LIFE STYLE – ବାଛନ୍ତୁ ଗୋଟିଏ ରଙ୍ଗର କଳସ | ଜାଣନ୍ତୁ ନିଜର ଭବିଷ୍ୟତ |

ହଁ ବନ୍ଧୁଗଣ ଆପଣମାନେ ଜାଣିଥିବେ ଅନେକ ଲୋକ ରାଜଯୋଟକ ନେଇ ଜନ୍ମ ହୋଇଥାନ୍ତି |ସମସ୍ତଙ୍କୁ ପ୍ରାୟ ଏହି ରାଜଯୋଟକ ମିଳିନଥାଏ |କୌଣସି ବ୍ୟକ୍ତି ଚାହାଁନ୍ତି ନାହିଁ ଯେ ସେମାନେ ଅଭାବରେ ରୁହନ୍ତୁ ବୋଲି ସେଥିପାଇଁ ସେମାନେ ଦିନ ରାତି ପରିଶ୍ରମ କରିଥାନ୍ତି ହେଲେ ଦରିଦ୍ରତା ସେମାନଙ୍କ ପିଛା ଛାଡ଼ିନଥାଏ |

ଏମାନେ ସବୁବେଳେ ଅଭାବରେ ରୁହନ୍ତି |କିନ୍ତୁ ସଂସାରରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅଳ୍ପ ପରିଶ୍ରମରେ ଅନେକ ସମୃଦ୍ଧି ଲାଭ କରିଥାନ୍ତି, ଦରିଦ୍ରତା ସେମାନଙ୍କୁ ଛୁଇଁ ପରେ ନାହିଁ ଏହି ସ୍ଵଭାଵର ବ୍ୟକ୍ତି ରାଜଯୋଗ ନେଇ ଜନ୍ମ ହୋଇଥାନ୍ତି ବୋଲି କୁହାଯାଏ |

 ତେବେ ଆସନ୍ତୁ ବନ୍ଧୁଗଣ ମୁଁ ଆପଣକୁ 6ଗୋଟି ଅକ୍ଷରଥିବା ବ୍ୟକ୍ତିମାନଙ୍କ ନାମ ବିଷୟରେ କହିବି ଯଉଁମାନେ ରାଜଯୋଟକ ନେଇ ଜନ୍ମ ହୋଇଥାନ୍ତି |ତେବେ ବନ୍ଧୁଗଣ ଏଠାରେ ଆପଣଙ୍କୁ ଚାରୋଟି ସଂଖ୍ୟା ଦିଆଯିବ ସେଥିମଧ୍ୟରୁ ଆପଣ ଆପଣଙ୍କୁ ଯେଉଁ ସଂଖ୍ୟା ଟି ପସନ୍ଦ ହେବଆସନ୍ତୁ ବନ୍ଧୁଗଣ ମୁଁ ଆପଣକୁ 6ଗୋଟି ଅକ୍ଷରଥିବା ବ୍ୟକ୍ତିମାନଙ୍କ ନାମ ବିଷୟରେ କହିବି ଯଉଁମାନେ ରାଜଯୋଟକ ନେଇ ଜନ୍ମ ହୋଇଥାନ୍ତି |

ତେବେ ବନ୍ଧୁଗଣ ଏଠାରେ ଆପଣଙ୍କୁ ଚାରୋଟି ସଂଖ୍ୟା ଦିଆଯିବ ସେଥିମଧ୍ୟରୁ ଆପଣ ଆପଣଙ୍କୁ ଯେଉଁ ସଂଖ୍ୟା ଟି ପସନ୍ଦ ହେବ ତାହାକୁ ଆପଣ ପସନ୍ଦ କରିବେ ଓ ସେହି ସଂଖ୍ୟା ଦ୍ୱାରା ଆପଣ ଜାଣିବେ ଆପଣଙ୍କର ସ୍ଵଭାଵ ଓ ବ୍ୟକ୍ତିତ୍ୱ |କେଉଁ ରଙ୍ଗ ର କଳସୀ ପସନ୍ଦ କରିବେ.

ମନେ କରନ୍ତୁ ଆପଣ 7 କୁ ପସନ୍ଦ କରିଲେ ତାହାଲେ ଜାଣନ୍ତୁ ଏହି ସଂଖ୍ୟା ରେ କଣ ରହିଛି :- ଯଦି ଆପଣ ସଂଖ୍ୟା 7 କୁ ପସନ୍ଦ କରିଛନ୍ତି ତାହାଲେ ଆପଣ ଜଣେ କଳ୍ପନାଶୀଳ ବ୍ୟକ୍ତି ଅଟନ୍ତି | ଆପଣ ବର୍ତ୍ତମାନ କୌଣସି କାର୍ଯ୍ୟ ରେ ବ୍ୟସ୍ତ ଥିଲେ ମଧ୍ୟ ଆପଣ ସର୍ବଦା କଳ୍ପନା ରେ ବୁଡି ରହିଥାନ୍ତି |

ଆପଣ ସବୁବେଳେ ନୂଆ ଚିନ୍ତା ଓ ବିଚାର କୁ ଆପଣନାଇ ଥାନ୍ତିକରନ୍ତୁ ଆପଣ 7 କୁ ପସନ୍ଦ କରିଲେ ତାହାଲେ ଜାଣନ୍ତୁ ଏହି ସଂଖ୍ୟା ରେ କଣ ରହିଛି :- ଯଦି ଆପଣ ସଂଖ୍ୟା 7 କୁ ପସନ୍ଦ କରିଛନ୍ତି ତାହାଲେ ଆପଣ ଜଣେ କଳ୍ପନାଶୀଳ ବ୍ୟକ୍ତି ଅଟନ୍ତି |

ଆପଣ ବର୍ତ୍ତମାନ କୌଣସି କାର୍ଯ୍ୟ ରେ ବ୍ୟସ୍ତ ଥିଲେ ମଧ୍ୟ ଆପଣ ସର୍ବଦା କଳ୍ପନା ରେ ବୁଡି ରହିଥାନ୍ତି | ଆପଣ ସବୁବେଳେ ନୂଆ ଚିନ୍ତା ଓ ବିଚାର କୁ ଆପଣନାଇ ଥାନ୍ତି | ଦିନରେ ସ୍ବପ୍ନ ଦେଖିବା ଓ ଏହାକୁ ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି |

ଯଦି ଆପଣ 61 କୁ ପସନ୍ଦ କରିଛନ୍ତି :- ତାହାଲେ ଆପଣଙ୍କ ପାଇଁ ଜୀବନ ହେଉଛି ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚିବାକୁ ଦିଅ ଏହିପରି ବିଚାର ରଖିଥାନ୍ତି ଏହି ବ୍ୟକ୍ତି ମାନେ | ଆପଣ ସମସ୍ତ ଙ୍କ ଠାରୁ ଭିନ୍ନ ହେଇଥାନ୍ତି ଓ ଆପଣଙ୍କ ସାଙ୍ଗ ସାଥି ମାନଙ୍କର ପ୍ରଶଂସା ର ପ୍ରିୟ ମଧ୍ୟ ହେଇଥାନ୍ତି |ଯଦି ଆପଣ ସଂଖ୍ୟା 3 କୁ ପସନ୍ଦ କରିଛନ୍ତି :- ତାହାଲେ ଆପଣ ଶାନ୍ତ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି | ଆପଣ କୌଣସି ବି ବ୍ୟକ୍ତି ର ଅତି ଶୀଘ୍ର ମନ କୁ ଜିତି ପାରିଥାନ୍ତି | ସେଥିପାଇଁ ସମସ୍ତେ ଆପଣଙ୍କୁ ପସନ୍ଦ ମଧ୍ୟ କରିଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !