Dr.Shilpa..ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ !

ଋତୁସ୍ରାବ ଅନିୟମିତ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି psychological ଓ ଅନ୍ୟଟି pathological । psychological ଅର୍ଥ ଯେତେବେଳେ ଯେଉଁ ସମୟରେ ଯାହା ହବା କଥା ସେହି ସମୟରେ ଯଦି ନ ହୁଏ । ତାହା ସେହିଭଳି ବଡ ସମସ୍ୟା ବି ନୁହେଁ ।

ଯେତେବେଳେ ଗୋଟିଏ ଝିଅର ପ୍ରଥମ ଥର ପାଇଁ ମେ-ନ୍ସ ହୋଇଥାଏ ତେବ ୧ ରୁ ୨ ବର୍ଷ ଯାଏଁ ପ୍ରାୟତଃ ସଠିକ ପିରିୟଡ ହେବ ନାହିଁ । ଯେତେବେଳେ ପିରିୟଡ ବନ୍ଦ ହେବାକୁ ଯାଏ ଏହାର ବର୍ଷେ କିମ୍ବା ଦୁଇ ବର୍ଷ ପୂର୍ବରୁ ପିରିୟଡ ସଠିକ ଟାଇମର ହେବ ନାହିଁ ।

ଗର୍ଭବତ୍ତୀ ଥିବା ସମୟରେ କାହାର ବି ପି-ରି-ୟ-ଡ ହୁଏ ନାହିଁ । ଏହି ତିନି ପ୍ରକାରର ମେନ୍ସକୁ psychological abnormal ମେନ୍ସସ କୁହାଯାଏ । ଏଥିରେ ଆପଣଙ୍କୁ କିଛି କରିବାର ନାହିଁ । ଏହା ସମୟ ଅନୁସାରେ ଠିକ ହୋଇଯିବ । କିନ୍ତୁ ଦ୍ଵିତୀୟ pathological abnormal ମେନ୍ସସ ଶରୀରରେ ଯଦି କୌଣସି ରୋଗ ଅଛି ସଠିକ ସମୟରେ ମେନ୍ସ ହେବ ନାହିଁ ।

ପ୍ରାୟତଃ ଝିଅମାନଙ୍କ ମଧ୍ୟରେ ଦେଖା ଯାଇଛି କି ଥାଇରଡ କାରଣରୁ ଝିଅମାନଙ୍କର ସଠିକ ସମୟରେ ପିରିୟଡ ହୁଏ ନାହିଁ । ଯଦି ଅଧିକ ମୋଟା ହୋଇ ଯାଇଛନ୍ତି କିମ୍ବା ସଙ୍ଗେ ସଙ୍ଗେ ବହୁତ ପତଳା ହୋଇଗଲେ ତେବେ ବି ଝିଅମାନଙ୍କର ସଠିକ ସମୟରେ ପିରିୟଡ ହୋଇ ନ ଥାଏ । ଅଧିକ ଚିନ୍ତାରେ ରହିଲେ କିମ୍ବା ଅଧିକ କାମ କରିଦେଲେ ବି ଏହି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।


ହରମୋନ ଅନବାଲାନ୍ସ ହେଲେ ଓ ମହିଳାମାନଙ୍କ ମୂତ୍ରାଶୟରେ ବି କିଛି ସମସ୍ୟା ଆସିଲେ ମେନ୍ସ ସଠିକ ସମୟରେ ହୋଇ ନ ଥାଏ । ବେଳେ ବେଳେ ମେନ୍ସ ସମୟରେ ଅଧିକ ରକ୍ତ ବାହାରିଥାଏ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ ରକ୍ତ ବାହାରୁଥାଏ ତେବେ ଡାକ୍ତରଙ୍କ ପଖାକୁ ଯାଆନ୍ତୁ ଓ ନିଜର ଚେକଅପ କରାନ୍ତୁ । ଏହା କିଛି ଔଷଧ ଏମିତି ଅଛି ଯାହାର ସେବନ ଦ୍ଵାରା ବି ମେନ୍ସ ସଠିକ ସମୟରେ ହୋଇଥାଏ । ମୂତ୍ରାଶୟରେ ଇନଫେକସନ ଓ ଟିଭିରେ ବି ଏହିଭଳି ସମସ୍ୟା ଦେଖାଯାଇ ପାରେ ।

ଯଦି ଆପଣଙ୍କ ମେ-ନ୍ସ ହେବାର ସମୟ ମଧ୍ୟରେ ବ୍ୟବଧାନ ୨୪ ରୁ ୩୮ ଦିନ ମଧ୍ୟରେ ରହୁଛି ତେବେ ଏହା ଭଲ ଅଟେ । ଯଦି ମେନ୍ସରେ ୮ ଦିନ କିମ୍ବା ଏହା ଠାରୁ କମ ଦିନ ପର୍ଯ୍ୟନ୍ତ ରକ୍ତ ବାହାରୁଛି ତେବେ ଏହା ଭଲ ଅଟେ । ଯଦି ୨ ରୁ ୩ ଘଣ୍ଟା ମଧ୍ୟରେ ପ୍ୟାଡ ଚେଞ୍ଜ କରିବାକୁ ପଡୁଛି ତେବେ ଆପଣଙ୍କର ଅଧିକ ବିଲିଡିଙ୍ଗ ହେଉଛି ।

ଅଧିକ ଯନ୍ତ୍ରଣା ହେଉଛି ଓ ବର୍ଷକୁ ତିନି ଥର ଠାରୁ ଅଧିକ ସମୟ ଆପଣଙ୍କ ପିରିୟଡ ସଠିକ ସମୟରେ ହେଉ ନାହିଁ ତେବେ ଏହିଭଳି ସ୍ଥିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେ କୌଣସି ବି ସମସ୍ୟା ହେଲେ ଚୁପ ନ ରହି ଘର ଲୋକମାନଙ୍କୁ କୁହନ୍ତୁ ଓ ଡାକ୍ତରଙ୍କୁ ଚେକଅପ କରାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।