🛑EXCLUSIVE : ପ୍ରେମ କରିଛି ରାତି କାଟିଛି । କିନ୍ତୁ ଦିପିକା ତୁମକୁ ବାହା ହୋଇପାଵିନି ନାହିଁ ମୋ ଇଛା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବ୍ରହ୍ମପୁର ଅଞ୍ଚଳରେ ଦୀପିକା ନିଜର ପତିଙ୍କ ଘର ସମ୍ମୁଖରେ ବସି ରହି ଥିବା କଥା ଆମେ ଭଲ ଭାବରେ ଜାଣୁ ତେବେ ସେ ତାଙ୍କର ଘର ସମ୍ମୁଖରେ ସେହିପରି ଭାବରେ ବସି ରହି ଥିଲେ।ଏହା ସହିତ ଆଜି ସେ ତାଙ୍କର ଘର ସମ୍ମୁଖରେ ନିଜର ସାକ୍ଷାତକାର ଦେଇ ଥିଲେ।ତେବେ ସେ କହିଥିଲେ କି ସେ ସେଠାରେ ପ୍ରାୟ ୭ ଦିନ ହେବ ସେହିପରି ତାଙ୍କର ଘର ସମ୍ମୁଖରେ ବସି ରହିଛନ୍ତି।

ତେବେ ସେ କହିଥିଲେ କି ପ୍ରମିଳା ମାଉସୀ ତାଙ୍କୁ ଅନେକ ଭାବରେ ସହାୟତା କରିଛନ୍ତି ତେବେ ସେ ମିଡ଼ିଆ ଭାଇ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ।ତେବେ ସେ କହିଥିଲେ କି ସେମାନଙ୍କ ପାଇଁ ତାଙ୍କ ସମ୍ପର୍କରେ ପ୍ରମିଳା ମାଉସୀ ଜାଣି ପାରିଲେ ଯାହା ଫଳରେ ସେ ତାଙ୍କୁ ଆସି ସେଠାରେ ଅନେକ ଭାବରେ!

 ସହାୟତା କରି ଥିଲେ ବୋଲି ସେ କହିଥିଲେ ଏହା ବ୍ୟତୀତ ସେ ତାଙ୍କ ପାଇଁ ଆଜି ସେମାନଙ୍କ ଘର ସମ୍ମୁଖରେ ନ୍ୟାୟ ପାଇବା ପାଇଁ ସେହିପରି ଭାବରେ ଧାରଣା ଦେଇ ବସି ରହିଛନ୍ତି ବୋଲି ସେ କହିଥିଲେ।ଏହା ବ୍ୟତୀତ ସେ କହିଥିଲେ କି ଏପରି ଅନେକ ବ୍ୟକ୍ତି ଭଲ ପାଇବା ପରେ ପିଲା ମଧ୍ୟ ଜନ୍ମ କରି!

ଦେଉଛନ୍ତି କିନ୍ତୁ ଏହା ପରେ ସେମାନେ ସେମାନଙ୍କ କଥା ଆଉ ବୁଝୁ ନାହାନ୍ତି।ଏହା ସେ କହିଥିଲେ।ତେବେ ସେ କହିଥିଲେ କି ସେ ତାଙ୍କର ଘର ସମ୍ମୁଖରେ ବସି ରହିଛନ୍ତି ଏହା ବ୍ୟତୀତ ସେ ସେଠାରେ ବର୍ଷା ଓ ମଶା ମଧ୍ୟରେ ସେହିପରି ଭାବରେ ପଡ଼ି ରହିଛନ୍ତି ଏହା ବ୍ୟତୀତ ସେ ଏହା ମଧ୍ୟ କହିଥିଲେ କି ସେ!

ଏହି ବର୍ଷାରେ ତାଙ୍କର ପୁଅକୁ ନିଜର ପିତାର ଅଧିକାର ଦେବା ପାଇଁ ସେ ସେଠାରେ ପଡ଼ି ରହିଛନ୍ତି।ତେବେ ସେ କହିଥିଲେ କି ତାଙ୍କର ନିଜର ମଧ୍ୟ ଘର ରହିଛି ଏହା ପରେ ମଧ୍ୟ ସେ ତାଙ୍କର ଘର ସମ୍ମୁଖରେ ପଡ଼ି ରହିଛନ୍ତି ଏହା ବ୍ୟତୀତ ସେ କହିଥିଲେ କି ଦିନେଶ ନିଜର ବନ୍ଧୁ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ସୂତ୍ର ହେଉ!

ସେମାନଙ୍କ ପାଖରୁ ନିଶ୍ଚୟ ତାଙ୍କ ସମ୍ପର୍କରେ ଜାଣିବାକୁ ପାଉ ଥିବେ କିନ୍ତୁ ଏହା ପରେ ମଧ୍ୟ ସେ ଏହା ଉପରେ କୌଣସି କଥା ମଧ୍ୟ କହୁ ନାହାନ୍ତି।ସେ ଏହା ମଧ୍ୟ କହିଥିଲେ କି ଯଦି ତୁମକୁ ମତେ ଧୋକା ଦେବାର ଥିଲା ତେବେ ତୁମକୁ ଆଉ କେହି ମିଳିଲେ ନାହିଁ। ଏପରି ଭାବରେ ବିଶ୍ୱାସ ଦେଖାଇ ଧୋକା ଦେବା ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ସେ କହିଥିଲେ।

ତେବେ ସେ କହିଥିଲେ କି ପ୍ରମିଳା ମାଉସୀ ତାଙ୍କୁ ଅନେକ ଭାବରେ ସହାୟତା କରିଛନ୍ତି ତେବେ ସେ ମିଡ଼ିଆ ଭାଇ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ।ତେବେ ସେ କହିଥିଲେ କି ସେମାନଙ୍କ ପାଇଁ ତାଙ୍କ ସମ୍ପର୍କରେ ପ୍ରମିଳା ମାଉସୀ ଜାଣି ପାରିଲେ ଯାହା ଫଳରେ ସେ ତାଙ୍କୁ ଆସି ସେଠାରେ ଅନେକ ଭାବରେ!

ସହାୟତା କରି ଥିଲେ ବୋଲି ସେ କହିଥିଲେ ଏହା ବ୍ୟତୀତ ସେ ତାଙ୍କ ପାଇଁ ଆଜି ସେମାନଙ୍କ ଘର ସମ୍ମୁଖରେ ନ୍ୟାୟ ପାଇବା ପାଇଁ ସେହିପରି ଭାବରେ ଧାରଣା ଦେଇ ବସି ରହିଛନ୍ତି ବୋଲି ସେ କହିଥିଲେ।ଏହା ବ୍ୟତୀତ ସେ କହିଥିଲେ କି ଏପରି ଅନେକ ବ୍ୟକ୍ତି ଭଲ ପାଇବା ପରେ ପିଲା ମଧ୍ୟ ଜନ୍ମ କରି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।