଁ ଦେଶର ଲୋକେ ଅଧିକ ଆତ୍ମ ହତ୍ୟା କରି ଥାନ୍ତି ।
ଉ, ଚୀନ ରେ ଅଧିକ ଲୋକ ଆତ୍ମ ହତ୍ୟା କରି ଥାନ୍ତି ।

3, ଭାରତର କେଉଁ ଠାରେ ଆଗରେ ସୁର୍ଯ୍ୟ କିରଣ ପଡି ଥାଏ ।
ଉ, ଅରୁଣାଚଳ ପ୍ରଦେଶ ରେ ପ୍ରଥମେ ସୁଯ୍ୟ କିରଣ ପଡି ଥାଏ ।

4, ଗୋରୀ ଝିଅ ମାନଙ୍କ ର କେଉଁ ଜିନିଷ ଟି ସବୁ ଠାରୁ କଳା ହୋଇ ଥାଏ ।
ଉ, ଗୋରୀ ଝିଅ ମାନଙ୍କ ର ଆଖି ପତା ଟି ବହୁତ କଳା ହୋଇ ଥାଏ ।


5, ଏମିତି କେଉଁ ଜିନିଷ ଯାହା ବଢି ଥାଏ କେବେ କମି ନ ଥାଏ ।
ଉ, ଉଚ୍ଚତା ବା ବୟସ କେବେ କମି ନ ଥାଏ ।

6, ଶରୀର ର କେଉଁ ଅଙ୍ଗରେ ଝାଳ ବହି ନ ଥାଏ ।
ଉ, ଶରୀର ର ଓଠ ରୁ ଝାଳ ବହି ନ ଥାଏ ।

7, ଦୁନିଆ ରେ କେଉଁ ଜିନିଷ ତଳେ ପଡିଲେ ଭାଙ୍ଗି ନ ଥାଏ ।

ଉ, ବର୍ଷା ପାଣି ତଳେ ପଡିଲେ ଭାଙ୍ଗି ନ ଥାଏ । ତେବେ ଏହି ଭଳି ପ୍ରଶ୍ନ ବହୁତ ଆସି ଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।