ଅତ୍ୟାଧୁନିକ ଟେକ୍ନୋଲୋଜି ଯୁଗର ସବୁଠାରୁ ବଡ଼ ଦାନ ହେଉଛି ସୋସିଆଲ ମିଡିଆ।ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଆଜିର ସୋସିଆଲ ମିଡ଼ିଆ ସମସ୍ତଂକ ପାଇଁ ଅତି ଜରୁରୀ ହୋଇ ପଡ଼ିଛି। ଲୋକେ ଗୋଟିଏ ସ୍ଥାନରେ ରହି ଦେଶ ବିଦେଶରେ କୋଉଠି କଣ ଘଟୁଛି ତାର ଟିକି ନିଖି ତଥ୍ୟ ଆମ ହାତ ପାହନ୍ତାରେ ପାଇ ପାରୁଛୁ। ତାହା କେବଳ ସୋସିଆଲ ମିଡିଆରେ ପାଇଁ ସମ୍ଭବ ହୋଇ ପାରୁଛି।
ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହା କେତେବେଳେ ଖୁବ୍ ମଜାଦାର ହୋଇଥାଏ ତ କେତେବେଳେ ଖୁବ୍ ହୃଦୟ ବିଦାରକ ହେଇଥାଏ ଆଉ କେତେବେଳେ ଖୁବ୍ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଆମେ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥାଉ। ତେବେ ଏଥି ମଧ୍ୟରୁ କିଛି ଭିଡିଓ ଏମିତି ହେଇଥାଏ ଯାହା ଲୋକେ ଦେଖିବାକୁ ଖୁବ୍ ଭଲ ପାଆନ୍ତି। ବାରମ୍ବାର ଦେଖିବାକୁ ମଧ୍ୟ ପସନ୍ଦ କରିଥାନ୍ତି ଆଉ ସେହି ଭିଡିଓ ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ।
ତେବେ ନିକଟରେ ସେହି ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଭିଡିଓ ଆପଣ ହୁଏତ ଖୁବ୍ କମ୍ ଦେଖିଥିବେ। ଯାହା ଦେଖିଲେ ହୁଏତ ଆପଣଙ୍କୁ ଖୁବ୍ ମଜା ଲାଗିପାରେ ନଚେତ୍ ଦୟା ମଧ୍ୟ ଲାଗିପାରେ।
ତେବେ ଭିଡିଓଟି ଠିକ୍ ସେହି ଭଳି ଭିଡିଓରେ ଜଣେ ଯୁବକ ଯେଉଁ ଭଳି ଭାବରେ ମାଡ ଖାଉଛନ୍ତି ହୁଏତ ଆପଣଙ୍କୁ ଦେଖି ଦୟା ଲାଗିପାରେ କିନ୍ତୁ ମହିଳା ଜଣକ ଯୁବକ ଜଣଙ୍କୁ ଯେଉଁ ଭଳି ଭାବରେ ମାଡ ମାରି ଚାଲିଛନ୍ତି ସେ ବେଳର ଦୃଶ୍ୟ ଖୁବ୍ ମଜାଦାର।
ତେବେ ଏହି ଭିଡିଓକୁ ଥରେ ଭଲ ଭାବରେ ଦେଖି ନିଅନ୍ତୁ ଭିଡିଓରେ ଦେଖିବାକୁ ମିଳୁଛି ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବା ଏକ ମହିଳା ଜଣେ ବ୍ୟକ୍ତିଙ୍କ ଚୁଟି ଝିଙ୍କି ଏକ ବଡ ମୋଟା ଲାଠି ଆଣି ନିର୍ଦ୍ଧୁମ ଭାବରେ ପିଟି ଚାଲିଛନ୍ତି। ତେବେ ବ୍ୟକ୍ତି ଜଣକ ମଧ୍ୟ ମହିଳାଙ୍କୁ ତାଙ୍କ ହାତରେ ଦୁଇ ପାହର ପକାଇଛନ୍ତି।
ତା ପରେ ଯାହା ଘଟିଛି ଟିକିଏ ଦେଖି ନିଅନ୍ତୁ। ମହିଳା ଜଣକ ଭିତରେ ଯେମିତି ସାତ ସିଂହର ବଳ ଆସି ଯାଇଛି। ସେ ବ୍ୟକ୍ତି ଜଣକୁ ସେହିଠାରେ ତଳେ ପକାଇ ଦେଇ ଲାଠିରେ ପ୍ରହାର ଉପରେ ପ୍ରହାର ପକାଇ ଚାଲି ଛନ୍ତି।
ଆଖ ପାଖରେ କିଛି ଲୋକ ଛିଡା ହୋଇ ଏହାକୁ ଦେଖୁଛନ୍ତି କିନ୍ତୁ କେହି ଜଣେ ହେଲେ ବି ବ୍ୟକ୍ତି ଜଣକୁ ଉଦ୍ଧାର କରିବା ପାଇଁ ଆସୁ ନାହାଁନ୍ତି। ବ୍ୟକ୍ତି ଜଣକ ସେହିଭଳି ମାଡ ଖାଇ ଚାଲିଛନ୍ତି। ତେବେ ମାଡ ମାରୁଥିବା ମହିଳା ଜଣକ ସେହି ବ୍ୟକ୍ତିଙ୍କ ସ୍ତ୍ରୀ ବୋଲି କୁହା ଯାଉଛି। କିନ୍ତୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଉପରେ କଣ ପାଇଁ ଏଭଳି ରାଗ ସୁଝାଉଛନ୍ତି ତାହା ଜଣା ପଡିନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।