Dr.Manju…ଗର୍ଭଧାରଣର ସଠିକ୍‌ ସମୟ କ’ଣ ? ୧୮ ରୁ ୪୦ ବର୍ଷର ପୁଅ ଝିଅ ମାନେ ନିଶ୍ଚୟ ଦେଖନ୍ତୁ…..

ଆଜି କାଲି ଦୁନିଆ ରେ ଲୋକ ମାନେ ବିଭିନ୍ନ ପ୍ରକାଶ ସମସ୍ଯା ଦେଇ ଅନେକ ମହିଳା ମାନେ ରହିଛନ୍ତି ଯେଉଁମାନେ ଡକ୍ଟରଙ୍କ ସହ ପରାମର୍ଶ କରିଥାନ୍ତି ଯେ ସେମାନେ କୌଣସି ପ୍ରକାର କଣ୍ଟ୍ରାସେପସନ ୟୁଜ କରୁନୁ , ମେନସେସ୍ ମଧ୍ୟ ଠିକ୍ ଟାଇମରେ ହେଉଛି ,

ସ୍ୱାମୀଙ୍କ ଧାତୁ ମଧ୍ୟ ଠିକ୍ ରହୁଛି , ଟ୍ୟୁବ ପେଟେନନ୍ସି ମଧ୍ୟ ଠିକ୍ ଅଛି , ଅଲ୍ଟ୍ରାସାଇଣ୍ଡରେ ମଧ୍ୟ ସବୁ ଠିକ ଆସୁଛି ଓ ହୋରମନ ବି ଠିକ୍ ଅଛି ଏହା ପରେ ମଧ୍ୟ ଗର୍ଭଧାରଣରେ ଅସୁବିଧା ଦେଖାଯାଉଛି । ଯେଉଁମାନେ ଟିଟିଏସ ରେ ରହୁଛନ୍ତି ସେମାନଙ୍କୁ ଜାଣିବା ଦରକାର ସବୁ ସ୍ତ୍ରୀ ଲୋକଙ୍କ ପକ୍ଷରେ ପ୍ରତି ସାଇକେଲ ରେ ଇଣ୍ଟରକ୍ରସ କଲେ ଅନଲି 25 ପରସେଣ୍ଟ ଚାଞ୍ଚ ରହିଥାଏ ପ୍ରଗନେଣ୍ଟ ହେବାର ।

ଯଦି ଜଣେ ମହିଳାର ସାଇକେଲ ରେଗୁରାଲ ଅଛି ପ୍ରତି 28 ରୁ 30 ଦିନ କୁ ଥରେ ସାଇକେଲ ହେଉଛି । ତାହେଲେ ଆମେ ମାନି ନେଇଥାଉ ଯେ ତାଙ୍କର ଯେଉଁ ଓଭାରୀ ରୁ ଅଣ୍ଡା ବାହାରୁଛି ସେଇଟା ଡେ 13 ରୁ ଡେ 15 ଭିତରେ ବାହାରୁଛି ।

ଯଦି ଆଜି ଜଣେ ମହିଳାଙ୍କର ଓଭାରୀ ରୁ ଅଣ୍ଡା ବାହାରିଲା , ତାହେଲେ ସେ ଅଣ୍ଡା କେବଳ 24 ଘଣ୍ଟା ହିଁ ସରଭାଇପ କରିବ । 24 ଘଣ୍ଟା ପରେ ସେ ଅଣ୍ଡା ନଷ୍ଟ ହୋଇଯିବ , ତ ଏହି 24 ଘଣ୍ଟା ଆଗରୁ ଇଣ୍ଟରକ୍ରସ କଲେ ତାଙ୍କର ପ୍ରେଗନେନ୍ସି ଚାନ୍ସସେସ୍ ବଢିଯାଏ ।

ଯଦି ଜଣେ ମହିଳାଙ୍କର ରେଗୁରାଲ ସାଇକେଲ ରହୁଛି , ଡେ 13 ରୁ ଡେ 15 ଭିତରେ ଅଣ୍ଡା ରିଲିଜ ହୁଏ । ଡେ 12 ରୁ ଡେ 16 ବା 17 ମଧ୍ୟରେ ଇଣ୍ଟରକ୍ରସ କଲେ ଆପଣଙ୍କର ପ୍ରଗନେଣ୍ଟ ହେବାର ଚାନ୍ସ ବଢିଯାଏ । ତେଣୁ ଆପଣ ମାନେ ଏଟଲିଷ୍ଟ ଡେ 12 ରୁ ହିଁ ଷ୍ଟାଟ କରିବେ ଏବଂ ଡେ 18 ପର୍ଯ୍ୟନ୍ତ ।

ଏହି 4 ଦିନ ଯଦି ଆପଣଙ୍କର ସାଇକେଲ ରେଗୁଲାର ଅଛି ଏବଂ ଆପଣ କନସିଭ୍ କରିବା ପାଇଁ ଚେଷ୍ଟା କରୁଛନ୍ତି , ତେବେ ଡେ 12 ରୁ ଡେ 16 ପର୍ଯ୍ୟନ୍ତ ଚାନ୍ସ ଅଧିକ ରହୁଛି । ତା ପରେ ଆପଣ ଦେଖୁଛନ୍ତି ଆପଣଙ୍କର ପିରିୟଡ୍ସ ହେଲାନାହିଁ ବା ନେକ୍ସଷ୍ଟ ପରିୟଡ୍ସ ଡେଟ୍ ଘୁଞ୍ଚିଗଲା ।

ସେଥିପାଇଁ ଅରିଡ୍ ହେବାର କୌଣସି ଆବଶ୍ୟକତା ନାହିଁ , ଆପଣ ମାନେ ଏଟଲିଷ୍ଟ ଗୋଟିଏ ସପ୍ତାହ ଜଗିବେ । ଅନେକ ସମୟରେ ଅଧିକ ଟ୍ରେସ , ବା ଲାଇଫ ଷ୍ଟାଇଲ ରେ ପରିବର୍ତ୍ତ କିମ୍ୱା କୌଣସି ଗୋଟିଏ ମେଡିସିନ ର ସାଇଡ୍ ଇଫେକ୍ଟ ହୋଇପାରେ ।

ତେଣୁ ଆପଣଙ୍କ ପିରିୟଡ୍ସ ହେବାରେ ଟିକେ ଲେଟ୍ ହୋଇପାରେ , ତେଣୁ ଆପଣ ମାନେ ଗୋଟେ ସପ୍ତାହ ୱେଟ କରିବା ପାଇଁ ପଡିବ । ଏହାପରେ ଆପଣ ୟୁରିନ ପ୍ରେଗନେନ୍ସି ଟେଷ୍ଟ କରନ୍ତୁ , ଏହା ପରେ ଆପଣ ମାନେ ସିୟର ହୋଇପାରିବେ ଯେ ଆପଣ ପ୍ରେଗନେଣ୍ଟ ଅଛନ୍ତି କି ନାହିଁ ।

ତେଣୁ ଆପଣଙ୍କ ପିରିୟଡ୍ସ ହେବାରେ ଟିକେ ଲେଟ୍ ହୋଇପାରେ , ତେଣୁ ଆପଣ ମାନେ ଗୋଟେ ସପ୍ତାହ ୱେଟ କରିବା ପାଇଁ ପଡିବ । ଏହାପରେ ଆପଣ ୟୁରିନ ପ୍ରେଗନେନ୍ସି ଟେଷ୍ଟ କରନ୍ତୁ , ଏହା ପରେ ଆପଣ ମାନେ ସିୟର ହୋଇପାରିବେ ଯେ ଆପଣ ପ୍ରେଗନେଣ୍ଟ ଅଛନ୍ତି କି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।