ପଶୁ ହେଲେ କଣ ହେବ,ସେ ଗୋଟେ ମା ପରା..ନିଜ ପିଲା ଆହତ ହେଲେ ସେ କେମିତି ସହିବ..ନିଜ ପିଲା ପାଇଁ ଗାଡି ପଛେ ଧାଇଁଲା ଗାଈ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ମାଆ ହେଉଛି ଏ ଦୁନିଆରେ ଏମିତି ଜଣେ ଚରିତ୍ର ଯାହାକୁ କେବେ କାହା ସହ ତୁଳନା କରା ଯାଇ ନପାରେ। ମାଆ ର ଋଣ ଶୁଝିବା ସତରେ ବହୁତ୍ କଷ୍ଟ। ବହୁତ୍ ଦୁଃଖ କଷ୍ଟକୁ ସହି ସେ ତାର ପିଲା ମାନଙ୍କୁ ମଣିଷ କରିଥାଏ ଏବଂ ଜୀବନର ପ୍ରକୃତ ଚଲା ପଥ ଦେଖାଇଥାଏ।

ତେବେ ମାଆର ସ୍ନେହ ମମତା ଓ କରୁଣା ଆଗରେ ସବୁକିଛି ହାର ମାନିଥାଏ। ମାଆ ସିଏ ଅଟେ ଯିଏକି ସମସ୍ତଂକ ସ୍ଥାନ ଅଧିକାର କରି ପାରେ କିନ୍ତୁ ତାର ସ୍ଥାନ କେହି ବି ନେଇ ପାରି ନଥାନ୍ତି।ସେହି ମାଆ ପାଇଁ ଅନେକ ସୁନ୍ଦର୍ ଉପସ୍ଥାପନା ରହିଛି।ମାଆ ହେଉଛି ଏ ଦୁନିଆରେ ଏମିତି ଜଣେ ଚରିତ୍ର ଯାହାକୁ କେବେ କାହା ସହ ତୁଳନା କରା ଯାଇ ନପାରେ।

ମାଆ ର ଋଣ ଶୁଝିବା ସତରେ ବହୁତ୍ କଷ୍ଟ। ବହୁତ୍ ଦୁଃଖ କଷ୍ଟକୁ ସହି ସେ ତାର ପିଲା ମାନଙ୍କୁ ମଣିଷ କରିଥାଏ ଏବଂ ଜୀବନର ପ୍ରକୃତ ଚଲା ପଥ ଦେଖାଇଥାଏ। ତେବେ ମାଆର ସ୍ନେହ ମମତା ଓ କରୁଣା ଆଗରେ ସବୁକିଛି ହାର ମାନିଥାଏ। ମାଆ ସିଏ ଅଟେ ଯିଏକି ସମସ୍ତଂକ ସ୍ଥାନ ଅଧିକାର କରି ପାରେ କିନ୍ତୁ ତାର ସ୍ଥାନ କେହି ବି ନେଇ ପାରି ନଥାନ୍ତି।

ସେହି ମାଆ ପାଇଁ ଅନେକ ସୁନ୍ଦର୍ ଉପସ୍ଥାପନା ରହିଛି। ମାଆକୁ ସମ୍ମାନ ଜଣାଇବା ପାଇଁ ଅନେକ କିଛି ଦିବସର ଆବଶ୍ୟକ ନାହିଁ କେବଳ ଦୁଇପଦ ମିଠା କଥା ଏବଂ ମାଆ ର ସ୍ନେହ କୁ ବୁଝିବା ହିଁ ଯଥେଷ୍ଟ ହୋଇଥାଏ।ସେହିପରି ମାଆ ଙ୍କ ଉଦ୍ଦେଶ୍ୟରେ ଅନେକ ଗୀତ, ଅନେକ ଫିଲ୍ମ୍ ବି ପ୍ରସ୍ତୁତ ହୋଇଥିବା ଅପଣ ଦେଖିଥିବେ।

 ସେହିପରି ଏକ ଗୀତ ଏବେ ସାମ୍ନାକୁ ଆସିଛି। ଯେଉଁ ଗୀତଟି ହେଉଛି ମିଛ ମାୟା ଦୁନିଆରେ ଯଦି ସତ କିଛି ଥାଏ, ନାରୀ ରୂପେ ନାରାୟଣୀ ମାଆ ଏକା ସିଏ।ଏହି ଗୀତକୁ ଜଣେ ଗାୟକ କିପରି ଭାବରେ ସୁମଧୁର କଣ୍ଠରେ ଷ୍ଟେଜ ରେ ଗାଉଛନ୍ତି ତାହା ଥରେ ଦେଖନ୍ତୁ।

ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ ଏବଂ ଏହି ସୁନ୍ଦର୍ ଗୀତ ଟିଏ ଶୁଣିଲେ ଭାବ ବିହ୍ୱଳ ହେବା ସହିତ ମନକୁ ଶାନ୍ତି ବି ଲାଗିବ।ଅନେକ ଏମିତି ସଙ୍ଗୀତ ରହିଛି ଯାହାକୁ ଯେତେଥର ଶୁଣିଲେ ବି ବହୁତ ଭଲ ଲାଗିଥାଏ।ବନ୍ଧୁଗଣ ଆପଣ ଅନେକ ସମୟରେ ଜୀବଜନ୍ତୁ ମାନଙ୍କର ଉଦ୍ଧାର ଜନିତ ଅନେକ ଭିଡିଓ ଦେଖିବାକୁ ପାଉଥିବେ।

ସେମାନେ ଅସୁବିଧାର ସମ୍ମୁଖୀନ ହେଲେ କିମ୍ୱା ବିପଦରେ ରହିଥିଲେ, କିମ୍ୱା ମାନବ ସମାଜ ଭିତରକୁ ପ୍ରବେଶ କରି ଆସି ଭୟ ସୃଷ୍ଟି କରିବା ଭଳି ପରିସ୍ଥିତି ହେଲେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉପଯୁକ୍ତ ତାଲିମ୍ ପ୍ରାପ୍ତ ବ୍ୟକ୍ତି ମାନଙ୍କର ଆବଶ୍ୟକ ପଡ଼ିଥାଏ। ସେମାନଙ୍କୁ ବିପଦରୁ ଉଦ୍ଧାର କରିବା ହେଉଛି ମଣିଷର କର୍ତ୍ତବ୍ୟ।

କିନ୍ତୁ ଏହି ସମୟରେ ସାମାନ୍ଯ ଅସାବଧାନତା ପାଇଁ ବେଳେବେଳେ ବଡ ବଡ଼ ଦୁର୍ଘଟଣା ସବୁ ଘଟି ଯିବାର ସମ୍ଭାବନା ରହିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ