ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ |ତେବେ ଯଦି ଆମ ଶରୀରରେ ବିଭିନ୍ନ ପ୍ରକାରର ସମୟ ମାନ ଦେଖା ଯିବ ତାହେଲେ ଆମେ ବହୁତ କଷ୍ଟ ପାଉ | ତେବେ ପୁରୁଣା ରୁ ଅତି ପୁରୁଣା ରୋଗ ଥିଲେ ମାତ୍ର ଅଳ୍ପ ଦିନରେ ଗୋଟିଏ ଘରେଇ ଉପଚାର ଦ୍ୱାରା ଏହାକୁ ଭଲ କରନ୍ତୁ | ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ କିଡ଼ନୀ ରେ ପଥର ଜମା ହେବା,ମୁଣ୍ଡ ବିନ୍ଧା, ଚର୍ମ ରୋଗ,ଏହି ପରି ରୋଗ ସବୁ ଦେଖା ଯାଏ |ତେଣୁ ଏହି ସବୁ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜେ ନିଜର ଘରେ ରହି ଅମର ପୋଇ ପତ୍ର ରୁ ଉପଚାର ପ୍ରସ୍ତୁତ କରି ମାତ୍ର କିଛି ସମୟରେ କରିପାରିବେ |ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ଏହି ସବୁ ରୋଗରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ହେଲେ ସେହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ତାହାଲେ ପ୍ରଥମେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ |
ଆବଶ୍ୟକୀୟ ଉପକରଣ :-
ଅମର ପୋଇ
ପ୍ରସ୍ତୁତି ପ୍ରଣାଳୀ :-
ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତ ପାଇଁ ଆପଣଙ୍କୁ ପ୍ରଥମେ କିଛି ଅମର ପଇ ପତ୍ର ନିୟନ୍ତୁ ଓ ତାକୁ ଭଲ ଭାବରେ ଧୋଇଦିୟନ୍ତୁ | ଏହାପରେ ଏହି ପତ୍ର କୁ ଭଲ ଭାବରେ ବାଟି ସେଥିରୁ ରସ ବାହାର କରିନିୟନ୍ତୁ ଓ ଏହାକୁ ସେବନ କରନ୍ତୁ ଦେଖିବେ ଆପଣଙ୍କର ମୁଣ୍ଡ ବିନ୍ଧା, କିଡ଼ନୀ ରେ ପଥର ଜମା ହେଇଥିଲେ ତାହା ଅତି ସହଜ ରେ ଭଲ ହେଇଯାଇଥାଏ | ଆପଣ ଏହାର କାଢା ପ୍ରସ୍ତୁତ କରି ମଧ୍ୟ ସେବନ କରିପାରିବେ |
ଏବେ ଆସନ୍ତୁ ଜାଣିବା ଏହାର କାଢା ପ୍ରସ୍ତୁତି ବିଷୟ ରେ |
ତେବେ ଦର୍ଶକ ବନ୍ଧୁ ଏହାର କାଢା ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ 5. ରୁ 6 ଟି ଅମର ପଇ ର ପତ୍ର ନେବାକୁ ହେବ | ତାପରେ ଏହି ପତ୍ର କୁ ଭଲ ଭାବରେ ଧୋଇଦିୟନ୍ତୁ ଓ ଏକ ପାତ୍ର ନେଇ ଗ୍ୟାସ ରେ ବସାନ୍ତୁ ଓ ସେଥିରେ ଏକ ଗ୍ଲାସ ପାଣି ଦିୟନ୍ତୁ | ତାପରେ ସେଥିରେ ଅମର ପଇ ପତ୍ର ଦେଇ ଏହି ପାଣି କୁ ଭଲ ଭଲ ଭାବରେ ଫୁଟାନ୍ତୁ |
ଏହାକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ସେ ପାଣି ଫୁଟି ଫୁଟି ଅଧା ଗ୍ଲାସ ନ ହେଇଛି | ତାପରେ ଏହି ପାଣି ଛାଣି ନେଇ ସେଥିରେ 50 ଏମଏଲ ସିଲାଜିତ ଓ ଦୁଇ ଚାମଚ ମହୁ ଦେଇ ଏହାକୁ ପ୍ରତିଦିନ ସେବନ କରନ୍ତୁ | ଦେଖିବେ ଏହି ପତ୍ର ସେବନ କରିବା ଦ୍ୱାରା ଆପଣଙ୍କର ଶରୀର ଥିବା ବିଭିନ୍ନ ପ୍ରକାର ରୋଗ ମାତ୍ର ଅଳ୍ପ ଦିନରେ ଦୂର ହେଇଯିବ |
ତେବେ ଏହିଭଳି ଭାବରେ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଆମ ଶରୀରରେ ଦେଖା ଯାଉଥିବା କିଡ଼ନୀ ରେ ପଥର ଜମା ହେବା,ମୁଣ୍ଡ ବିନ୍ଧା, ଚର୍ମ ରୋଗ,ଏହି ପରି ରୋଗ ସବୁରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।