sadhubani-ଶୋଇବା ବେଳେ ପ୍ରତ୍ୟକ ସ୍ତ୍ରୀ ନିଜର ସ୍ୱାମୀ ର ଏହି ଜିନିଷ କୁ ଧରି ଶୁଅନ୍ତୁ। …. ଏପରି କଲେ ହେବ ଧନର ବର୍ଷା।

ମୁଦ୍ରା ର ଦୁଇଟି ପାର୍ଶ୍ଵ ପରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ହୋଇଥାନ୍ତି। ଜଣେ ଅନ୍ୟ ବିନା ଅସମ୍ପୂର୍ଣ୍ଣ ଅଟେ। ବିବାହ ପରେ ଘରକୁ ସ୍ତ୍ରୀ ଟିଏ ଆସିଲେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଲେ କାରଣାସ୍ତ୍ରୀ ମାନଙ୍କ ର ପାଦ ପଦ୍ମ ରେ ମାତା ଲକ୍ଷ୍ମୀ ଙ୍କ ର ବାସ ଥାଏ।

ତେଣୁ ସଦା ସର୍ବଦା ନାରୀ ମାନଙ୍କୁ ସମ୍ମାନ ଦେବା ଉଚିତ । ଯଦି ଏହାର ବିପରୀତ କିଏ କରେ ଅର୍ଥାତ ନାରୀ ମାନଙ୍କୁ ଅସମ୍ମାନ କରେ ତେବେ ନିଶ୍ଚିତ ଭାବରେ ସେ ଲୋକ ମାତା ଲକ୍ଷ୍ମୀ ଙ୍କ ର କୋପ ର ଶିକାର ହୋଇଥାଏ। ମାତା ଲକ୍ଷ୍ମୀଙ୍କ କୁ ପ୍ରଭାବ ରୁ ତାର ଧନ ଜନିତ ସମସ୍ୟା ଦେଖା ଦେଇ ଥାଏ।

ଆଗ କାଳରେ ସ୍ୱାମୀ ଓ ସ୍ତ୍ରୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝା ବଣ ରହୁଥିଲା। ସେମାନେ ପରସ୍ପର କୁ ସମ୍ମାନ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ପୁରୁଷ ମାନେ ନାରୀ ମାନଙ୍କୁ ସମ୍ମାନ ଦେବା ପରିବର୍ତେ ସେମାନଙ୍କୁ ଅତ୍ୟାଚାର କରୁ ଛନ୍ତି। ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଥାନ୍ତି ଓ ଯାହା ର ପରିଣାମ ସେ ଲୋକ କୁ ନିଶ୍ଚିତ ଭାବରେ ଭୋଗିବାକୁ ହୁଏ।

ଘର ର ପିଲା ମାନେ ମଧ୍ୟ ବଡ ମାନଙ୍କ ପାଖରୁ ଶିଖି ଥାଆନ୍ତି। ଘରେ ବଡ ମାନେ ଯେପରି ଏବେ ଛୋଟ ମାନେ ବି ସେହି ପରି ହେବେ। ତେଣୁ ସର୍ବଦା ଘରେ ମିଠା ଭାଷାରେ ଓ ଭଲ କଥା ହେବା ଉଚିତ। ଏହା ସହ ମଧୁର ସମ୍ପର୍କ ମଧ୍ୟ ରଖିବା ଉଚିତ।

ଏପରି କଲେ ଘର ର ସବୁ ଲୋକ ଖୁସିରେ ରହି ଥାନ୍ତି। ତେବେ ଆପଣ ମାନେ ଲକ୍ଷ କରିଥିବେ ଯେ ମାତା ଲକ୍ଷ୍ମୀ ସମୁଦ୍ର ମଝିରେ ଶେଷ ନାମରେ ବସିଥିବା ଵିଷ୍ଣୁ ଙ୍କ ର ପାଦ କୁ ଧରି ଛନ୍ତି। ଏପରି ଆପଣ ଅନେକ ଫୋଟ ରେ ଦେଖିଥିବେ।

ନୀତି ଅନୁଯାୟୀ ଯେଉଁ ସ୍ତ୍ରୀ ଶୋଇବା ପୂର୍ବରୁ ତାଙ୍କର ସ୍ୱାମୀ ଙ୍କ ର ପାଦ କୁ ଦବାଇ ଥାନ୍ତି ତାଙ୍କ ଗଜରେ ସର୍ବଦା ମାତା ଲକ୍ଷ୍ମୀ ଙ୍କ ର କୃପା ଦୃଷ୍ଟି ପଡିଥାଏ। କଥାରେ ଅଛି ପୁରୁଷ ମାନଙ୍କ ର ପାଦ ପାଖରୁ ଆରମ୍ଭ କରି ପିଣ୍ଡଳୀ ପର୍ଯ୍ୟନ୍ତ ଶନି ଦେବ ଙ୍କ ର ବାସ ଅଛି।

ସେହି ପରି ସ୍ତ୍ରୀ ମାନଙ୍କ ର ହାତରେ ଶୁକ୍ର ଦେବ ଙ୍କ ର ବାସ ଅଛି। ଚଣକ୍ୟ ନୀତି ଅନୁଯାୟୀ ଯେତେବେଳେ ଶନି ଓ ଶୁକ୍ର ଏକାଠି ରୁହନ୍ତି ସେତେବେଳେ ଧନ ର ବର୍ଷା ହୋଇଥାଏ। ଏଣୁ ସବୁ ସ୍ତ୍ରୀ ମାନେ ଶୋଇବା ପୂର୍ବରୁ ସେମାନଙ୍କ ର ସ୍ୱାମୀ ର ପାଦ କୁ ଦବାଇବା ଉଚିତ । ଯାହା ଫଳରେ ଘରେ ମାତା ଲକ୍ଷ୍ମୀ ଙ୍କ ର ବାସ ରହିବ। ଏପରି କଲେ ଆପଣଙ୍କ ଘରେ କେବେବି ଧନ ର ଅଭାବ ରହିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।