Exclusive Video – ବଳରାମ କହିଲେ … ଚଉଠି ରାତିରେ ମୋତେ ନନ୍ଦିନୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଦେଲେ ନାହିଁ ,କହିଲେ ମୋର ବର୍ଷେ ମାନସିକ ରହିଛି।,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଆପଣ ମାନେ ତ ନନ୍ଦିନୀ ଆଉ ବଳରାମ କଥା ଜାଣି ଥିବେ । ଆଜି କାଲି ର ଝିଅ ମାନେ ଏତେ ତଳକୁ ଖସି ଯାଉ ଛନ୍ତି , ତାହା ନନ୍ଦିନୀ କୁ ଦେଖିଲେ ଜାଣି ପାରିବେ । ବିବାହ ପରେ ମଧ୍ୟ ନନ୍ଦିନୀ ପର ଲୋକ ସହିତ ମିସୁଛି । ତେବେ ଆଜି ବଳରାମ କିଛି କଥା କହି ଛନ୍ତି ଯାହା ଆଜି ଆମେ ଆପଣଂକୁ ଜଣାଇବୁ ।
ତେବେ ବଳରାମ କହି ଥିଲେ ନନ୍ଦିନୀ ଯାହା କହୁଛି ସବୁ ମିଛ କଥା । କିଏ କାହାକୁ ଗୋଟିଏ ଦିନରେ ଜବରଦସ୍ତ ବିବାହ କରି ଘରକୁ ଆଣି ପାରେ ନା । ତେବେ ଆପଣ ପ୍ରଥମେ ଜାଣନ୍ତୁ ନନ୍ଦିନୀ ବଳରାମ ବିଷୟ ରେ କଣ କହି ଥିଲା । ନନ୍ଦିନୀ କହି ଥିଲା ।
ବଳରାମ ଜଣେ ରଙ୍ଗ ମୁସ୍ତ୍ରୀ କିନ୍ତୁ ସେ ମୋତେ କହି ଥିଲେ ମୁଁ ଜଣେ ବଡ ବିଲଡର । କେବଳ ସେତିକି କହି ନ ଥିଲେ ନନ୍ଦିନୀ । ଚଉଠି ରାତି ଦିନ ବଳରାମ ତାକୁ ବହୁତ ଟରଚର ମଧ୍ୟ କରି ଥିଲେ । ଆଉ ଗୋଟିଏ ଦିନର ରେ ମୋତେ ବିବାହ କରି ମୋତେ ଘରକୁ ଆଣି ଥିଲେ । ତେବେ ନନ୍ଦିନୀ କହି ଥିଲେ ।
ତାଙ୍କର ଲଗ୍ନ ଧରା ଯୋଉ ଦିନ ହୋଇ ଥିଲା । ଠିକ ସେହି ଦିନ ତାଙ୍କର ବିବାହ ମଧ୍ୟ ହୋଇ ଥିଲା । ଆଉ ଏହି ବିବାହ ଜର ଜବରଦସ୍ତ ହୋଇ ଥିଲା । ତେବେ ଆଜି ବଳରାମ ଯାହା କହି ଛନ୍ତି ଶୁଣନ୍ତୁ । ବଳରାମ କହି ଥିଲେ ନନ୍ଦିନୀ କୁ ମୁଁ ବାହା ହେଇଚି ସତ ହେଲେ ଜର ଜବରଦସ୍ତ କରି ବିବାହ କରି ନାହିଁ ।
ଯଦି ମୁଁ ତାକୁ ଜବରଦସ୍ତ କରି ବିବାହ କଲି ତେବେ ସେ କଣ ପାଇଁ କିଛି କହିଲେ ନାହିଁ । ତେବେ ବିବାହ ର ଚଉଠି ରାତି ରେ ମୁଁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଯାଇ ଥିଲି । କିନ୍ତୁ ନନ୍ଦିନୀ ମୋତେ ମନା କରି ଥିଲେ । ସେହି କହି ଥିଲେ ମୁଁ ତୁମ ସହିତ ଗୋଟିଏ ବର୍ଷ ଶାରୀରିକ ସମ୍ପର୍କ ରଖି ପାରିବି ନାହିଁ । ମୁଁ ଯେତେ ବେଳେ କାରଣ ପଚାରି ଥିଲି ।
ସେ ମୋତେ କହି ଥିଲେ ମୋର ଗୋଟେ ବର୍ଷ ମାନସିକ ରହିଛି । ମୁଁ କାହାରି ସହିତ ଶାରୀରିକ ସମ୍ପର୍କ ରଖି ପାରିବି ନାହିଁ । ତେଣୁ ମୁଁ ତାଙ୍କ କଥା କୁ ମାନି ମୁଁ ଆଉ ଗୋଟେ ଘରେ ଶୋଇଲି । କିନ୍ତୁ ରାତି ଗୋଟେ ବେଳେ ଗୋଟେ ଆବାଜ ଶୁଣା ଗୋଲା ।
ମୁଁ ଯାଇ ନନ୍ଦିନୀ ରୁମ ରେ ଦେଖିଲି …. ନନ୍ଦିନୀ ଦେହରେ ନଥିଲା ଶାଢ଼ୀ । ସେ ଥିଲେ ଉଲଗ୍ନ ବେଶରେ ଭିଡିଓ କଲ ରେ ତାଙ୍କ ଭେନେଇ ସହିତ କଥା ହେଉ ଥିଲେ । ତେବେ ଆପଣ ମାନେ ଥରେ ଚିନ୍ତା କରନ୍ତୁ । କାହା କଥା ସତ ନନ୍ଦିନୀ କଥା ନା ବଳରାମ କଥା । ଯିଏ ଭୁଲ କରିଥିବ ଭଗବାନ ତାକୁ ନିହାତି ଦଣ୍ଡ ଦେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।