ଘରେ PREGNANCY Test କେମିତି କରିବେ? ତେବେ ଜାଣନ୍ତୁ କେମିତି ଜାଣିବେ ।

ଆଜି ଆମେ ଗୋଟେ ଭଲ କଥା ଟିଏ ଜାଣିବା । ଯାହା ଏହି କଥା ଟି ଝିଅ ମାନେ ନିହାତି ଜାଣିବା ଅଵଶ୍ୟକ । ତେବେ କଥା ଟି ହେଉଛି ଘରେ ରହି ଆପଣ ମାନେ କିପରି ପ୍ରେଗେଂସି ଟେଷ୍ଟ କରି ପାରିବେ । ଆପଣ ମାନକୁ ଆଉ ଡାକ୍ତର ଖାନା ଯିବାକୁ ପଡ଼ିବ ନାହିଁ । ଘରେ ରହି ଆପଣ ସବୁ କିଛି କରି ପାରିବେ । ଆଉ ଜାଣି ପାରିବେ ଆପଣଙ୍କ ପେଟରେ ପିଲା ଅଛି କି ନାହିଁ ।

ତେବେ ଏବେ ଆସନ୍ତୁ ଜାଣିବା ଆପଣ ଏହାକୁ କିପରି ବ୍ୟବହାର କରିବେ । ପ୍ରଥମେ ଆପଣ ମେଡ଼ିସିନ ଷ୍ଟୋର ଯିବେ । ଆଉ ସେଠାରେ CT କହି ମାଗିବେ । ତେବେ CT ର ଫୁଲ ଫର୍ମ ହେଉଛି , control test । ତେବେ ଏହା ଅତି ସହଜ ରେ ମେଡ଼ିସିନ ଷ୍ଟୋର ରେ ମିଳି ପାରିବ ।

 ନହଲେ ଆପଣ ପ୍ରେଗେଂସି ରିପର୍ଟ କିଡ଼ି ବୋଲି ଆପଣ ମେଡ଼ିସିନ ଷ୍ଟୋର ରେ ମାଗି ପାରିବେ । ତେବେ ଏହାର ମୂଲ୍ୟ ମଧ୍ୟ ଜାଣି ରଖନ୍ତୁ । ଏହାର ମୂଲ୍ୟ ମାତ୍ର 50 ଟଙ୍କା । ଆପଣ ତ କିଣି ଆଣିଲେ ଏବେ ଟେଷ୍ଟ କରିବେ କେମିତି ଆସନ୍ତୁ ଜାଣିବା ।

ଆପଣ ପ୍ରଥମେ ସକାଳ ର ଇଉରିନ କୁ ଗୋଟେ ଜାଗା ରେ ରଖି ଦିଅନ୍ତୁ । ଏହା ପରେ ପ୍ରେଗେଂସି ଟେଷ୍ଟ କିଡ ଟିକୁ ଆପଣ କାଢି ଦିଅନ୍ତୁ । କାଢ଼ିବା ପରେ ଦେଖନ୍ତୁ ସେଠାରେ ଦୁଇଟି ଜିନିଷ ବାହାରିବ । ଗୋଟିଏ ଡ୍ରପ ବାହାରିବ ଆଉ ଗୋଟେ କିଡ଼ି ବାହାରିବ । ତେବେ ଆପଣ ସେହି କିଡ଼ି ର ପ୍ରଥମ କୋଣା ରେ ତିନି ଟୋପା ଇଉରିନ ପକେଇ ଦିଅନ୍ତୁ ।

ମନେ ରଖନ୍ତୁ ଆପଣ ସକାଳ ର ଇଉରିନ କୁ ପକେଇବେ । ସକାଳ ର ଇଉରିନ ଟି ପକେଇବା ଦ୍ୱାରା ରିପର୍ଟ ଟି ଠିକ ଆସି ଥାଏ । ତା ପରେ ପକେଇ ସରିବା ପରେ ଦେଖିବେ ସେହି କିଡ଼ି ଟାରେ ଦୁଇଟି ଜିନିଷ ଲେଖା ଥିବ । ଗୋଟେ C ଓ ଅନ୍ୟ ଟି T ଲେଖା ରହି ଥାଏ । ଯୋଡି ସେହି ସ୍ଥାନ ରେ ଫିକା ରଙ୍ଗ ଆସି ଥାଏ , ତାହାଲେ ଜାଣିବେ କିଛି ନାହିଁ ଆପଣଙ୍କ ଦେହରେ ।

ଯଦି ସେହି ସେହି C ଓ T ସ୍ଥାନ ରେ ଗୋଟିଏ ଗାଢ଼ ରଙ୍ଗ ର କଲର ଆସି ଥାଏ । ତାହାଲେ ଆପଣ ଜାଣିବେ ଆପଣ ମା ହେବା ପାଇଁ ଯାଉ ଛନ୍ତି । ଯଦି ଆପଣଂକୁ ଦୁଇଟି ଜାଗା ରେ କଲର ଦେଖା ଯାଇ ଥାଏ , ତାହାଲେ ଆପଣ ଜାଣି ଯିବେ ଆପଣଙ୍କ ଦେହରେ କିଛି ଅଛି ।

ଯଦି ଗୋଟେ ଜାଗାରେ ରଙ୍ଗ ର ଗାର ପଡି ଥିବ କିନ୍ତୁ ଆଉ ଗୋଟେ ଜାଗା ରେ ଫିକା ରଙ୍ଗ ର ଗାର ପଡି ଥିବ , ତାହାଲେ ମଧ୍ୟ ଆପଣ ଜାଣି ଯିବେ ଆପଣ ମା ହେବାକୁ ଯାଉ ଛନ୍ତି । ଏହି ଟେଷ୍ଟ ରିପର୍ଟ କୁ କେବେ ଫିଙ୍ଗିବେ ନାହିଁ । ଡାକ୍ତର ଆପଣଂକୁ ମାଗି ପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।